ଖାଉଟି ସର୍ଭେ ଡାଟା ପ୍ରକାଶ କରିବାକୁ ଚିଠି ଲେଖିଲେ ୨୦୦ ସ୍କଲାର

ମୁମ୍ବାଇ,୨୨-୧୧: ଖାଉଟି ଖର୍ଚ୍ଚ ସର୍ଭେ ଡାଟାକୁ ପ୍ରକାଶ କରିବାକୁ ସରକାରଙ୍କୁ ୨୦୦ ସ୍କଲାର ଚିଠି ଲେଖିଛନ୍ତି। ଡାଟା ଗୁଣବତ୍ତାରେ ଅସୁବିଧା ରହିଥିବାରୁ ୨୦୧୭-୧୮ର ଡାଟା ପ୍ରକାଶ ପାଇବ ନାହିଁ ବୋଲି ସରକାର ନିକଟରେ କହିଥିଲେ। ଏହା ପରେ ସରକାରଙ୍କୁ ଏଭଳି ପ୍ରସଙ୍ଗରେ ଚିଠି ଲେଖାଯାଇଛି। ଏହି ସ୍କଲାରଙ୍କ ମଧ୍ୟରେ ଅଧିକାଂଶ ଅର୍ଥନୀତିଜ୍ଞ ରହିଛନ୍ତି। ଜାତୀୟ ସାମ୍ପୂଲ ସର୍ଭେ ଅଫିସର ଏକ ଲିକ୍‌ ଡାଟା ନିକଟରେ ଗଣମାଧ୍ୟମରେ ପ୍ରକାଶ ପାଇବାରୁ ଏ ସଂକ୍ରାନ୍ତ ସର୍ଭେ ରିପୋର୍ଟ ନ ପ୍ରକାଶ କରିବାକୁ ସରକାର ତତକ୍ଷାଣତ କହିଥିଲେ। ଗ୍ରାମାଞ୍ଚଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଲାଗି ଲୋକ ଖର୍ଚ୍ଚ କରୁ ନ ଥିବା ଏବଂ ବ୍ୟକ୍ତି ପିଛା ମାସିକ ଖର୍ଚ୍ଚ ୨୦୧୧-୧୨ ତୁଳନାରେ ୩.୭% ଖସିଥିବା ରିପୋର୍ଟରେ ଉଲ୍ଲେଖ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାରୁତି ସୁଜୁକିର ଗ୍ରାଣ୍ଡ ଓ୍ବିକେଣ୍ଡ ଗେଟ୍‌ ୱେ

ବ୍ରହ୍ମପୁର ଅଫିସ,୨୩ା୧: ଦେଶର ପ୍ରମୁ୍‌ଖ ଅଟୋମୋବାଇଲ୍‌ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍‌ଏସ୍‌ଆଇଏଲ୍‌) ପକ୍ଷରୁ ଏକ ୩ ଦିନିଆ ଗ୍ରାଣ୍ଡ ୱିକେଣ୍ଡ ଗେଟ୍‌ ୱେ...

ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆଶଙ୍କା…

ଓ୍ବାଶିଂଟନ,୨୨।୧୧ : ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ଏହାର ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ମେଟା, ଆମାଜନ, ଟୁଇଟର ଏବଂ ସେଲ୍ସଫୋର୍ସ ପରେ,...

ଜିଏସ୍‌ଟି ନିୟମକୁ କେନ୍ଦ୍ରର ଅବମାନନା; ଅନ୍ୟତ୍ର ବ୍ୟବହାର ହୋଇଛି କ୍ଷତିପୂରଣ ସେସ୍‌:ସିଏଜି

ନୂଆଦିଲ୍ଲୀ: କେନ୍ଦ୍ର ଗୋଟିଏ ପଟେ କହୁଛି ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ଲାଗି ରାଜକୋଷରେ ଅର୍ଥ ନାହିଁ। ହେଲେ ନିକଟରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସମ୍ପର୍କରେ...

କୋଭିଡ୍‌ ଯୋଗୁ ଫ୍ୟୁଚର ଗ୍ରୁପ୍‌କୁ ୭ ହଜାର କୋଟି କ୍ଷତି

ନୂଆଦିଲ୍ଲୀ: କରୋନା ମହାମାରୀ ଲକଡାଉନ ଯୋଗୁ ଘରୋଇ ବଜାରରେ ବିଭିନ୍ନ ଷ୍ଟୋର ବନ୍ଦ କରାଯାଇଥିଲା। ଲକଡାଉନର ପ୍ରାୟ ୪ ମାସରେ କଟକଣା ଯୋଗୁ ଫ୍ୟୁଚର ଗ୍ରୁପ...

ଚିନି ରପ୍ତାନି ସମୟସୀମା ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ,୩୦ା୧୦: କେନ୍ଦ୍ର ସରକାର ଚିନି ରପ୍ତାନି ପ୍ରତିବନ୍ଧକ ଉପରେ ଆଉ ୧ ବର୍ଷ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଡିଜିଏଫ୍‌ଟି କହିଛନ୍ତି, ବିଶୋଧିତ...

ବିଶ୍ୱକପ କ୍ରିକେଟ ପ୍ରଭାବ;ବଡ଼ ସ୍କ୍ରିନ୍‌ ଟିଭି ବିକ୍ରି ୧୦୦% ବୃଦ୍ଧି

ନୂଆଦିଲ୍ଲୀ,୧୭-୬: କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏବେ ବିଶ୍ୱକପ୍‌ କ୍ରିକେଟ ଜ୍ୱର ବଢ଼ିବାରେ ଲାଗିଛି। ଏଥିଯୋଗୁ ବଡ଼ ସ୍କ୍ରିନ୍‌ର ଟିଭି ସେଟ୍‌ର ଚାହିଦା ବେଶ୍‌ ବଢ଼ିଥିବା ଦେଖାଯାଇଛି। ବର୍ଷା...

ନିୟନ୍ତ୍ରଣ ପାଇଁ ପ୍ରତିଷ୍ଠା ହେବ ନିୟାମକ;ତେଜସ୍‌ ଟ୍ରେନ ଭଡ଼ା ବଢ଼ାଇ ପାରିବେନି ଘରୋଇ ଅପରେଟର

ନୂଆଦିଲ୍ଲୀ,୧୧-୯: ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ୍‌ ଏକ୍ସପ୍ରେସ୍‌ ଆସନ୍ତା ମାସରେ ଚଳାଚଳ କରିବା ସମ୍ଭାବନା ରହିଛି। ଭାରତୀୟ ରେଳର ସହାୟକ କମ୍ପାନୀ ଇଣ୍ଡିଆନ ରେଲଓ୍ବେ...

ପୁରୁଣା କଏନ୍‌ ବିକ୍ରି ପ୍ରସ୍ତାବକୁ ସାବଧାନ

ନୂଆଦିଲ୍ଲୀ, ୫।୮: ପୁରୁଣା କଏନ୍‌ ଏବଂ ନୋଟ୍‌ କ୍ରୟ ଏବଂ ବିକ୍ରି କରିବା ନେଇ ଅନ୍‌ଲାଇନରେ ପ୍ରସ୍ତାବ ଆସୁଥିଲେ ସାବଧାନ। ଏ ନେଇ ରିଜର୍ଭ ବ୍ୟାଙ୍କ ଲୋକଙ୍କୁ...

Advertisement
Archives

Model This Week