କ୍ଷମା ମାଗିଲେ ଅମିତାଭ୍‌

ମୁମ୍ବାଇ: ବିଗ୍‌ ବି ଅମିତାଭ୍‌ ବଚ୍ଚନ ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। କୋଲକାତାଠାରେ ହୋଇଥିବା ୨୫ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ବିଗ୍‌ ବି ଏଥର ଯୋଗଦେଇପାରି ନ ଥିଲେ। ସେଥିପାଇଁ ଭିଡ଼ିଓ କନଫରେନ୍ସି କରି ସେ କ୍ଷମା ମାଗିଥିଲେ। ଏହି ଭିଡ଼ିଓକୁ ଫିଲ୍ମ ଫେଷ୍ଟିଭାଲ୍‌ର ସମାପନ ଉତ୍ସବରେ ପ୍ରଦର୍ଶନ କରାଯାଇଥିଲା। ସ୍ବାସ୍ଥ୍ୟଗତ କାରଣରୁ ସେ ଯୋଗ ଦେଇପାରି ନ ଥିବା କହି ପ୍ରଶଂସକଙ୍କୁ କ୍ଷମା ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କ ବିବାହ ପାଇଁ ବୁକିଂ ସରିଛି ମଣ୍ଡପ: ଅଶ୍ୱିନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାଓ୍ବତ ଖୁବ୍‌ଶୀଘ୍ର ବକ୍ସ ଅଫିସ୍‌ରେ ପଙ୍ଗା ନେବାକୁ ଯାଉଛନ୍ତି। ସୋମବାର ମୁମ୍ବାଇରେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଫଙ୍ଗା’ର ଟ୍ରେଲର...

ଶ୍ରୀଦେବୀଙ୍କ ପ୍ରାର୍ଥନା ସଭାରେ ଯୋଗ ଦେବାକୁ ଏକାକି ଗଲେ ବୋନି

ମୁମ୍ବାଇ: ବଲିଉଡ୍‌ ଚାନ୍ଦନି ଗର୍ଲ ଶ୍ରୀଦେବୀଙ୍କ ମୃତ୍ୟୁକୁ ୨ ବର୍ଷ ପୂରଣ ହୋଇ ସାରିଛି। ଏଥିପାଇଁ ତାଙ୍କ ଘର ଚେନ୍ନାଇରେ ଏକ ସ୍ବତନ୍ତ୍ର ପ୍ରାର୍ଥନା ସଭାର...

ଆଜି ଛାତ୍ରୀଛାତ୍ରଙ୍କ ସହ ସୁପର-୩୦ ଦେଖିବେ ଆନନ୍ଦ କୁମାର

ଭୁବନେଶ୍ୱର, ୨୧-୭: ସୁପର-୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର ରାଜ୍ୟର ଛାତ୍ରୀଛାତ୍ରଙ୍କ ସହ ଏହି ଚଳଚ୍ଚିତ୍ରକୁ ଦେଖିବେ। ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରତିଷ୍ଠାତା, ଆକାଶ ଭୁବନେଶ୍ୱର...

ପତ୍ନୀଙ୍କୁ ବହୁତ ଭଲ ପାଉଥିଲେ ଇରଫାନ୍‌: କହିଥିଲେ ‘ସୁଯୋଗ ମିଳିଲେ ସୁତପାଙ୍କ ପାଇଁ ବଞ୍ଚିବାକୁ ଚାହିଁବି’

ବମ୍ବେ: ”ଯଦି ମୋତେ ସୁଯୋଗ ମିଳେ, ମୁଁ ସୁତପାଙ୍କ ପାଇଁ ବଞ୍ଚିବାକୁ ଚାହିଁବି“। ଉକ୍ତିଟି ସ୍ବର୍ଗୀୟ ଅଭିନେତା ଇରଫାନ୍‌ ଖାନ୍‌ଙ୍କର। ଏଥିରୁ ଇରଫାନ୍‌ ସ୍ତ୍ରୀ ସୁତପାଙ୍କ...

ଅନୁଷ୍କାଙ୍କୁ ପ୍ରଶଂସା କଲେ ବିରାଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଦମ୍‌ଦାର ଅଭିନୟ ବଳରେ ଆଜି ବଲିଉଡ୍‌ରେ ଜଣେ ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ହେଉଛନ୍ତି। ସେ ଜଣେ...

ହଲିଉଡ୍‌ କଳାକାରଙ୍କ ସହ ଜନ୍ମଦିନ ପାଳିଲେ ଅନୁପମ

ନ୍ୟୁୟର୍କ: ବଲିଉଡ୍‌ର ବରିଷ୍ଠ କଳାକାର ଅନୁପମ ଖେର ଶନିବାର ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନ୍ୟୁୟର୍କରେ ହଲିଉଡ୍‌ର ଭେଟେରାନ ଆକ୍ଟର ରୋବର୍ଟ...

ଉଚ୍ଚ ଶିକ୍ଷିତା ପରିଣିତି

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ପରିଣିତି ଚୋପ୍ରା ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏବେକାର ପ୍ରାୟ ସବୁ ନାୟିକାଙ୍କ ମଧ୍ୟରେ ପରିଣିତିଙ୍କ ଶିକ୍ଷାଗତ ଯୋଗ୍ୟତା ସବୁଠାରୁ...

ପ୍ରେମ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ୍‌ ସୁନ୍ଦର ଅଭିନୟ ଯୋଗୁ ବଲିଉଡ୍‌ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଏଥିପାଇଁ ଜାତୀୟ ପୁରସ୍କାର ପାଇଥିବା ରବୀନାଙ୍କର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *