Posted inଜାତୀୟ

କେବେ ମା’ ହେବେ ଏହାର ନିଷ୍ପତ୍ତି ନେବେ ମହିଳା: କେନ୍ଦ୍ରକୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୫।୭: କେବେ ମା’ ହେବେ ଏନେଇ ନିଷ୍ପତ୍ତି ନେବା ଅଧିକାର ମହିଳାଙ୍କୁ ମିଳିବା ଆବଶ୍ୟକ। ସୁପ୍ରିମ୍‌କୋର୍ଟରେ ଏଭଳି ଆବେଦନ ହୋଇଥିବା ଏକ ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ୩ଜଣ ମହିଳା ଏନେଇ ଆବେଦନ କରିଥିଲେ। ଆବେଦନରେ ଦର୍ଶାଯାଇଥିଲା ଯେ, ଗର୍ଭପାତକୁ ଅପରାଧ ତାଲିକାରୁ ହଟାଯାଉ। ମହିଳା ଚାହିଁଲେ ଗର୍ଭପାତ କରିପାରିବେ। ଏହା ସହିତ ଏଥିରେ କୁହାଯାଇଥିଲା ଯେ ମେଡିକାଲ ଟର୍ମିନେଶନ୍‌ ଅଫ୍‌ ପ୍ରେଗ୍ନାସି ଆକ୍ଟର କେତେକ ଉପଧାରା ମହିଳାଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି। ଏହାକୁ ହଟାଇବା ଆବଶ୍ୟକ। ଏହାର ବିଚାର କରି ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କ ମତ ଲୋଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରନାଥ ଯାତ୍ରୀଙ୍କ ପାଇଁ ଖୁସିଖବର: ଜୁଲାଇ ୫ରେ ହେବ ଛଡ଼ି ମୁବାରକର ପ୍ରଥମ ପୂଜା

ଅନନ୍ତନାଗ,୧୫।୬: ଜମ୍ମୁ-କଶ୍ମୀରରେ ଥିବା ଅମରମନାଥଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ଏଠାରେ ଭକ୍ତଙ୍କ ଲାଗି ଯାତ୍ରା ଅନୁଷ୍ଠିତ ହୋଇଥାଏ। କିନ୍ତୁ ଚଳିତବର୍ଷ କରୋନା ସଂକ୍ରମଣ ଯୋଗୁ ଏହି...

ଉମେଶ ସିହ୍ନା ହେଲେ ନିର୍ବାଚନ ଉପ କମିଶନର

ନୂଆଦିଲ୍ଲୀ,୩୧ା୧୨(ପି.ଟି.):ବରିଷ୍ଠ ଆଇଏଏସ୍‌ ଅଫିସର ଉମେଶ ସିହ୍ନାଙ୍କୁ ନିର୍ବାଚନ ଉପ କମିଶନର ଭାବେ ନିଯୁକ୍ତି ମିଳିଛି। ମଙ୍ଗଳବାର ସେ ଅବସର ନେବାକୁ ଥିବାବେଳେ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ...

ଆଇପିଏସଙ୍କ ନିଷ୍ପତ୍ତିକୁ କରାଯାଉଛି ପ୍ରଶଂସା

ଗାନ୍ଧିନଗର,୨୯ ।୭: ଗୁଜରାଟରେ ବିଷାକ୍ତ ମଦ ପିଇ ଏବେ ପର୍ଯ୍ୟନ୍ତ ୪୨ ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ଏହି ବିଷାକ୍ତ ମଦ କନୁଭାଇ ନାମକ...

ତିନି ସେନାମୁଖ୍ୟଙ୍କ ସହ ନ୍ୟାଶନାଲ ଓ୍ବାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୫।୮: ଭାରତର ୭୩ତମ ସ୍ବାଧୀନତା ଦିବସ ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ୩ ସେନାମୁଖ୍ୟ...

ପୁଣି କୋର୍ଟ ଯାଇପାରେ ଅଯୋଧ୍ୟା ମାମଲା

ନୂଆଦିଲ୍ଲୀ,୧୭।୧୧: ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ନେଇ ରବିବାର ଅଲ୍‌ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ(ଏଆଇଏମ୍‌ପିଏଲ୍‌ବି)ରବିବାର ଏକ ବୈଠକର...

ଋଣ ଭାର ସହି ନ ପାରି କୋଲ୍ଡ ଡ୍ରିଙ୍କସ୍‌ରେ ଜହର ମିଶାଇ ପିଇଲେ ପରିବାର ସଦସ୍ୟ: ୩ ଜଣଙ୍କ ମୃତ୍ୟୁ

ଭୋପାଳ,୨୫।୫: ଋଣ ଭାର ସହି ନ ପାରି ଜହର ମିଶା କୋଲ୍ଡ ଡ୍ରିଙ୍କସ୍‌ ପିଇ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶ...

କରୋନା ବିରୋଧରେ ଦୀର୍ଘ ଲଢ଼େଇ କରିବାକୁ ହେବ: ମୋଦି

ନୂଆଦିଲ୍ଲୀ,୨୪ା୩(ପି.ଟି.): କୋଭିଡ୍‌-୧୯ ଏକ ଜୀବନକାଳ ସମସ୍ୟା। ଏହାର ମୁକାବିଲା ଲାଗି ଦୀର୍ଘ ଲଢ଼େଇ କରିବାକୁ ହେବ। ନୂତନ ତଥା ଇନୋଭେଟିଭ୍‌ ସମାଧାନ ମାଧ୍ୟମରେ ଏହାର ମୁକାବିଲା...

ରାମ ନବମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୪: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ନବମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ରାଷ୍ଟ୍ରପତି ରାମଙ୍କ ସଦ୍‌ଗୁଣ...

Advertisement
Archives

Model This Week