Posted inଖେଳ

କେବଳ ଏହି ଗୋଟିଏ ତାରିଖ ହିଁ ଥିଲା ସଚିନଙ୍କ ପାଇଁ ଅଶୁଭ, ଏହି ଦିନ ସେ ଶତକ ଲଗାଇପାରୁ ନ ଥିଲେ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ ହାସଲ କରିଛନ୍ତି। ତାଙ୍କ ରେକର୍ଡ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ସଚିନ ନିଜ କ୍ୟାରିୟର ଗୋଟିଏ ମାସର ପ୍ରତି ତାରିଖରେ ଶତକ କିମ୍ବା ଦ୍ୱିଶତକ ଲଗାଇଛନ୍ତି, କିନ୍ତୁ ଗୋଟିଏ ଦିନକୁ ଛାଡି। ସେହି ଦିନଟି ହେଉଛି ମାସ ଆରମ୍ଭ ଅର୍ଥାତ୍‌ ୧ ତାରିଖ। ୨୦ ବର୍ଷରୁ ଊର୍ଦ୍ଧ୍ୱ କ୍ରିକେଟ କ୍ୟାରିୟରରେ ସଚିନ କୌଣସି ମାସର ୧ ତାରିଖରେ ଶତକ କିମ୍ବା ଦ୍ୱିଶତକ ହାସଲ କରିପାରିନାହାନ୍ତି। ତେଣୁ ଏହି ତାରିଖଟି ତାଙ୍କ ପାଇଁ ଅଶୁଭ ବୋଲି ଧରାଯାଏ। ୧ ତାରିଖରେ ସେ ଦୁଇ ଦୁଇଥର ୯୮ ରନ୍‌ରେ ଆଉଟ୍‌ ହୋଇଛନ୍ତି।
ଜାଣନ୍ତୁ ପ୍ରତି ତାରି ତାରିଖରେ ସଚିନଙ୍କ ଶତକ କିମ୍ବା ଦ୍ୱିଶତକ
୧ ତାରିଖ-୨ଥର ୯୮
୨ ତାରିଖ-୧୭୯ ରନ୍‌
୩ ତାରିଖ-୧୭୬ ରନ୍‌
୪ ତାରିଖ-୧୬୯ ରନ୍‌
୫ ତାରିଖ-୧୭୭ ରନ୍‌
୬ ତାରିଖ-୨୪୧*ରନ୍‌
୭ ତାରିଖ-୧୨୮ ରନ୍‌
୮ ତାରିଖ- ୧୮୬*ରନ୍‌
୯ ତାରିଖ-୧୫୫* ରନ୍‌
୧୦ ତାରିଖ-୧୩୯ ରନ୍‌
୧୧ ତାରିଖ-୨୧୪ ରନ୍‌
୧୨ ତାରିଖ-୨୪୮ ରନ୍‌
୧୩ ତାରିଖ- ୧୨୬* ରନ୍‌
୧୪ ତାରିଖ-୧୪୧*ରନ୍‌
୧୫ ତାରିଖ-୧୧୮ ରନ୍‌
୧୬ ତାରିଖ-୧୪୧ ରନ୍‌
୧୭ ତାରିଖ-୧୨୨ ରନ୍‌
୧୮ ତାରିଖ-୧୨୭*ରନ୍‌
୧୯ ତାରିଖ-୧୪୨ ରନ୍‌
୨୦ ତାରିଖ-୧୬୦ ରନ୍‌
୨୧ ତାରିଖ-୧୨୨ ରନ୍‌
୨୨ ତାରିଖ-୧୪୩ ରନ୍‌
୨୩ ତାରିଖ-୧୯୩ ରନ୍‌
୨୪ ତାରିଖ-୨୦୦* ରନ୍‌
୨୫ ତାରିଖ-୧୫୩ ରନ୍‌
୨୬ ତାରିଖ-୨୦୧*ରନ୍‌
୨୭ ତାରିଖ-୧୨୦ ରନ୍‌
୨୮ ତାରିଖ-୨୦୩ ରନ୍‌
୨୯ ତାରିଖ-୧୯୪* ରନ୍‌
୩୦ ତାରିଖ-୨୧୭ ରନ୍‌
୩୧ ତାରିଖ-୧୩୯ ରନ୍‌


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?