Posted inଜାତୀୟ

କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ୨୦ ଏବଂ ଲଦାଖରେ ରହିବ ୨ ଜିଲା

ଶ୍ରୀନଗର, ୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଐତିହାସିକ ଘୋଷଣା ପରେ ଏଣିକି କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ୨୦ଟି ଜିଲା ରହିବ। ସେହିପରି ଲଦାଖରେ ୨ ଜିଲା ରହିବ। ଏହି ନୂତନ ଘୋଷଣା ଦ୍ୱାରା ନିୟନ୍ତ୍ରଣ ରେଖା ନିକଟରେ ବାସ କରୁଥିବା ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ ହେବା ସହିତ ଲଦାଖର ବିକାଶ ଧାରାକୁ ତ୍ୱରାନ୍ବିତ କରାଯାଇ ପାରିବ ବୋଲି ବରିଷ୍ଠ ସାମ୍ବିଧାନିକ ବିଶାରଦ ମତପୋଷଣ କରିଛନ୍ତି। ଏହାଦ୍ୱାରା ଉଭୟ କେନ୍ଦ୍ର ଶାସିତ ଅଞ୍ଚଳ ବିଭିନ୍ନ ସରକାର ଯୋଜନାର ଶୀଘ୍ର ପ୍ରଣୟନ ସେବା ଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ବିକାଶ ସମ୍ଭବ ହୋଇ ପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଚନ କାର୍ଯ୍ୟକ୍ରମରେ ଦଳାଚକଟା

ଭୋପାଳ,୧୬।୫: ମଧ୍ୟପ୍ରଦେଶ ସାଗର ଜିଲା ଅଧୀନ ବୀଣା ସହରରେ ଏକ ପ୍ରବଚନ କାର୍ଯ୍ୟକ୍ରମ ବେଳେ ଭୋଗ ପାଇଁ ଦଳାଚକଟା ହୋଇଛି। ଏଥିରେ ୧୭ ଜଣ ଶ୍ରଦ୍ଧାଳୁ...

ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଦିଅ: ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪ା୪: ଗୁଜରାଟରେ ୨୦୦୨ ଦଙ୍ଗାବେଳେ ଗଣବଳାତ୍କାରର ଶିକାର ହୋଇଥିବା  ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଚାକିରି ସହ ରହିବାର ସୁବିଧା ଯୋଗାଇଦେବା...

କମୁଛି କୋଭିଡ୍‌ ପରୀକ୍ଷା ହାର,ଉଦ୍‌ବେଗ ପ୍ରକାଶ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୮।୧(ପି.ଟି.): ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିିତ ଅଞ୍ଚଳରେ କୋଭିଡ୍‌ ପରୀକ୍ଷା ହାର କମୁଛି। ଏହାକୁ ନେଇ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ପରୀକ୍ଷା...

ପୋଲିସ ଅଧିକାରୀଙ୍କୁ ଘୋଷାଡ଼ି ନେଲା କାର୍‌

ପଟିଆଲା,୧୪।୮: ପଞ୍ଜାବର ପଟିଆଲାରେ ଗାଡ଼ି ଚେକିଂ ବେଳେ ଏକ କାର୍‌ ଜଣେ ପୋଲିସ କର୍ମୀଙ୍କୁ ଘୋଷାଡ଼ି ନେଇଥିଲା। ଏହି ଘଟଣାରେ ଜଣେ ପୋଲିସ କର୍ମୀ ଆହତ...

ହାରୁଛି କରୋନା: ୧୨ ଦିନରେ କୋଟିଏ ଲୋକଙ୍କ ନମୁନା ପରୀକ୍ଷା

ନୂଆଦିଲ୍ଲୀ, ୨୬।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଧିମା ପଡ଼ିଛି। ଗତ ୧୨ ଦିନରେ କୋଟିଏ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ଏନେଇ ସ୍ବାସ୍ଥ୍ୟ ଓ...

ଦିନକୁ ୮ ଘଣ୍ଟା ପରିଶ୍ରମ କରୁଛନ୍ତି ୯୧ ବର୍ଷୀୟ କୃଷକ

କଲାବୁରାଗି,୨୪।୧୦: କର୍ନାଟକ କଲାବୁରାଗିର ୯୧ ବର୍ଷୀୟ କୃଷକ ବଶଭାନପ୍ପା ପାଟିଲ ଦିନକୁ ୮ ଘଣ୍ଟା ତାଙ୍କ ଫାର୍ମରେ ପରିଶ୍ରମ କରୁଥିବା କୁହନ୍ତି। ଆଉ ଆଜିବି ସେ...

୫ ପ୍ରତିଶତ ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୯।୧୦: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ୫ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା। ବୁଧବାର ମୋଦିଙ୍କ ନେତୃତ୍ୱାଧୀନ କ୍ୟାବିନେଟ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ...

ଆଳୁ ପରଟା, ପାଳଙ୍ଗ ପନିର ଭଳି ବ୍ୟଞ୍ଜନ ଶେୟାର କରି ଭାଜପାକୁ ପ୍ରସ୍ତୁତ କରିବାକୁ କହିଲା କଂଗ୍ରେସ

ନୂଆଦିଲ୍ଲୀ, ୯।୧୨: କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳମାନେ କୃଷକଙ୍କ ପକ୍ଷରୁ ଡକାଯାଇଥିବା ଭାରତ ବନ୍ଦକୁ ସମର୍ଥନ କରିଥିଲେ। ତେବେ କୃଷକ ସମର୍ଥନରେ କଂଗ୍ରେସ ଲଗାତାର...

Advertisement
Archives

Model This Week