କେନ୍ଦୁଝରରେ ୨ କରୋନା ପଜିଟିଭ୍‌ ଚିହ୍ନଟ: ଶତକ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୨୨ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ପୁଣି ଦୁଇ କରୋନା ରୋଗୀ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ଜଣେ ଘଷିପୁରା ଓ ଅନ୍ୟ ଜଣେ ହାଟଡିହିର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ କ୍ୱାରାଣ୍ଟାଇନ୍‌ରେ ଥିଲେ। ତାଙ୍କୁ କେନ୍ଦୁଝର କୋଭିଡ୍‌-୧୯ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି। ଜଣେ ଚେନ୍ନାଇରୁ ଓ ଅନ୍ୟ ଜଣେ ହରିଆନା ଫେରନ୍ତା ବୋଲି ଜଣାପଡ଼ିଛି। ଉକ୍ତ ସଙ୍ଗରୋଧ କେନ୍ଦ୍ର ନିକଟ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ସୂଚନାଯୋଗ୍ୟ, ଜିଲାର ସମୁଦାୟ ୧୦୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୧ ଜଣ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ: ବ୍ରହ୍ମପୁରରେ ରକ୍ତଦାନ ଶିବିର, ପୂଜାର୍ଚ୍ଚନା

ବ୍ରହ୍ମପୁର ଅଫିସ୍‌,୧୬।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମଦିନ ଅବସରରେ ବୁଧବାର ବ୍ରହ୍ମପୁର ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଟାଉନ୍‌ହଲ୍‌ଠାରେ ଅନୁଷ୍ଠିତ...

‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ଘରେ ଘରେ ବହି ବାଣ୍ଟିଲେ ପ୍ରଧାନଶିକ୍ଷୟିତ୍ରୀ

ଓଡ଼ଗାଁ,୨୬ା୪(ସ୍ବ.ପ୍ର.) : କୋଭିଡ୍‌-୧୯ ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ପିଲାଙ୍କୁ ସ୍କୁଲ ଆସିବା ବାରଣ ରହିଛ। ଏହି ସମୟରେ ପିଲାଙ୍କୁ ଘର ଘର...

ହାଇୱାକୁ ଧକ୍କା ଦେଲା ବାଇକ: ୨ ମୃତ, ଜଣେ ଗୁରୁତର

ଗୋପାଳପୁର/କନିଷି,୧୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ ନଂ. ଜାତୀୟ ରାଜପଥ ଗୋଳନ୍ଥରା ଚଟି ଛକରେ ସୋମବାର ମଧ୍ୟରାତ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ...

ସୋଲାର ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ କଲେ ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର,୨୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅନ୍ୟତମ ଐତିହାସିକ ପର୍ଯ୍ୟଟନସ୍ଥଳ ଜଉଗଡ଼ ଅବହେଳିତ ଅବସ୍ଥାରେ ପଡ଼ିଥିବା ହେତୁ ଏହାର ବିକାଶ ଲାଗି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ...

ଛତ୍ରପୁରରେ ସିପିଆଇ ପକ୍ଷରୁ ବନ୍ଦ ପାଳନ

ଛତ୍ରପୁର, ୧୫।୭(ଡି.ଏନ୍‌.ଏ.): ପେଟ୍ରୋଲ, ଡିଜେଲ, ତୈଳ, ରନ୍ଧନ ଗ୍ୟାସ ଦର ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଆଇ ପକ୍ଷରୁ ଗୁରୁବାର...

ଆନ୍ତର୍ଜାତିକ ଶ୍ରମିକ ଦିବସରେ ମିଳିଲା ଲେବର କାର୍ଡ, ସହାୟତା

ନବରଙ୍ଗପୁର,୧।୫(ବି.ପ୍ର.): ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଜଜ୍‌ ସଞ୍ଜୀବ ଦୁବେଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ...

କରୋନା କଲା ରେକର୍ଡ: ଗୋଟିଏ ଦିନରେ ୯୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ...

ଅସହାୟଙ୍କୁ ଖାଦ୍ୟ ବାଣ୍ଟିଲା ଖବରକାଗଜ ଏଜେଣ୍ଟ ସଂଘ

ବାଲେଶ୍ୱର ଅଫିସ,୧୬।୪- ବର୍ତ୍ତମାନ ସାରା ବିଶ୍ୱ ମହାମାରୀ କରୋନା ପାଇଁ ଆତଙ୍କିତ ହୋଇପଡ଼ିଛି। ଏହି ସମୟରେ ବାଲେଶ୍ୱର ରେଲୱ ଷ୍ଟେସନ ନିକଟରେ ରହିଛନ୍ତି ଶତାଧିକ ଗରିବ...

Advertisement
Archives

Model This Week