Posted inଜାତୀୟ

କେଜରିଓ୍ବାଲଙ୍କୁ ହୋଇନାହିଁ କରୋନା, ନେଗେଟିଭ୍‌ ଆସିଲା ରିପୋର୍ଟ

ନୂଆଦିଲ୍ଲୀ, ୯।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ କରୋନା ସଂକ୍ରମଣ ହୋଇନାହିଁ। ମଙ୍ଗଳବାର ତାଙ୍କର ସ୍ବାବ୍‌ ନମୂନା ରିପୋର୍ଟ ନେଗେଟିଭ୍‌ ଆସିଥିବା ସୂଚନା ମିଳିଛି।

ପ୍ରକାଶ ଯେ, କେଜରିଓ୍ବାଲଙ୍କୁ ସୋମବାର ଗଳାରେ ଦରଜ ସହ ଜ୍ୱର ଅନୁଭବ ହୋଇଥିଲା। ଫଳରେ ସେ ନିଜକୁ ହୋମ୍‌ ଆଇସୋଲେଶନରେ ରଖିଥିଲେ। ତେବେ ଏହା କରୋନା ଭଳି ଲକ୍ଷଣ ହୋଇଥିବାରୁ ମଙ୍ଗଳବାର ତାଙ୍କର ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁୟାରୀ ୧୭ରେ ଉତ୍‌କ୍ଷେପଣ ହେବ ଜିସାଟ୍‌-୩୦: ବଢ଼ିବ ଇଣ୍ଟରନେଟ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୧୩।୧: ଦେଶର ସଞ୍ଚାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଜାନୁୟାରୀ ୧୭ରେ ମହାକାଶକୁ ଜିସାଟ୍‌-୩୦ ଉତ୍‌କ୍ଷେପଣ କରାଯିବ। ଫ୍ରେଞ୍ଚ୍‌ ଗୁଏନାର କୋଉରୋ ଲଞ୍ଚପ୍ୟାଡ୍‌ରୁ ୟୁରୋପିଆନ୍‌ ହେଭି...

ଦୈନିକ ମୃତ୍ୟୁ ସଂଖ୍ୟା ୧୦…

ନୂଆଦିଲ୍ଲୀ, ୧୯।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ସୁପ୍ରିମକୋର୍ଟ ପହଞ୍ଚିଲା ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ମାମଲା: ମଙ୍ଗଳବାର ହେବ ଶୁଣାଣି

ନୂଆଦିଲ୍ଲୀ,୧୭।୬: ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରଙ୍କ ଉପରକୁ ହୋଇଥିବା ଆକ୍ରମଣକୁ ନେଇ ଆରମ୍ଭ ହୋଇଛି ଆନ୍ଦୋଳନ। ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ତୀବ୍ର...

ଦରମା ନ ମିଳିବାରୁ ଆଇଫୋନ ଫାକ୍ଟ୍ରିରେ ଭଙ୍ଗାରୁଜା

ବାଙ୍ଗାଲୋର, ୧୨।୧୨- କର୍ନାଟକର କୋଲାର ଜିଲାର ନରସାପୁର ଅଞ୍ଚଳରେ ଥିବା ଏପଲ ଆଇଫୋନ ଫାକ୍ଟ୍ରିରେ କର୍ମଚାରୀମାନେ ଭଙ୍ଗରୁଜା କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ,...

ଗର୍ଲଫ୍ରେଣ୍ଡ, ଶ୍ୱଶୁରଙ୍କୁ ଗୁଳି ମାରିଲେ ପୋଲିସ ସବ-ଇନ୍ସପେକ୍ଟର

ନୂଆଦିଲ୍ଲୀ,୨୯।୯: ଦିଲ୍ଲୀ ପୋଲିସର ଜଣେ ସବ ଇନ୍ସପେକ୍ଟର ଏବେ ହତ୍ୟାକାରୀ ପାଲଟିଛି। ଅବୈଧ ସମ୍ପର୍କ ଜାଲରେ ପଡ଼ିଥିବା ସବ-ଇନ୍ସପେକ୍ଟର ସନ୍ଦୀପ ଦାହିଆ ପ୍ରଥମେ ତାଙ୍କ ପ୍ରେମିକାଙ୍କୁ...

କଂଗ୍ରେସ ଉପରେ ଭରସା କରନ୍ତୁ ନାହିଁ: ଅମିତ ଶାହା

ବେଙ୍ଗାଲୁରୁ,୧୭।୧: କେନ୍ଦ୍ର ସ୍ବରାଷ୍ଟ୍ର୍ୟ ମନ୍ତ୍ରୀ ଅମିତ ଶାହା ରବିବାର କଂଗ୍ରେସ ଉପରେ ବର୍ଷିଛନ୍ତି। କର୍ନାଟକର ବଗାଲକୋଟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବାବେଳେ ସେ କହିଛନ୍ତି ଯେ,କଂଗ୍ରେସକୁ...

କୃଷକଙ୍କ ୧୦ ଘଣ୍ଟିଆ ଭାରତ ବନ୍ଦ: ଗାଜିପୁର-ଶମ୍ଭୁ ବର୍ଡର ଜାମ

ନୂଆଦିଲ୍ଲୀ,୨୭ ।୯: କୃଷକ ସଙ୍ଗଠନ ଦ୍ୱାରା ସୋମବାର ସକାଳୁ ୧୦ ଘଣ୍ଟିଆ ଭାରତ ବନ୍ଦ ଆରମ୍ଭ ହୋଇଯାଇଛି । ଏହି ସମୟରେ ଦିଲ୍ଲୀ, ଉତ୍ତର ପ୍ରଦେଶ...

ମହାମାରୀରେ ଧନୀକଙ୍କ ସଂଖ୍ୟା ବଢ଼ିଛି, ମଧ୍ୟବିତ୍ତ ଦେଇଛନ୍ତି ଅଧିକ ଟିକସ…

ନୂଆଦିଲ୍ଲୀ, ୧୭।୧ : ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। କରୋନା ମହାମାରୀ ସମୟରେ ଗତ ଏକ ବର୍ଷ ମଧ୍ୟରେ ଦେଶର ୮୪...

Advertisement
Archives

Model This Week