Posted inଜାତୀୟ

କେଜରିଓ୍ବାଲଙ୍କୁୁ ଶୁଭକାମନା ଜଣାଇଲେ ଅଖିଳେଶ: କହିଲେ ଲୋକଙ୍କ ପାଇଁ କରାଯାଇଥିବା କାମ ଦେବ ଉତ୍ତର

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ଜାରି ରହିଥିବାବେଳେ ଶନିବାର ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଅରବିନ୍ଦ କେଜରିଓ୍ବାଲଙ୍କୁ ଟୁଇଟ୍‌ କରି ଶୁଭକାମନା ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଦିଲ୍ଲୀରେ ହୋଇଥିବା କଲ୍ୟାଣ ଏବଂ ବିକାଶ କାର୍ଯ୍ୟ ବେଶ୍‌ ସଫଳ ରହିଛି। ଲୋକଙ୍କ ପାଇଁ କରାଯାଇଥିବା କାର୍ଯ୍ୟ ଉତ୍ତର ଦେବ ବୋଲି ଅଖିଳେଶ କହିଛନ୍ତି। କେଜରିଓ୍ବାଲ ଦିଲ୍ଲୀରେ ନିରନ୍ତର ଏଭଳି ଲୋକାଭିମୁଖୀ କାର୍ଯ୍ୟ ଜାରି ରଖିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଲାୟମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୨ ।୧୧: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି...

ପ୍ରିୟଙ୍କା କଂଗ୍ରେସ ଅଧ୍ୟକ୍ଷ ପାଇଁ ଜଣେ ଆଦର୍ଶ ପ୍ରାର୍ଥୀ: ଅମରିନ୍ଦର

ଚଣ୍ଡିଗଡ଼,୨୯।୭: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅଙ୍କକଷା ଛିଣ୍ଡି ପାରି ନ ଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହିଁ ଏହି ପଦ...

ଲ୍ୟୁଟନାଣ୍ଟ କଲୋନେଲ ହେଲେ ଅରୁଣାଞ୍ଚଳର ପ୍ରଥମ ମହିଳା ଅଫିସର

ଇଟାନଗର,୨୪।୯: ଅରୁଣାଞ୍ଚଳ ପ୍ରଦେଶର ପ୍ରଥମ ମହିଳା ଅଫିସର ପୋନଙ୍ଗ ଡୋମିଂ ଲ୍ୟୁଟନାଣ୍ଟ କଲୋନେଲ ଭାବେ ନିଯୁକ୍ତ ହୋଇଛନ୍ତି। ଡୋମିଂଙ୍କ ଏହି ଐତିହାସିକ ଉପଲବ୍ଧି ପାଇଁ ରାଜ୍ୟ...

ପଞ୍ଜାବ ଆସି କୃଷି ଆଇନର ସୁବିଧା ବୁଝାନ୍ତୁ ହେମା, ଆମେ ଉଠାଇବୁ ଖର୍ଚ୍ଚ: କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୧୮ ।୧: କେନ୍ଦ୍ରର କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ୫୦ ଦିନରୁ ଊର୍ଦ୍ଧ୍ୱ ସମୟ ହେଲା ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀ ସୀମାରେ...

ଆସାମରେ ଡ୍ରଗ୍ସ ପୋଡ଼ା ଅଭିଯାନ

ଆସାମରେ ଦୁଇ ମାସ ମଧ୍ୟରେ ଜବତ ହୋଇଥିବା ୧୭୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ନିଶାଦ୍ରବ୍ୟକୁ ନଷ୍ଟ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଦିନିଆ...

ଏସ୍‌ସି ଛାତ୍ରୀଛାତ୍ରଙ୍କ ମେଧାବୃତ୍ତି ଲାଗି ୫୯,୦୦୦ କୋଟି

ନୂଆଦିଲ୍ଲୀ, ୨୪।୧୨: ଆଗାମୀ ୫ ବର୍ଷ ନିମନ୍ତେ ଦେଶର ୪ କୋଟିରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତି (ଏସ୍‌ସି) ଛାତ୍ରୀଛାତ୍ରଙ୍କୁ ମାଟ୍ରିକ୍‌ ପରବର୍ତ୍ତୀ ମେଧାବୃତ୍ତି ପ୍ରଦାନ ଲାଗି...

ଗୋଟିଏ ଦିନ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିବ ୧୨ ଲକ୍ଷ

ନୂଆଦିଲ୍ଲୀ, ୨୨।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ବୁଧବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯୨ହଜାର ୯୧୫ରେ ପହଞ୍ଚିଛି।...

କଂଗ୍ରେସ ବିଧାୟକଙ୍କ ଘର ସାମ୍ନାରେ ବିସ୍ଫୋରଣ: ଜଣେ ମୃତ

ବେଙ୍ଗାଲୁର,୧୯।୫: କର୍ନାଟକର ରାଜରାଜେଶ୍ୱରୀ ନଗରରେ ଥିବା କଂଗ୍ରେସ ବିଧାୟକ ମୁନିରତ୍ନାଙ୍କ ଘର ସାମ୍ନାରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ମୁନିରତ୍ନାଙ୍କ ଘରେ...

Advertisement
Archives

Model This Week