କୁଲି ନଂ-୧ ସେଟ୍‌ରେ ଘଟିଲା ଏମିତି କିଛି..ପ୍ରଧାନମନ୍ତ୍ରୀ ମୋଦି ବି କଲେ ପ୍ରଶଂସା

ବରୁଣ ଧୱନ ଏବଂ ସାରା ଅଲୀ ଖାନଙ୍କ ଅଭିନୀତ କୁଲି ନଂ-୧ର ଶୁଟିଂ ଏବେ ଜୋରସୋରରେ ଚାଲିଛି। ନିକଟରେ ବରୁଣ ଧାଓ୍ବନ ଫିଲ୍ମର ଏକ ଫଟୋ ଜରିଆରେ ଘୋଷଣା କରିଥିଲେ ଯେ, ଏହି ସମୟରେ ଆମେ ପ୍ଲାଷ୍ଟିକ୍‌ ଫ୍ରି ଦେଶ ଆହ୍ବାନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱାରା ନିଆଯାଇଥିବା ଏହା ଭଲ ପଦକ୍ଷେପ। ଆମେ ସମସ୍ତେ ଏଥିରେ ଯୋଗଦାନ ଦେବା। ପରିବେଶ ସ୍ବଚ୍ଛ ରଖିବା ଦୃଷ୍ଟିରୁ କୁଲି ନଂ-୧ ଶୁଟିଂ ସେଟ୍‌ରେ ଆଦୌ ପ୍ଲାଷ୍ଟିକ୍‌ ବ୍ୟବହାର କରାଯିବ ନାହିଁ ବୋଲି ବରୁଣ କହିଥିଲେ। ଏହି ଖବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିବା ପରେ ସେ କୁଲି ନଂ-୧ ଟିମ୍‌କୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ମଝିରେ ଅନୁଷ୍କାଙ୍କୁ ଛାଡ଼ି ପଳାଇଥିଲେ ବିରାଟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ବାମୀ ବିରାଟ କୋହଲି ବେଶ୍‌ ସୁନ୍ଦର ତଥା ଚର୍ଚ୍ଚିତ ଯୋଡ଼ି। କିଛି ନା କିଛି...

ଟୁଇଟରକୁ ଫେରିଲେ ଅନୁରାଗ

ମୁମ୍ବାଇ: କିଛିଦିନ ତଳେ ଟୁଇଟରରୁ ଦୂରେଇ ଯାଇଥିବା ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପୁଣିଥରେ ଟୁଇଟରରେ ଯୋଗ ଦେଇଛନ୍ତି। ଦେଶର ପରିସ୍ଥିତିକୁ ଦେଖି ସେ ପୁଣି...

ମୁମ୍ବାଇ ଫେରିଲେ କଙ୍ଗନା

ମୁମ୍ବାଇ,୨୮।୧୨-ଦୀର୍ଘ ଦିନ ଧରି ନିଜର ହୋମ୍‌ଟାଉନ ମନାଲିରେ ରହିବା ପରେ ପୁଣିଥରେ ମୁମ୍ବାଇ ଫେରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌। ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଭଉଣୀ...

ଗ୍ରୀଷ୍ମ ପ୍ରବାହକୁ ନେଇ ଟୁଇଟ୍‌ କଲେ ଅମିତାଭ

ମୁମ୍ବାଇ: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଧିକାଂଶ ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି। ଏହାକୁ ନେଇ ବଲିଉଡ୍‌ ମହାନାୟକ...

ରିଲିଜ ହେଲା ଲକ୍ଷ୍ମୀ ବମର ‘ବୁର୍ଜ ଖଲିଫା’ ଗୀତ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଓ କିୟାରା ଆଡଭାନିଙ୍କ ଅଭିନୀତ ‘ଲକ୍ଷ୍ମୀ ବମ’ ଫିଲ୍ମର ଯେଉଁ ଗୀତକୁ ଦର୍ଶକେ ଆଗ୍ରହର ସହ ଅପେକ୍ଷା...

ଶାହାରୁଖଙ୍କୁ ମିଳିଥିଲା ଫିଲ୍ମ ‘ଅନ୍ତିମ’ର ଫାଷ୍ଟ ଅଫର

ମୁମ୍ବାଇ, ୧୬।୧୨-  କିଛି ଦିନ ତଳେ ବଲିଉଡ୍‌ ଷ୍ଟାର ସଲମାନ ଖାନଙ୍କ ଆଗମୀ ଫିଲ୍ମ ‘ଅନ୍ତିମ’ର ଫାଷ୍ଟ ଲୁକ ପୋଷ୍ଟର ସାମ୍ନାକୁ ଆସିଥିଲା। ଏଥିରେ ଭାଇଜାନ...

ଦମ୍‌ ଦେଖାଇଲେ ଟାଇଗର ଶ୍ରଫ୍‌

ମୁମ୍ବାଇ: ବଲିଉଡ ଆକ୍ସନ ହିରୋ ଟାଇଗର ଶ୍ରଫ୍‌ ରବିବାର ୨୦୦କିଲୋଗ୍ରାମ ଓଜନର ଭାରୋତ୍ତୋଳନ କରି ଏହାର ଭିଡିଓକୁ ବନ୍ଧୁ ଓ ପ୍ରଶଂସକଙ୍କ ନିକଟକୁ ଶେୟାର କରିବା...

ପ୍ରେମ ବିବାହ ପାଇଁ ହେମା ମାଳିନୀ କରିଥିଲେ ଧର୍ମ ପରିବର୍ତ୍ତନ

ମୁମ୍ବାଇ,୧୬।୧୦: ବଲିଉଡ୍‌ ଡ୍ରିମ୍‌ ଗର୍ଲ ହେମା ମାଳିନୀ ବୁଧବାର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୮ ଅକ୍ଟୋବର ୧୬ରେ ତାମିଲ୍‌ନାଡୁ ତାଞ୍ଜୋଭର ଜିଲାର ଆମ୍ମାନକୁଡ଼ିଠାରେ...

Play 250+ Trending Games
Archives

Model This Week

Why Dharitri