Posted inଜାତୀୟ

କୁଲଗାମ୍‌ରେ ବିସ୍ଫୋରଣ: ଜଣେ ମୃତ

ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀର କୁଲଗାମ୍‌ରେ ଗୁରୁବାର ଏକ ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଚୁଡେର ଗାଁରେ ଏକ ଦୋକାନ ଘରେ ଏହି ବିସ୍ଫୋରଣ ହୋଇଥିବା ପୋଲିସ ସୂଚନା ଦେଇଛି। ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ବିସ୍ଫୋରଣ ନେଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପାଇଁ ଲାଗେ ଗଧ ହାଟ: ଦାମ୍‌ ଲକ୍ଷେ ଟଙ୍କା

ଚିତ୍ରକୂଟ,୧୯।୧୦: ପ୍ରଭୁ ଶ୍ରୀରାମଙ୍କ ତପସ୍ୟା ସ୍ଥଳ ଚିତ୍ରକୂଟରେ ଦୀପାବଳି ଅବସରରେ ୩ ଦିନ ପାଇଁ ମନ୍ଦାକିନୀ ନଦୀ କୂଳରେ ଲାଗେ ଐତିହାସିକ ଗଧ ହାଟ। ଏଠାକୁ...

ସ୍ତ୍ରୀଙ୍କ ପାଖରେ ନଥିଲା ଟଙ୍କା, ଡାକ୍ତରଖାନା ବାହାରେ ପଡ଼ି ରହି ଆଖି ବୁଜିଲେ ସ୍ବାମୀ

ଗୁନା,୨୪।୭: ଜଣେ ରୋଗୀ ଟଙ୍କା ଅଭାବରୁ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ସ୍ଲିପ୍‌ ପାଇପାରି ନ ଥିଲେ। ଶେଷରେ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଛି।...

ବଢିଲା କଙ୍ଗନାଙ୍କ ଅଡୁଆ: କୋର୍ଟରେ ମାମଲା

ପାଟନା,୧୮ ।୧୨: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଆଜିକାଲି ନିଜ ଫିଲ୍ମ ଅପେକ୍ଷା ରାଜନୈତିକ ବୟାନ ବାଜିକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଏମିତି କେତେଥର...

ଶେଷ ୩ ଅଭିଯୁକ୍ତ ଦୋଷମୁକ୍ତ

ଅହମ୍ମଦାବାଦ, ୧ା୪: ଇସ୍‌ରତ ଜହାଁ ଏନକାଉଣ୍ଟର ମାମଲାରେ ଗୁଜରାଟର ଅହମ୍ମଦାବାଦସ୍ଥିତ ସ୍ବତନ୍ତ୍ର ସିବିଆଇ କୋର୍ଟ ଶେଷ ତିନି ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଜଜ୍‌ ଭି. ଆର୍‌...

ଚାଉଳ ଦୋକାନୀଙ୍କ ଦାନ୍ତ ଭାଙ୍ଗି ଦେଲେ ଉପମୁଖ୍ୟମନ୍ତ୍ରୀଙ୍କ ଭଉଣୀ, ଆଉ ତା’ପରେ

ପାଟନା,୧୭।୮: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଭଉଣୀ ଜଣେ ଚାଉଳ ଦୋକାନୀଙ୍କୁ ମାରି ଦାନ୍ତ ଭାଙ୍ଗି ଦେଇଥିବା ସୂଚନା ମିଳିଛି। ମାମଲା ଏତେ ବଢିଯାଇଥିଲା ଯେ...

ଇଡୁକି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୪୩

କୋଚି, ୧୦।୮: କେରଳର ଇଡୁକି ଜିଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ରବିବାର ୪୩ରେ ପହଞ୍ଚତ୍ଛି। ମାଟି ଅତଡ଼ା ତଳୁ ରବିବାର ଆଉ...

ଗଣେଶ ପୂଜା ପରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା, ସ୍ବାସ୍ଥ୍ୟ ଅଧିକାରୀଙ୍କ ସତର୍କ ସୂଚନା…

ମୁମ୍ବାଇ,୧୨।୯: ଗଣେଶ ପୂଜା ପରେ ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏନେଇ ରାଜ୍ୟ ସର୍ଭେଲାନ୍ସ୍‌ ଅଧିକାରୀ ଡ.ପରାଦୀପ୍‌ ଆଓ୍ବଟେ ଚେତାବନୀ...

ସୋସିଆଲ ମିଡିଆରେ ବିଚ୍ଛିନ୍ନତାବାଦର ପ୍ରସାର କରିପାରିବେନି କର୍ମଚାରୀ

ନୂଆଦିଲ୍ଲୀ, ୨୨।୯: ଜମ୍ମୁ-କଶ୍ମୀରର ୫ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀ ସୋସିଆଲ୍‌ ମିଡିଆ ବ୍ୟବହାରରେ ନିରଙ୍କୁଶ ସ୍ବାଧୀନତା ହରାଇବେ। ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ରାଜନୀତି...

Advertisement
Archives

Model This Week