କୁନି ପ୍ରତିଭାଙ୍କ ପ୍ରଶଂସାରେ ହ୍ରିତିକ୍‌

ହ୍ରିତିକ୍‌ ରୋଶନ ଏବଂ ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ ‘ଓ୍ବାର’ ରିଲିଜ୍‌ ହେବା ପରେ ଏହାର ଏକ ଗୀତ ଜୟ ଜୟ ଶିବ ଶଙ୍କର… ସୁପରହିଟ୍‌ ହୋଇଥିଲା। ଏହି ଗୀତରେ ହ୍ରତିକ୍‌ ଏବଂ ଟାଇଗରଙ୍କ ନୃତ୍ୟକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ। ଏବେ ଏକ ଛୋଟ ଝିଅ ଏହି ଗୀତରେ ନୃତ୍ୟ କରୁଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ହ୍ରିତିକ୍‌ ନିଜ ଟ୍ବିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ଆଶ୍ଚର୍ଯ୍ୟଜନକ ଝିଅ। ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି ଭିଡିଓକୁ ବହୁତ ଲୋକ ଦେଖିଲେଣି।

 


Enter your email to get our daily news in your inbox.

All Right Reserved By Dharitri.Com

ରାମ୍ପ୍‌ ଶୋ’ରେ ସାରାଙ୍କୁ ଚିୟର କରୁଥିଲେ କାର୍ତ୍ତିକ, ଇବ୍ରାହିମ

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଏକ ରାମ୍ପ ଶୋ’ରେ ଯୋଗ ଦେଇଥିଲେ। ସେଠାରେ ତାଙ୍କୁ ଚିଅର୍‌ କରିବା ପାଇଁ ବୟଫ୍ରେଣ୍ଡ...

ଇଦ୍‌ରେ ଆସିବ ‘ରାଧେ’

ମୁମ୍ବାଇ: ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ’ ୨୦୨୦ ଇଦ୍‌ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି। ଏନେଇ ସଲମାନ୍‌ଙ୍କ ଫ୍ୟାନ୍‌ମାନେ ସୋସିଆଲ ମିଡ଼ିଆରେ ପ୍ରଚାର...

ଆମେରିକାରେ ରହି ଚାଷ କରୁଛନ୍ତି ଏହି ନାୟିକା

ଲସ୍‌ ଆଞ୍ଜେଲସ୍‌: ବଲିଉଡ୍‌ର ଡିମ୍ପଲ ଗର୍ଲ ପ୍ରିତି ଜିଣ୍ଟା ଏବେ ବିଦେଶରେ ରହୁଛନ୍ତି। ଏହି ବିବାହିତା ନାୟିକା ଜଣକ ଆମେରିକାର ଲସ୍‌ ଆଞ୍ଜେଲସରେ ରହୁଥିବା ବେଳେ...

ଆଶିକି ଗର୍ଲଙ୍କୁ ୫୧ ପୂରିଲା: ୨୯ ଦିନ କୋମାରେ ରହିବା ପରେ ପାଇଥିଲେ ନୂଆ ଜୀବନ;ଏବେ ଦେଖିଲେ ଚିହ୍ନି ବି ହେବନି !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ଆଶିକି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଅନୁ ଅଗ୍ରଓ୍ବାଲ ଶନିବାର ନିଜର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ସେ...

ମା’ଙ୍କ ସହ ଡ୍ୟାନ୍ସ କଲେ ସଲମାନ

ବଲିଉଡର ଭାଇଜାନ ସଲମାନ ଖାନ୍‌ ଫିଲ୍ମ ‘ଭାରତ’ର ସଫଳତା ପରେ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ପ୍ରତିଦିନ କିଛି ଫଟୋ ହେଉ କିମ୍ବା...

ଲୈଲା ମଜନୁର ଅଭିନେତ୍ରୀଙ୍କ ଉପରେ ସଙ୍ଗୀନ ଅଭିଯୋଗ

ମୁମ୍ବାଇ,୨୮।୫: ୮0 ଦଶକର ଲୈଲା ମଜନୁ ଫେମ୍‌ ରଞ୍ଜିତା କୌରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି। ସେ ନିଜର ସ୍ବାମୀଙ୍କୁ ମାରପିଟ୍‌ କରିବା ସହ ୪ମହଲାରୁ...

୬୫ ବର୍ଷରେ ପାଦ ଦେଲେ କିରଣ ଖେର

ମୁମ୍ବାଇ, ୧୪।୬: ବଲିଉଡ୍‌ ଅଭିନେତ୍ରୀ କିରଣ ଖେର ରବିବାର ୬୫ ବର୍ଷରେ ପାଦ ଦେଇଛନ୍ତି। ୧୯୫୫ ଜୁନ୍‌ ୧୪ରେ ସେ ପଞ୍ଜାବଠାରେ ଜନ୍ମଗ୍ରହଣ କରିଥିଲେ। କିରଣ...

ଏମାନେ ସୁନ୍ଦରୀ ଅଭିନେତ୍ରୀ , କିନ୍ତୁ ପରଦାରେ ଫ୍ଲପ

ବଲିଉଡ୍‌ର ଏମିତି କିଛି ଅଭିନେତ୍ରୀ ଯିଏ ରୂପ ଲାବଣ୍ୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। କିନ୍ତୁ ପରଦାରେ ଫ୍ଲପ ହୋଇଛନ୍ତି। ଜାଣନ୍ତୁ ଏହି ସୁନ୍ଦରୀ ତଥା ଫ୍ଲପ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *