Posted inଫୁରସତ

କୁକୁର ଏବଂ ହେଟାବାଘଙ୍କର ସମାନ ଗୁଣ: ସାଥୀଙ୍କୁ ସହଯୋଗ କରିବାରେ ନିପୁଣ…

କୁକୁର ଏବଂ ହେଟାବାଘ ମଧ୍ୟରେ ବହୁ ସମାନ ଗୁଣ ରହିଥାଏ। କୁକୁର ମାଲିକଙ୍କର ଅତି ବିଶ୍ୱସ୍ତ ହୋଇଥାଏ। ଏହା ସହିତ କୁକୁର ଅସୁବିଧାରେ ପଡ଼ିଥିବା ଅନ୍ୟ କୁକୁରକୁ ମଧ୍ୟ ସହାୟତା କରିଥାନ୍ତି। ଏଭଳି ସମାନ ଗୁଣ ହେଟାବାଘଠାରେ ବି ଦେଖାଯାଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଜର୍ମାନୀର ମ୍ୟାକ୍ସ୍‌ ପ୍ଲାଙ୍କ୍‌ ଇନଷ୍ଟିଚ୍ୟୁଟ୍‌ ଫର୍‌ ଦି ସାଇନ୍ସ୍‌ ଅଫ୍‌ ହ୍ୟୁମାନ୍‌ ହିଷ୍ଟ୍ରି ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି। କୁକୁର ଏବଂ ହେଟାବାଘଙ୍କ ମଧ୍ୟରେ ଜନ୍ମଜାତ ଭାବେ ଏହି ଗୁଣ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଅସୁବିଧାରେ ପଡ଼ିଥିବା ସାଥୀଙ୍କୁ ସହଯୋଗ କରିବାରେ ଉଭୟେ ନିପୁଣ। ମଣିଷ ପ୍ରାୟ ୩୦ରୁ ୪୦ ହଜାର ବର୍ଷ ତଳେ କୁକୁରକୁ ପୋଷା ଭାବେ ରଖିବା ଆରମ୍ଭ କରିଥିଲା। ତେବେ ହେଟାବାଘଠାରେ ସହାୟତା କରିବା ଗୁଣ ଥିଲେ ମଧ୍ୟ ଏହା ହିଂସ୍ର ସ୍ବଭାବର ହୋଇଥିବାରୁ ଏହାକୁ ପୋଷା ଭାବେ ଘରେ ରଖିବା ସମ୍ଭବ ହୋଇ ନ ଥାଏ ବୋଲି ଗବେଷଣାର ନେତୃତ୍ୱ ନେଉଥିବା ପ୍ରଫେସର ଜୁଲିୟାନ୍‌ ବ୍ରାଉର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୩ ବର୍ଷରେ ହାତରେ ପ୍ରଥମ ଟାଟୁ କଲେ ଏହି ମହିଳା

୧୦୩ ବର୍ଷୀୟା ଜଣେ ମହିଳା ହାତରେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି। ଆମେରିକାରେ ରହୁଥିବା ଡୋରଥି ପଲକ ନାମକ ଏହି ମହିଳା ଜଣଙ୍କ ହାତରେ ବେଙ୍ଗ...

ଅକ୍ଷୟ ଶକ୍ତି ଉତ୍ସ ଦେଶ ବିକାଶର ପୁଞ୍ଜି

ଅକ୍ଷୟ ଶକ୍ତି ଦିବସ ପ୍ରତିବର୍ଷ ଅଗଷ୍ଟ ୨୦ରେ ଦେଶବ୍ୟାପୀ ପାଳନ କରାଯାଇଥାଏ। ୨୦୦୪ଠାରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଦେଶର ବିକାଶ ପାଇଁ ଅକ୍ଷୟ...

ଏହି ଅଭିନେତ୍ରୀଙ୍କ ପାଇଁ ଲୋକେ ଏମିତି ଜମାଇଥିଲେ ଭିଡ଼, ପୋଲିସକୁ କରିବାକୁ ପଡ଼ିଥିଲା ଲାଠି ଚାର୍ଜ

ପର୍ନ ଇଣ୍ଡଷ୍ଟ୍ରିରୁ ବଲିଉଡ୍‌ରେ ପାଦ ଦେଇଥିବା ସନ୍ନି ଲିଓନିଙ୍କୁ ଦେଖିବା ପାଇଁ ଥରେ ଏତେ ସଂଖ୍ୟାରେ ଲୋକେ ଭିଡ଼ ଜମାଇଥିଲେ ଯେ, ପୋଲିସକୁ ବାଧ୍ୟ ହୋଇ...

ଅସରପା ଡ୍ରୋନ୍‌ ଶତ୍ରୁଙ୍କ ତଥ୍ୟ ସହଜରେ କରିବ ସଂଗ୍ରହ

କାନପୁର,୨୩।୨: ଉତ୍ତରପ୍ରଦେଶ କାନପୁର ଆଇଆଇଟି ଏବଂ ଭାରତ ଇଲୋଟ୍ରୋନିକ୍ସ୍‌ ଲିମିଟେଡ୍‌ର ମିଳିତ ସହଯୋଗରେ ଅସରପା ଭଳି ଦେଖାଯାଉଥିବା କ୍ଷୁଦ୍ର ଡ୍ରୋନ୍‌ ପ୍ରସ୍ତୁତ କରାଯାଇଛି। ଏହା ସହଜରେ...

କାଦୁଅ ରାସ୍ତାରେ ଯାଉଥିଲେ ଯୁବତୀ, ଖୁବ୍‌ ଜୋର୍‌ରେ ପଛରୁ ଆସିଲା ଏକ କାର୍‌; ଆଉ ତା’ ପରେ…

ବର୍ତ୍ତମାନ ଚାରିଆଡ଼େ ବର୍ଷା ହେଉଥିବାରୁ କଚ୍ଚା ରାସ୍ତାଗୁଡ଼ିକ କାଦୁଅ ହୋଇଯାଇଛି। ଏହି ରାସ୍ତାରେ ଯିବା ବେଳେ ଯଦି କେଉଁ ଗାଡ଼ି ଜୋର୍‌ରେ ଚାଲିଆସିଲା ତେବେ କଥା...

ସର୍ବସାଧାରଣ ସ୍ଥାନରେ ଶାର୍ଟ ଖୋଲିଲେ ଦେବାକୁ ପଡ଼େ ଜରିମାନା

ଏମିତି ଏକ ଦେଶ ରହିଛି ଯେଉଁଠି ଦେହରୁ ଶାର୍ଟ ଖୋଲିଲେ ଜରିମାନା ଦେବାକୁ ପଡ଼ିଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ନିୟମ ଚାଇନାରେ ରହିଛି।...

ପ୍ରେମ ଆଗରେ ହାର ମାନିଲା କରୋନା ଭୁତାଣୁ: ପ୍ରେମିକଙ୍କୁ ବିବାହ ପାଇଁ ଭାରତରେ ପହଞ୍ଚିଲେ ଚାଇନା ଯୁବତୀ

ମନ୍ଦସୌର,୧।୨: କରୋନା ଭୁତାଣୁ ନେଇ ପୃଥିବୀ ସାରା ଆତଙ୍କ ଖେଳି ଯାଇଛି। ତେବେ ପ୍ରେମ ଆଗରେ ଏହି ଭୁତାଣୁ ହାର୍‌ ମାନିଛି। ଚାଇନାର ଜଣେ ଯୁବତୀ...

ନବଜାତ ଶିଶୁ କେବଳ ମା’ କଥା ହିଁ ବୁଝିପାରେ

ନ୍ୟୁୟର୍କ: ନୂଆକରି ଦୁନିଆକୁ ଆସିଥିବା ଶିଶୁ ପାଇଁ ସବୁ ଜିନିଷ ଅଲଗା ଅଲଗା ଲାଗିଥାଏ। ଅନ୍ୟ କେଉଁ ଶବ୍ଦ ନ ଜାଣିଲେ ମଧ୍ୟ ନବଜାତ ଶିଶୁ...

Advertisement


Archives

Model This Week