କିରଣ କୁମାରଙ୍କ ତୃତୀୟ କରୋନା ରିପୋର୍ଟ ନେଗେଟିଭ୍‌

ମୁମ୍ବାଇ,୨୭।୫: ଅଭିନେତା କିରଣ କୁମାର ମେ ୧୪ରେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିଲେ। ଏହାପରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଯାଞ୍ଚ କରାଯାଇ ହୋମ୍‌ ଆଇସୋଲେଶନ୍‌ରେ ରଖାଯାଇଥିଲା। ତେବେ କିଛି ଦିନର ଚିକିତ୍ସା ପରେ ଏବେ କିରଣଙ୍କ ତୃତୀୟ ରିପୋର୍ଟରେ କରୋନା ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ରିପୋର୍ଟ ଆସିବା ପରେ କିରଣ ଡାକ୍ତର, ପରିବାର ଓ ସମ୍ପର୍କୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ଡାକ୍ତର ଓ ମେଡିକାଲ ଷ୍ଟାଫ୍‌ ହେଉଛନ୍ତି ରିଅଲ ହିରୋ। କେବଳ ପ୍ରଶଂସା ତାଙ୍କ ସେବାକୁ ନ୍ୟାୟ ଦେଇପାରିବ ନାହିଁ। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ରୁଟିନ ମେଡିକାଲ ଚେକଅପ୍‌ ପାଇଁ ସେ ହସ୍ପିଟାଲ ଯାଇଥିଲେ। କିରଣଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିବା ବେଳେ ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା। ପରେ ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘୫୦୦ ଟଙ୍କାରେ ଭୋଟ କିଣୁଛନ୍ତି ମମତା’

କୋଲକତା,୩୦।୯: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ମତଦାନ ଜାରି ରହିଛି। ଏହି ହାଇ ପ୍ରୋଫାଇଲ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଭଜପାର ପ୍ରିୟଙ୍କା ଟିବ୍ରେୱାଲଙ୍କ ମଧ୍ୟରେ...

ମିଛ କହିଲେ ଅମିତାଭ ବଚ୍ଚନ!

ବଲିଉଡ୍‌ ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଜାନୁୟାରୀ ୬ରେ ବିଗ ବି ଏକ ଫଟୋ ଶେୟାର କରିଥିଲେ। ଏହି ଫଟୋରେ...

ରିଲିଜ୍‌ ହେଲା ‘ପାଗଲପଂତି’ର ନୂଆ ଟିଜର୍‌: ଦର୍ଶକେ ହସି ହସି ବେଦମ

ମୁମ୍ବାଇ: ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହେବାକୁ ଯାଉଛି କମେଡି ଫିଲ୍ମ ‘ପାଗଲପଂତି’। ନଭେମ୍ବର ୨୨ରେ ଏହା ଫ୍ଲୋରକୁ ଆସିବାକୁ ଥିବା ବେଳେ ଏହା ପୂର୍ବରୁ...

ଡାକ୍ତରଙ୍କୁ କରୋନା ଆକ୍ରାନ୍ତଙ୍କ ପରିବାରବର୍ଗ ଗୋଡ଼େଇ ଗୋଡ଼େଇ ପିଟିଲେ

ନୂଆଦିଲ୍ଲୀ,୨୭।୪ : ଦିଲ୍ଲୀର ଏକ ହସ୍ପିଟାଲର ଏମରଜେନ୍ସି ଓ୍ବାର୍ଡରେ ମଙ୍ଗଳବାର ସକାଳେ କରୋନା ଆକ୍ରାନ୍ତ ଜଣେ ୬୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାରବର୍ଗ...

ହସ୍ପିଟାଲରେ ବେଡ୍‌ ଫୁଲ୍‌: ବାହାରେ ଆମ୍ବୁଲାନ୍ସ୍‌ରେ ଆକ୍ରାନ୍ତ…

ଅହମଦାବାଦ୍‌,୧୩।୪: ଗୁଜରାଟ ଅହମଦାବାଦରେ ପ୍ରତିଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ବେକାବୁ ହେବାରେ ଲାଗିଛି। ସହରର ବଡ଼ ହସ୍ପିଟାଲ କୁହାଯାଉଥିବା ସ୍ଥାନୀୟ...

କରୋନା ସଚେତନତା: ସ୍ଥାନାନ୍ତର ହେଲା ଡେଲି ମାର୍କେଟ

ବିଜେପୁର, ୨୩।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହାର ଔଷଧ ବାହାରି ନାହିଁ। ତେଣୁ ସତର୍କତା ହିଁ ଏକମାତ୍ର...

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ

ପାଟନା,୨ା୧୧(ଆଇଏଏନ୍‌ଏସ୍‌): ବିହାର ବିଧାନସଭା ଲାଗି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୩ ତାରିଖରେ ହେବାକୁ ଥିବାବେଳେ ରବିବାର ସନ୍ଧ୍ୟାରେ ସେଠାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ...

ରାଜସ୍ଥାନରେ ତାପମାତ୍ରା ମାଇନସ୍‌ ୩.୩ ଡିଗ୍ରୀ, ୟେଲୋ ଓ୍ବାର୍ନିଂ ଜାରି

ଜୟପୁର,୧୮।୧୨: ଫତେହପୁର ଏବଂ ଚୁରୁର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଥିବାରୁ ଦେଶର ଉତ୍ତର ଭାଗରୁ ଶୀତଳ ପବନ ରାଜସ୍ଥାନରେ ପ୍ରବାହିତ ହୋଇଛି ବୋଲି ପାଣିପାଗ ବିଭାଗର...

Advertisement
Archives

Model This Week