Posted inଜାତୀୟ

କାହାକୁ ଜିତାଇବ ପଚାରିଲେ ସ୍ବପ୍ନା ଚୌଧୁରୀ: ଲୋକେ କହିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସେଲିବ୍ରିଟିଙ୍କୁ ପ୍ରଚାର କାର୍ଯ୍ୟରେ ଲଗାଯାଇଛି। ଏହି ମର୍ମରେ ଭାଜପା ପାଇଁ ପ୍ରଚାର କରୁଥିବା ସିଙ୍ଗର ଡ୍ୟାନ୍ସର ସ୍ବପ୍ନା ଚୌଧୁରୀ ଉପସ୍ଥିତ ଲୋକଙ୍କୁ କାହାକୁ ଜିତାଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଏହାର ଉତ୍ତରରେ ଲୋକେ କହିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଭୋଟ ଦେବୁ। ଉତ୍ତର ଶୁଣି ସ୍ବପ୍ନା ହଡ଼ବଡେଇ ଯାଇଥିଲେ। ତେବେ ସେ କିଛି ସମୟ ପରେ ପୁଣି ସମାନ ପ୍ରଶ୍ନ କରିଥିଲେ। ମାତ୍ର ଉପସ୍ଥିତ ଲୋକଙ୍କ ଉତ୍ତର ପୂର୍ବ ପରି ଥିଲା। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଖିଳେଶଙ୍କ ଗାଡି ଆଗକୁ ଆସିଲା ଷଣ୍ଢ: ଭିଡିଓ ଶେୟାର କରି କହିଲେ…

ଲକ୍ଷ୍ନୌ,୧୬।୩: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ଷଣ୍ଢ ଭିଡିଓ ଟୁଇଟ୍‌ କରି ଯୋଗୀ ସରକାରଙ୍କୁ ପୁଣି ଟାର୍ଗେଟ...

ମୃତ୍ୟୁର ତାଣ୍ଡବ ଆରମ୍ଭ, ୨୪ ଘଣ୍ଟାରେ ୮୯୩ ମୃତ…

ନୂଆଦିଲ୍ଲୀ, ୩୦।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪...

ଭୋଟରଙ୍କୁ ସାଧାରଣ ବୋଲି ଭାବିବା ଭୁଲ: ଇନ୍ଦିରା, ଅଟଳ ବି ହାର ମାନିଥିଲେ

ମୁମ୍ବାଇ,୧୧।୭: ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି ରାଜନେତାମାନେ ଭୋଟରଙ୍କୁ ସାଧାରଣ ଭାବିବା ଭୁଲ୍‌। ଶକ୍ତିଶାଳୀ...

କୃଷି ଆଇନ ବିରୋଧରେ ୩ ବିଲ୍‌ ଆଣିଲା ରାଜସ୍ଥାନ

ନୂଆଦିଲ୍ଲୀ,୧।୧୧(ପି.ଟି.): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ଅକାମୀ କରିବା ପାଇଁ ରାଜସ୍ଥାନ ସରକାର ଶନିବାର ବିଧାନସଭାରେ ତିନୋଟି ବିଲ୍‌ ଆଗତ କରିଛନ୍ତି। ପୂର୍ବରୁ ପଞ୍ଜାବ...

୧୨ ସିଡବ୍ଲ୍ୟୁସି ପଦବୀ ଲାଗି ନିର୍ବାଚନ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୭।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଦଳ ପକ୍ଷରୁ ଏହାର ସର୍ବୋଚ୍ଚ ସଂଗଠନ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ର ୧୨ ପଦବୀ ପାଇଁ...

ବ୍ରହ୍ମୋସ୍‌ ସୁପରସୋନିକ କ୍ରୁଜ୍‌ ମିଶାଇଲ୍‌ର ସଫଳ ପରୀକ୍ଷଣ

ପୋର୍ଟବ୍ଲେୟାର,୨୯।୧୧: ଭାରତୀୟ ସେନାର ପଶ୍ଚିମ କମାଣ୍ଡ ମଙ୍ଗଳବାର ବ୍ରହ୍ମୋସ୍‌ ସୁପରସୋନିକ କ୍ରୁଜ ମିଶାଇଲ୍‌ର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷା ସେନାର ଆଣ୍ଡାମାନ-ନିକୋବର କମାଣ୍ଡ ଦ୍ୱାରା...

ମୌସୁମୀ ବର୍ଷାରେ ବେହାଲ ମହାରାଷ୍ଟ୍ର

ମୁମ୍ବାଇ,୯।୬: ଚଳିତ ବର୍ଷ ପ୍ରଥମ କରି ଶନିବାର କେରଳ ଛୁଇଁଲା ମୌସୁମୀ। ଏହାର ପ୍ରଭାବରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ମଧ୍ୟ ବହିଥିଲା। ଏହି...

ଦଳ ନୁହେଁ ଦେଶ ବଡ଼: ମୋଦି

ନୂଆଦିଲ୍ଲୀ,୬।୪: ଦଳ ନୁହେଁ ଭାଜପା ପାଇଁ ସବୁବେଳେ ଦେଶ ହିଁ ବଡ଼ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ୪୧ ତମ ସ୍ଥାପନା ଦିବସ ଅବସରରେ...

Advertisement
Archives

Model This Week