କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଓହରିବେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ,୨୧-୧୨: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦବୀରୁ ଆନନ୍ଦ ମହିନ୍ଦ୍ରା ଏପ୍ରିଲ ପହିଲାରୁ ଓହରିବେ ବୋଲି ଗ୍ରୁପ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଗ୍ରୁପର ବୋର୍ଡରେ ସେ ଅଣ କାର୍ଯ୍ୟନିର୍ବାହି ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହେବେ। ସେବିର ନିୟମାବଳୀ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି। ଏପ୍ରିଲ ପରଠାରୁ କମ୍ପାନୀର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀରେ ପଓ୍ବନ ଗୋଏଙ୍କା କାର୍ଯ୍ୟ କରିବେ। ଅଣ କାର୍ଯ୍ୟନିର୍ବାହି ଅଧ୍ୟକ୍ଷ ଭାବେ ମହିନ୍ଦ୍ରା ବୋର୍ଡକୁ ଦିଗଦର୍ଶନ ଦେବେ। କୌଶଳ ଯୋଜନା, ବିପଦ ପରିଚାଳନା ଏବଂ ବର୍ହି ବ୍ୟାପାର ଭଳି କ୍ଷେତ୍ରଗୁଡିକରେ ସେ ଏମ୍‌ଡିଙ୍କୁ ମେଣ୍ଟରିଂ କରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କ ବିଶ୍ୱାସ ଭରଷାର ଅନ୍ୟନାମ;ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ

ଯେକୌଣସି ବାଣିଜ୍ୟ ଲାଗି ଗ୍ରାହକଙ୍କ ରେସ୍‌ପନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଗ୍ରାହକ ଆଦୃତି ଲାଭ ଦ୍ୱାରା ବ୍ରାଣ୍ଡ ଆଗକୁ ଅଗ୍ରସର ହେବାରେ କୌଣସି ଅସୁବିଧା ହୁଏ...

ଆମେରିକା ଭାରତର ୬ଷ୍ଠ ବୃହତ୍‌ ତୈଳ ଯୋଗାଣକାରି

ନୂଆଦିଲ୍ଲୀ,୧୨-୧୨: କୁଏଟକୁ ପଛରେ ପକାଇ ଯୁକ୍ତରାଷ୍ଟ୍ର ଆମେରିକା ଭାରତ ଲାଗି ୬ଷ୍ଠବୃହତ୍‌ ତୈଳ ଯୋଗାଣକାରୀ ସ୍ଥାନ ହାସଲ କରିଛି। ଚଳିତ ବର୍ଷ ଏପ୍ରିଲ-ନଭେମ୍ବର ସମୟରେ ଆମେରିକା...

ଫେସ୍‌ବୁକ୍‌ ଛାଡ଼ିଲେ ପବ୍ଲିକ ପଲିସି ମୁଖ୍ୟ ଆଂକ୍ଷୀ ଦାସ

ବାଙ୍ଗାଲୋର: ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ର ବଜାର ଲାଗି ନିଯୁକ୍ତ ପବ୍ଲିକ ପଲିସି ମୁଖ୍ୟ ଆଂକ୍ଷୀ ଦାସ କମ୍ପାନୀ ଛାଡ଼ିଛନ୍ତି। ଏହି ସୋସିଆଲ ମିଡିଆ...

ଜିଡିପିକୁ ଲାଗିପାରେ ୨୦ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୭।୯ : ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ୪ ଦଶନ୍ଧିର ସର୍ବନିମ୍ନ ସ୍ତର -୨୩.୯% ଖସିଛି। ଲକ୍‌ଡାଉନ...

ଆଜିଠାରୁ ପିଆଜ ବିକିବ ଏନ୍‌ସିସିଏଫ୍‌

ଭୁବନେଶ୍ୱର,୨୧।୮ (ଅଭୟ ଦାଶ): ଗତ କିଛିଦିନ ହେଲା ପିଆଜ ଦର ଓ ପିଆଜର ମହଜୁଦକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କେନ୍ଦ୍ର ସରକାର...

ଜେଏସ୍‌ଏଲ୍‌କୁ ଏକ୍ସପାଣ୍ଡ ଗ୍ଲୋବାଲ ମାର୍କେଟ୍ସ ଆଓ୍ବାର୍ଡ

ଭୁବନେଶ୍ୱର,୨୬।୭: ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ଅଉ ଏକ ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏପରିକି ଆମେରିକାସ୍ଥିତ...

ମହଙ୍ଗା ହେବ ତେଲ

ନୂଆଦିଲ୍ଲୀ,୬।୯: ପେଟ୍ରୋଲିୟମ ରପ୍ତାନି ରାଷ୍ଟ୍ର ସଂଘ (ଓପେକ୍‌) ଏବଂ ଏହାର ସହଯୋଗୀ ତୈଳ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେବା ପରେ ସୋମବାର ଅନ୍ତର୍ଜାତୀୟ ବଜାରରେ...

୬.୩ ଲକ୍ଷ କୋଟିର ବ୍ୟୟ ମଞ୍ଜୁରୀ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଅତିରିକ୍ତ ୬.୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ଲୋଡ଼ିଛନ୍ତି। ଦ୍ୱିତୀୟ ଏବଂ ଅତିରିକ୍ତ...

Advertisement
Archives

Model This Week