କାନାଡା ପହଞ୍ଚିଲେ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୨୧।୧: ରାଜପଦ ଛାଡିବା ପରେ ପ୍ରିନ୍ସ ହ୍ୟାରୀ ନିଜ ପତ୍ନୀ ଓ ପୁଅଙ୍କ ସହ ଆମେରିକା ପହଞ୍ଚିଥିବା ଖବର ମିଳିଛି। ସ୍ବାଧୀନ ଭାବେ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଥିବା ଏହି ଦମ୍ପତି ଶେଷରେ କାନାଡା ପହଞ୍ଚିଥିବା ବେଳେ ବିମାନ ବନ୍ଦରରେ ତାଙ୍କୁ ଦେଖିବାକୁ ମିଳିଛି। କାନାଡା ଯିବାଲାଗି ମହାରାଣୀ ଏଲିଜାବେଥ ତାଙ୍କୁ ପୂର୍ବରୁ ଅନୁମତି ପ୍ରଦାନ କରିଥିଲେ। ରାଜ ପରିବାରର ସମସ୍ତ କର୍ତ୍ତବ୍ୟ ପୂରଣ କରିବା ପରେ ସୋମବାର ସନ୍ଧ୍ୟାରେ ଏମାନେ କାନାଡା ଗସ୍ତ କରିଥିବା ବ୍ରିଟେନର ଡେଲି ଟେଲିଗ୍ରାଫ ଖବର କାଗଜରେ ପ୍ରକାଶ ପାଇଛି। ରାଜ ପରିବାର ଛାଡିବା ପରେ ଏମାନେ କାନାଡାରେ ରହିବାକୁ ପସନ୍ଦ କରୁଥିବାରୁ କାନାଡା ଚାଲିଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ କଲେ ଭାରତର ପରାଜୟ ନିଶ୍ଚିତ

ନୂଆଦିଲ୍ଲୀ,୧୨।୧୦: ଭାରତ ସହ ବଢ଼ୁଥିବା ତିକ୍ତତାକୁ ଦେଖି ଚାଇନାକୁ ସଶସ୍ତ୍ର ସଂଘର୍ଷ ପାଇଁ ପ୍ରସ୍ତୁତ ଆରମ୍ଭ କରିବା ଉଚିତ। ନୂଆଦିଲ୍ଲୀକୁ ଗୋଟିଏ କଥା ବୁଝିବାକୁ ପଡ଼ିବ,...

ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଜେଲେନସ୍କି ଆଗରେ…

ଓସଲୋ,୨।୨ : ନୋବେଲ ଶାନ୍ତି ପୁରସ୍କାର ପାଇଁ ନାଟୋ ସେକ୍ରେଟେରୀ ଜେନେରାଲ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ନାମ ଆଗରେ ରହିଛି। ନୋବେଲ ନିୟମ...

୨୨ କ୍ୟାରେଟରୁ ଅଧିକ ସୁନା ପିନ୍ଧିବା ମନା

କଲମ୍ବୋ,୨୭ା୧୧: ସୁନା ଚୋରା ଚାଲାଣକାରୀଙ୍କ ବିରୋଧରେ ଶ୍ରୀଲଙ୍କା ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଶ୍ରୀଲଙ୍କାରେ ବିମାନ ଯାତ୍ରୀଙ୍କ ଭଳି ଏକ ବଡ଼ ଧରଣର...

କୋଭିଡ-୧୯: ଚିନ୍ତା ବଢାଇଲାଣି ଆମେରିକାରେ ମିଳିଥିବା ନୂଆ ଭାରିଏଣ୍ଟ

ୱାଶିଂଟନ/ନୂଆଦିଲ୍ଲୀ,୨୨ ।୧୨: କରୋନା ମହାମାରୀର ବିପଦକୁ ଦେଖି କେନ୍ଦ୍ର ତଥା ରାଜ୍ୟ ସରକାର ସତର୍କ ହେବା ଆରମ୍ଭ କଲେଣି । ଆମେରିକାରେ ପୁଣିଥରେ କରୋନା ସଂକ୍ରମଣ...

ଖ୍ରୀଷ୍ଟମାସ ଅବସରରେ ଆଶ୍ରୟ ସ୍ଥଳ ପହଞ୍ଚି ଲୋକଙ୍କୁ ଖାଦ୍ୟ ପରସିଲେ ଋଷି ସୁନକ

ଲଣ୍ଡନ,୨୫ ।୧୨: ସାରା ବିଶ୍ୱରେ ଚଳିତ ବର୍ଷ ଖ୍ରୀଷ୍ଟମାସ ବଡ ଧୁମଧାମରେ ପାଳନ କରାଯାଉଛି । ଏଥର ମୂଳ ଭାରତୀୟ ବାସିନ୍ଦା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି...

ଭାରତ ନେତୃତ୍ୱରେ ହେବାକୁ ଯାଉଥିବା ଜି ୨୦ ବୈଠକକୁ ବଡ ଉତ୍ସୁକତାର ସହ ଅପେକ୍ଷା ରହିଛି: ଅଷ୍ଟ୍ରେଲିଆ ମନ୍ତ୍ରୀ

ସିଡନି,୧୯ ।୨: ଆସନ୍ତା ସେପ୍ଟେମ୍ବରରେ ଭାରତ ଦ୍ୱାରା ହେବାକୁ ଯାଉଥିବା ଜି-୨୦ ବୈଠକକୁ ନେଇ ଆଷ୍ଟ୍ରେଲିଆର ସହକାରୀ ବାଣିଜ୍ୟ-ଉତ୍ପାଦନ ମନ୍ତ୍ରୀ ତଥା ସିନେଟର ଟିମ ଆୟରେସ...

ଫିଫା ବିଶ୍ୱକପ ପ୍ରଶଂସକ ଗ୍ରାମରେ ଅଗ୍ନିକାଣ୍ଡ…

ଦୋହା,୨୬।୧୧ : କତାରରେ ଖେଳାଯାଉଥିବା ଫିଫା ବିଶ୍ୱକପ୍ର ପ୍ରଶଂସକ ଗ୍ରାମରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି। କତାରର ବିଶ୍ୱକପ ସିଟି ଲୁସେଲରେ ଏହି ଘଟଣା...

ହ୍ୱିସଲବ୍ଲୋୟରଙ୍କୁ ଚୁପ ରହିବାକୁ ଦିଆଯାଇଥିଲା ୭୦ ଲକ୍ଷ ଡଲାର, ମସ୍କ ଓକିଲଙ୍କ ଗୁରୁତର ଅଭିଯୋଗ

ୱାଶିଂଟନ,୯ ।୯: ଏଲନ ମସ୍କ ଓ ଟୁଇଟର ମଧ୍ୟରେ ୪୪ ଅରବ ଡଲାରର ଡିଲ ଭାଙ୍ଗିଯିବା ପରେ ଏବେ ଦୁଇ ପକ୍ଷଙ୍କ ମଧ୍ୟରେ ଆଇନର ଲଢେଇ...

Advertisement
Archives

Model This Week