କାଦୁଅରେ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ ଦମ୍ପତି

ବିବାହକୁ ସ୍ମରଣୀୟ କରି ରଖିବାକୁ ସମସ୍ତେ ଚାହିଁ ଥାଆନ୍ତି। ଏବେ କିନ୍ତୁ ବିବାହ ପୂର୍ବର ମୂହୁର୍ତ୍ତକୁ ମନେ ରଖିବା ପାଇଁ ଯୁବପିଢୀ ବେଶୀ ଗୁରୁତ୍ୱ ଦେଉଛନ୍ତି। ଯାହାକୁ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କୁହାଯାଏ। ନିକଟରେ କେରଳର ଜଣେ ଦମ୍ପତି ଏମିତି ଏକ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରିଛନ୍ତି ଯାହା କେବେ ହୋଇ ନ ଥିଲା ବୋଲି କୁହାଯାଏ। କେରଳର ଯୁବକ ଯୋଶେ ଓ ଆମେରିକାରେ ନର୍ସ ଥିବା ଅନିଶା ନିକଟରେ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରିଥିଲେ। ଆଉ ଏଥିପାଇଁ ସେ ଥିମ୍‌ ନେଇଥିଲେ କାଦୁଅ।

କାଦୁଅରେ ପସି ଏମାନେ ଯେଉଁ ଫଟୋ ଶୁଟ୍‌ କରିଥିଲେ ତାହା ଏବେ ସୋସିଆଲ ମିଡିଆରେ ଅପଲୋଡ ହେବାପରେ ଭାଇରାଲ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଏହାକୁ ୬ ଶହ ଲାଇକ୍‌ ମିଳିସାରିଥିବା ବେଳେ ୩ଶହରୁ ଅଧିକ ଥର ଶେୟାର ହୋଇ ସାରିଲାଣି। ଏହାକୁ ଶୁଟ୍‌ କରିଥିବା କମ୍ପାନୀ ବିନୁ ସିନ୍ସ ଓ୍ବେଡିଂ କୁହେ ଏହା ସମ୍ପୂର୍ଣ୍ଣ ନୂଆ ଥିମ୍‌। ଏପର୍ଯ୍ୟନ୍ତ ଏମିତି ଥିମ୍‌ରେ ସେ କାମ କରି ନାହାଁନ୍ତି। ହେଲେ ଏହା ଲୋକଙ୍କୁ ବେଶ୍‌ ପସନ୍ଦ ଆସୁଛି ବୋଲି କମ୍ପାନୀ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୨୬ ଭାରତ ବନ୍ଦ: ଅଣ୍ଟା ଭିଡ଼ିଲା କୃଷକ ମୋର୍ଚ୍ଚା

ନୂଆଦିଲ୍ଲୀ,୨୫।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କୃଷକ ମୋର୍ଚ୍ଚା ପକ୍ଷରୁ ମାର୍ଚ୍ଚ ୨୬ରେ ଭାରତ...

ୟୁପିରେ ୧୬ ଜାନୁୟାରୀ, ମହାରାଷ୍ଟ୍ରରେ ୧୫ ଫେବୃୟାରୀ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ,୬ ।୧: ମୁମ୍ବାଇରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହା ଦ୍ୱିତୀୟ ଲହର ସଂକ୍ରମର ସୀମାକୁ ଅତିକ୍ରମ କଲାଣି । ଗତ...

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ରାଜନୀତି

ମୁମ୍ବାଇ,୨୨।୧୨: ଗତ ୪୫ ଦିନ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୌଣସି ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାଁନ୍ତି କିମ୍ବା ଅଫିସକୁ ଆସୁନାହାଁନ୍ତି। ନିକଟରେ ତାଙ୍କର...

ଟେରର ଫଣ୍ଡିଂ ବିରୋଧରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ, କଶ୍ମୀରରୁ ତାମିଲନାଡୁ ପର୍ଯ୍ୟନ୍ତ ଚଢାଉ

ନୂଆଦିଲ୍ଲୀ,୯।୫: ଟେରର ପଣ୍ଡିଂକୁ ନେଇ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ଆକ୍ସନରେ। ଜମ୍ମୁ-କଶ୍ମୀରର କିଛି ସ୍ଥାନରେ ମଙ୍ଗଳବାର ଏନଆଇଏ ଦ୍ୱାରା ଚଢାଉ କରାଯାଇଛି। ଶ୍ରୀନଗର, ଅନନ୍ତନାଗ, କୁପଓ୍ବାଡା,...

ସରକାର କୃଷକଙ୍କ ଦାବି ନ ମାନିଲେ ଦିଲ୍ଲୀରେ ସୀମିତ ରହିବ ନାହିଁ ଆନ୍ଦୋଳନ: ଶରଦ ପାୱାର

ନୂଆଦିଲ୍ଲୀ,୬ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୧ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର...

ସଂସଦ ବାହାରେ ଗୀତ ଗାଇଲେ ଫାରୁକ୍‌

ନୂଆଦିଲ୍ଲୀ,୨୩।୧୨: ଲୋକ ସଭା ଏମ୍‌ପି ଫାରୁକ୍‌ ଅବଦୁଲ୍ଲା ଫିଲ୍ମ ‘ମେରା ନାମ ଜୋକର’ର ଏକ ପ୍ରସିଦ୍ଧ ଗୀତ ଗାଇଛନ୍ତି। ଶୁକ୍ରବାର ସଂସଦ ବାହାରେ ଖବରଦାତାଙ୍କ ସହ...

ସାବରକର ନୁହେଁ ଯେ କ୍ଷମା ମାଗିବି: ରାହୁଲ

ନୂଆଦିଲ୍ଲୀ,୨୬।୩(ପି.ଟି.): ଲୋକ ସଭା ସଦସ୍ୟ ପଦ ରଦ୍ଦ କରି ସରକାର ତାଙ୍କ ମୁହଁ ବନ୍ଦ କରିଦେଇପାରିବେ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର...

ବଢିଲା ବ୍ରିଜ୍‌ଭୂଷଣଙ୍କ ସମସ୍ୟା, ବେଆଇନ ଖନନ ଅଭିଯୋଗର ଯାଞ୍ଚ କରିବ ଏନ୍‌ଜିଟି

ଲକ୍ଷ୍ନୌ, ୩।୮ଷ: ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ସମସ୍ୟା ବଢିବାରେ ଲାଗିଛି। ଯୌନ ଉତ୍ପୀଡ଼ନ ଅଭିଯୋଗର ସମ୍ମୁଖୀନ ହେଉଥିବା ବ୍ରିଜ୍‌ଭୂଷଣଙ୍କ...

Advertisement
Archives

Model This Week