କାଜୁଆଲ୍‌ଟିରେ ପ୍ରସବ କଲେ ଅସହାୟ ମହିଳା

କଟକ ଅଫିସ, ୮।୧୧ : ଏସ୍‌ସିବି ମେଡିକାଲର କାଜୁଆଲ୍‌ଟିରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ତଃସତ୍ତ୍ବା ଜଣେ ଅସହାୟ ମହିଳା କଟକ-ଭୁବନେଶ୍ୱର ରାସ୍ତା କଡ଼ରେ ବୁଲୁଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ କେତେଜଣ ସାମାଜିକ କର୍ମୀ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଏସ୍‌ସିବି ମେଡିକାଲ କାଜୁଆଲ୍‌ଟିକୁ ଆଣିଥିଲେ। ମହିଳା ଜଣଙ୍କ କାଜୁଆଲ୍‌ଟିରେ ପହଞ୍ଚତ୍ବା ପରେ ତାଙ୍କ ଗର୍ଭରେ ଥିବା ସନ୍ତାନର ମୁଣ୍ଡ ବାହାରକୁ ବାହାରି ଆସିଥିଲା। ତେଣୁ ମହିଳାଙ୍କୁ ପ୍ରସୂତି ରୋଗ ବିଭାଗକୁ ପଠାଇବା ପାଇଁ ହାତରେ ଆଉ ସମୟ ନ ଥିଲା। ଏହି ସମୟରେ କାଜୁଆଲ୍‌ଟି ଦାୟିତ୍ୱରେ ଥିବା କାଜୁଆଲ୍‌ଟି ମେଡିକାଲ ଅଫିସର (ସିଏମ୍‌ଓ) ଡା. ଜେ.ପି. ବିଶ୍ୱାଳ ମହିଳାଙ୍କର ପ୍ରସବ ପାଇଁ ବ୍ୟବସ୍ଥା କରିଥିଲେ। ମହିଳା ଜଣକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପ୍ରସବ ପରେ ଉଭୟ ମା’ ଓ ଶିଶୁଙ୍କୁ ପ୍ରସୂତି ରୋଗ ବିଭାଗକୁ ସ୍ଥାନାନ୍ତର କରାଯାଇଛି।: ଏସ୍‌ସିବି ମେଡିକାଲର କାଜୁଆଲ୍‌ଟିରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ତଃସତ୍ତ୍ବା ଜଣେ ଅସହାୟ ମହିଳା କଟକ-ଭୁବନେଶ୍ୱର ରାସ୍ତା କଡ଼ରେ ବୁଲୁଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ କେତେଜଣ ସାମାଜିକ କର୍ମୀ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଏସ୍‌ସିବି ମେଡିକାଲ କାଜୁଆଲ୍‌ଟିକୁ ଆଣିଥିଲେ। ମହିଳା ଜଣଙ୍କ କାଜୁଆଲ୍‌ଟିରେ ପହଞ୍ଚତ୍ବା ପରେ ତାଙ୍କ ଗର୍ଭରେ ଥିବା ସନ୍ତାନର ମୁଣ୍ଡ ବାହାରକୁ ବାହାରି ଆସିଥିଲା। ତେଣୁ ମହିଳାଙ୍କୁ ପ୍ରସୂତି ରୋଗ ବିଭାଗକୁ ପଠାଇବା ପାଇଁ ହାତରେ ଆଉ ସମୟ ନ ଥିଲା। ଏହି ସମୟରେ କାଜୁଆଲ୍‌ଟି ଦାୟିତ୍ୱରେ ଥିବା କାଜୁଆଲ୍‌ଟି ମେଡିକାଲ ଅଫିସର (ସିଏମ୍‌ଓ) ଡା. ଜେ.ପି. ବିଶ୍ୱାଳ ମହିଳାଙ୍କର ପ୍ରସବ ପାଇଁ ବ୍ୟବସ୍ଥା କରିଥିଲେ। ମହିଳା ଜଣକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପ୍ରସବ ପରେ ଉଭୟ ମା’ ଓ ଶିଶୁଙ୍କୁ ପ୍ରସୂତି ରୋଗ ବିଭାଗକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

NATO ସମିଟ୍ ପୂର୍ବରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୮ ମୃତ

ମସ୍କୋ,୬।୭: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ପରେ ଉପସାଗରୀୟ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାରି…

କେଉଁଠି ଲୁଚିଛନ୍ତି ମୋଜତାବା ଖାମେନେଇ? ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ; ପୂର୍ବତନ ସର୍ବୋଚ୍ଚ ନେତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ଅନ୍ୟ ତିନି ପୁଅ

ତେହରାନ,୬।୭: ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ଇରାନରେ ଚାଲିଛି। ତାଙ୍କୁ ଜୁଲାଇ ୯ରେ କବର ଦିଆଯିବାର କାର୍ଯ୍ୟକ୍ରମ ରହିଛି, ତାଙ୍କ ଅସ୍ଥିକୁ ସାଧାରଣ…

ରାଇକିଆ ବ୍ଲକରେ ଲଗାଣ ବର୍ଷା; ପାଞ୍ଚ ଦିନ ହେଲା ଶିକ୍ଷାଦାନ ବନ୍ଦ, ବିଦ୍ୟୁତ-ମୋବାଇଲ୍ ସେବା ବାଧାପ୍ରାପ୍ତ

ରାଇକିଆ,୬ା୭(ପ୍ରଦୀପ ବେହେରା): ଗତ ପାଞ୍ଚ ଦିନ ହେଲା କନ୍ଧମାଳ ଜିଲାରେ ଅବିଶ୍ରାନ୍ତ ବର୍ଷା ବେହାଲ କରିଛି । ଏହାର ପ୍ରଭାବ ରାଇକିଆ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି…

ସାର ପକାଇବାବେଳେ ଜମିରେ ହଠାତ୍‌ ହୋଇଗଲା ୧୦ ଫୁଟର ଦୁଇଟି ଗାତ, ଭୟରେ ଅଞ୍ଚଳବାସୀ

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ ଆମ୍ବଦଳା କୋଡ୍ରିଗୁଡ଼ା ଗାଁରେ ରବିବାର ଲୋକେ ଚାଷ ଜମିରେ ସାର ପକାଉଥିବା ବେଳେ ହଠାତ୍‌ ଶବ୍ଦ କରି ମାଟି ଧସିବା ସହ…

ଖାମେନେଇଙ୍କ ପାଇଁ ପ୍ରାର୍ଥନାରେ ଯୋଗଦେଲେ ଇରାନର ସବୁ ଶୀର୍ଷ ଅଧିକାରୀ

ତେହରାନ,୬ା୭: ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ପ୍ରାର୍ଥନା ରବିବାର ରାଜଧାନୀ ତେହରାନ୍‌ରେ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଦେଶର ସମସ୍ତ ଶୀର୍ଷ ଅଧିକାରୀ…

ଶ୍ରୀକ୍ଷେତ୍ରପୁରୀ-ଶାବର ଶ୍ରୀକ୍ଷେତ୍ର ସ୍ପେଶାଲ ଟ୍ରେନ ଚଳାଚଳ ଆଜି, ଉଦଘାଟନ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା, ୬।୭,( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ରପୁରୀରୁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ ନ .୦୮୪୦୯ ଟ୍ରେନକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ…

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri