କଶ୍ମୀରରୁ କଟକଣା ଉଠାଇବାକୁ ଆମେରିକା କଂଗ୍ରେସରେ ପ୍ରସ୍ତାବ

ଓ୍ବାଶିଂଟନ,୯ା୧୨: ଜମ୍ମୁ-କଶ୍ମୀରରେ ଯୋଗାଯୋଗ ଉପରେ ଲାଗୁ ହୋଇଥିବା କଟକଣା ତୁରନ୍ତ ହଟାଇବା ସହ ଧର୍ମୀୟ ସ୍ବାଧୀନତା ବଜାୟ ରଖିବା ପାଇଁ ଭାରତକୁ ଅନୁରୋଧ କରିବା ନିମନ୍ତେ ଆମେରିକା କଂଗ୍ରେସରେ ଏକ ପ୍ରସ୍ତାବ ଆଗତ ହୋଇଛି। ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟା ପ୍ରମିଳା ଜୟପାଲ ଏହି ପ୍ରସ୍ତାବ ଆଣିଥିଲେ ଓ ରିପବ୍ଲିକାନ ସଦସ୍ୟ ଷ୍ଟିଭ୍‌ ଓ୍ବାଟକିନ୍ସ ଏହାକୁ ସମର୍ଥନ କରିଛନ୍ତି। ଆମେରିକା ପ୍ରତିନିଧି ସଭାର ଏଭଳି ଉଦ୍ୟମକୁ କଂଗ୍ରେସ ନେତା ଶଶୀ ଥରୁର ପ୍ରଶଂସା କରିଥିବାବେଳେ ଭାଜପା ତାଙ୍କୁ ସମାଲୋଚନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅନନ୍ୟ ଜିନିଷକୁ ସମୁଦ୍ର କୂଳରୁ ଘରକୁ ନେଇ ଆସିଥିଲେ ମା’-ଝିଅ: ଘଟିଲା ଏଭଳି ଅଘଟଣ

ବ୍ରିଟେନର କେଣ୍ଟରେ ରହୁଥିବା ୩୮ ବର୍ଷୀୟା ଯୋଡି କ୍ରୁଜ ଏବଂ ତାଙ୍କର ୮ ବର୍ଷର ଝିଅ ଇସାବେଲା ସମୁଦ୍ର କୂଳରେ ଏକ ଅନନ୍ୟ ଜିନିଷ ପାଇଥିଲେ।...

ଡବ୍ଲୁଏଚ୍‌ଓର ଚେତାବନୀ ପୁଣିଥରେ ଫେରିପାରେ କରୋନା

ଜେନେଭା,୨୬।୫: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ସୋମବାର କରୋନା ମହାମାରୀକୁ ନେଇ ଆଉ ଏକ ଚେତାବନୀ ଦେଇଛି। ଡବ୍ଲୁଏଚ୍‌ଓ କହିଛି ଯେଉଁ ଦେଶରେ କରୋନା ସଂକ୍ରମଣ କମ୍‌...

ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ, ନାସା ପକ୍ଷରୁ ଜାରି ହେଲା ଏଭଳି ସୂଚନା…

ଓ୍ବାଶିଂଟନ, ୧୯।୭: ପୃଥିବୀ ମୁହାଁ ଏକ ଜଳନ୍ତା ଗ୍ରହାଣୁପିଣ୍ଡ ମାଡ଼ି ଆସୁଛି। ଏହା ପୃଥିବୀ ପାଇଁ ବିପଦ ଜନକ ହୋଇପାରେ ବୋଲି ନାସା ପକ୍ଷରୁ କୁହାଯାଇଛି।...

କରୋନା ପାଇଁ ଔଷଧ: ଲାଗିପାରେ ବର୍ଷେରୁ ଦେଢ଼ ବର୍ଷ; ଲକ୍‌ଡାଉନ୍‌ରେ ରହି ହେବ କି ଏତେ ଦିନ !

ଓ୍ବାଶିଂଟନ,୨୪।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କରୋନା ଭୂତାଣୁ ଭିନ୍ନ ଭିନ୍ନ ପରିବେଶରେ ଅଲଗା ଅଲଗା କ୍ରିୟାଶୀଳତା ଦେଖାଉଥିବାରୁ ଏହାକୁ...

ପରଲୋକରେ ଜେମ୍ସ ବଣ୍ଡର ଅଭିନେତା ସାର ସେନ କୋନେରୀ

ଲଣ୍ଡନ,୩୧।୧୦-ଓସ୍କାର ବିଜେତା ତଥା ହଲିଉଡ ଫିଲ୍ମ ଜେମ୍ସ ବଣ୍ଡର ପ୍ରଥମ ଅଭିନେତା ସାର ସେନ କୋନେରୀଙ୍କ ଶନିବାର ପରଲୋକ ହୋଇଯାଇଛି। ୯୦ ବର୍ଷ ବୟସରେ ସେ...

ଭାରତ ପାଇଁ ୩ ଆକାଶ ପଥ ବନ୍ଦ କଲା ପାକିସ୍ତାନ

ଇସଲାମାବାଦ,୮।୮: ଜମ୍ମୁ-କଶ୍ମୀରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଏକ ପ୍ରକାର ଅଡୁଆରେ ପଡିଯାଇଛି ପାକିସ୍ତାନ। ନିଜକୁ ଅସୁରକ୍ଷିତ ଭାବି ସେ ଭାରତ ସହ ଗୋଟିଏ...

ଖାସୋଗିଙ୍କ ହତ୍ୟାରେ କ୍ରାଉନ୍‌ ପ୍ରିନ୍ସ ସମ୍ପୃକ୍ତ

ଜେନେଭା/ରିୟାଧ,୨୦ା୬ (ଏଏଫ୍‌ପି): ସୌଦି ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟାକାଣ୍ଡରେ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ସମ୍ପୃକ୍ତ ବୋଲି ବୁଧବାର ଜାତିସଂଘର ଜଣେ ବିଶେଷଜ୍ଞ ରିପୋର୍ଟ...

ବିକ୍ରମକୁ ପାଇଲାନି ନାସା, ଚେଷ୍ଟା ଜାରି ରଖିବ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୭।୯: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମକୁ ଖୋଜି ପାଇଲାନି ଆମେରିକୀୟ ମହାକାଶ ସଂସ୍ଥା ନାସା। ବିକ୍ରମକୁ ଖୋଜିବା ପାଇଁ ଅକ୍ଟୋବରରେ...

Advertisement

BGU

Archives

Model This Week

Why Dharitri