କଲାମଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକର ଟ୍ରେଣ୍ଡ। ଦର୍ଶକଙ୍କୁ ଅନ୍ୟ ଫିଲ୍ମ ଅପେକ୍ଷା ବାୟୋପିକ ବେଶୀ ଭଲ ଲାଗୁଛି ଓ ଏହା ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରୁଛି। ତେଣୁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ମଧ୍ୟ ବାୟୋପିକ ତିଆରି କରିବାକୁ ଆଗେଇ ଆସୁଛନ୍ତି। ଏବେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍‌ କଲାମଙ୍କ ଉପରେ ସିନେମା ନିର୍ମାଣ ହେବାକୁ ଯାଉଛି। ଅଭିନେତା ପରେଶ ରାଓ୍ବଲ ଟୁଇଟରେ ଏହି ସୂଚନା ଦେଇଛନ୍ତି। ଫିଲ୍ମରେ ଅବଦୁଲ କଲାମଙ୍କ ଚରିତ୍ରରେ ନଜର ଆସିବେ ପରେଶ ରାଓ୍ବଲ। ଏନେଇ ସେ କହିଛନ୍ତି, ମୋ ନଜରରେ ସେ ସନ୍ଥ କଲାମ ଥିଲେ। କଲାମ ସାହେବଙ୍କ ଚରିତ୍ର ପରଦାରେ ନିଭାଇବା ମୋର ସୌଭାଗ୍ୟ ବୋଲି ପରେଶ ରାଓ୍ବଲ କହିଛନ୍ତି। ପୂର୍ବରୁ ପରେଶ ରାଓ୍ବଲ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଏହା ତାଙ୍କୁ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ପରେ ବଲିଉଡର ଆଉ ଜଣେ ଅଭିନେତ୍ରୀ ନବାଗତ ଷ୍ଟାର କାର୍ତ୍ତିକ ଆର୍ଯ୍ୟାନଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି। ସେ ହେଉଛନ୍ତି...

ପୁଅଙ୍କୁ ସାଙ୍ଗରେ ଧରି ଅର୍ଜୁନଙ୍କ ସହ ଏକାଠି ରହୁଛନ୍ତି ମଲାଇକା !

ମୁମ୍ବାଇ: କରୋନା ଭାଇରସ ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ୪.୦ ଜାରି ରହିଛି। ଏହି ସମୟରେ ବଲିଉଡ୍‌ର ସବୁ ସେଲିବ୍ରିଟି ପାୟତଃ ଘରେ ନିଜ...

ବର୍ଲିନରେ ହେବ ଆଲିଆଙ୍କ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ପ୍ରିମିୟର

ନୂଆଦିଲ୍ଲୀ,୧୬।୧୨: ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁ ଥିବା ୭୨ତମ ବର୍ଲିନ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ସଞ୍ଜୟ ଲୀଲା ଭଂସାଲିଙ୍କ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ପ୍ରିମିୟର ହେବ। ଏହି...

ବିକିଙ୍କ ନାଁରେ ମାମଲା ରୁଜୁ

ନୂଆ ବର୍ଷ ଅଭିନେତା ବିକି କୌଶଲଙ୍କ ପାଇଁ ନୂଆ ଅସୁବିଧା ଆଣିଛି। ଭିକି ଏବଂ ଅଭିନେତ୍ରୀ ସାରା ଅଲି ଖାନ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପରବର୍ତ୍ତୀ...

ରୋମାଣ୍ଟିକ ହେଲେ ପିସି

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ପିସି ସ୍ୱାମୀ ନିକ...

ପ୍ରଥମ ସ୍ତ୍ରୀଙ୍କୁ ଚିହ୍ନିବାକୁ ବି ମନା କରିନେଇଥିଲେ ଏହି ପ୍ରସିଦ୍ଧ ଗାୟକ, ଲୁଚିଛପି କରିଥିଲେ ଦ୍ୱିତୀୟ ବିବାହ

ଗାୟକ ଉଦିତ ନାରାୟଣ ୯୦ ଦଶକରୁ ଶହ ଶହ ସୁପରହିଟ ଗୀତ ଗାଇ ବଲିଉଡରେ ନିଜର ସ୍ବରର ଯାଦୁ ଦେଖାଇ ଚାଲିଛନ୍ତି॥ ହିନ୍ଦୀ ବ୍ୟତୀତ ସେ...

ମାଆଙ୍କୁ ନୃତ୍ୟ ଶିଖାଉଛନ୍ତି କ୍ରିତି

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ କିଛିଦିନ ହେବ ବଲିଉଡ୍‌ର ସେଲିବ୍ରିଟିମାନେ ଏକ ପ୍ରକାର ଘରେ ବନ୍ଦ ହୋଇ ରହିଛନ୍ତି କହିଲେ ଚଳେ। ଏହି ସମୟରେ...

କ୍ରିକେଟର୍ସ ଭୂମିକାରେ ନଜର ଆସିବେ ଜାହ୍ନବୀ!

ମୁମ୍ବାଇ: ବଲିଉଡ୍ ନାୟିକା ଜାହ୍ନବୀ କପୁରଙ୍କ ହାତରେ ଏବେ ଅଫର ପରେ ଅଫର୍ । ମାର୍ଚ୍ଚରେ ରିଲିଜ୍ ହୋଇଥିବା ଫିଲ୍ମ ‘ରୁହି’ରେ ଜାହ୍ନବୀ ରାଜକୁମାର ରାଓଙ୍କ...

Advertisement


Archives

Model This Week