Posted inଜାତୀୟ

କର୍ନାଟକ ରାଜନୀତି ପୁଣି ସରଗରମ: ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କଲେ ବାଚସ୍ପତି

ବେଙ୍ଗାଲୁର୍‌,୨୮।୭: କର୍ନାଟକ ରାଜନୀତିରେ ଘଡ଼ିକେ ଘୋଡ଼ାଛୁଟୁଛି। ଏଚ୍‌.ଡି କୁମାରସ୍ବାମୀଙ୍କ ରାଜନୀତି ଦୌଡ଼ରେ ପଛାର ପକାଇ ବି.ଏସ୍‌.ୟେଦୁରପ୍ପା କ୍ଷମତା ଦଖଲ କରିଥିଲେ। ଏହାପରେ ବାଚସ୍ପତି ଆର୍‌. ରମେଶ କୁମାର ଗୁରୁବାର ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ତେବେ ରବିବାର ରମେଶ ପୁଣି ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୧ ଜଣ କଂଗ୍ରେସ ଏବଂ ୩ ଜଣ ଜେଡିଏସ୍‌ ବିଧାୟକ ରହିଛନ୍ତି। ଏହାଦ୍ୱାରା କର୍ନାଟକ ବିଧାନସଭାରେ ଏବେ ସଦସ୍ୟ ସଂଖ୍ୟା ୨୦୭ ରହିଛି। ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ନୂଆ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ୧୦୫ ଜଣ ସଦସ୍ୟଙ୍କ ସମର୍ଥନ ଲୋଡା ବୋଲି କୁହାଯାଉଛି। ସେ ସୋମବାର ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ କମ୍ପାନୀର ଜଣେ କର୍ମଚାରୀ କରୋନା ସଂକ୍ରମିତ: ସ୍ବାସ୍ଥ୍ୟ ବିଭାଗର ନଜରରେ ୭ଶହରୁ ଊର୍ଦ୍ଧ୍ୱ କର୍ମଚାରୀ

ନୋଏଡା,୧୩।୩: ଭାରତରେ ଆଉ ଏକ କରୋନା ଭାଇରସ୍‌ ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ନୋଏଡାରେ ଏକ ପ୍ରାଇଭେଟ୍‌ ଫାର୍ମରେ କାମ କରୁଥିବା ଜଣେ କର୍ମଚାରୀ...

ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ: ମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବାକୁ ହାତଯୋଡ଼ି ମନାକଲେ କୃଷି ବୈଜ୍ଞାନିକ

ଲୁଧିଆନା,୯।୧୨: ଅନ୍ନଦାତାଙ୍କ ଆନ୍ଦୋଳନକୁ ଦେଶ ତଥା ବିଦେଶରୁ ସମର୍ଥନ ମିଳିବାରେ ଲାଗିଛି। କେତେକ ସେମାନଙ୍କୁ ପ୍ରଦାନ କରାଯାଇଥିବା ପୁରସ୍କାର, ସମ୍ମାନ ଏବଂ ପଦକ ଫେରାଇବା ଘଟଣା...

ରାଜନୈତିକ ଜୀବନ ଭଳି ଜ୍ୟୋତିରାଦିତ୍ୟଙ୍କ ଲଭ୍‌ଷ୍ଟୋରୀ ବି ରୋମାଞ୍ଚକର

ନୂଆଦିଲ୍ଲୀ,୧୨।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ଦେବାପରେ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଜାରି ରହିଛି। ରାଜନୈତିକ ଜୀବନ ଭଳି ଜ୍ୟୋତିରାଦିତ୍ୟଙ୍କ ଲଭ୍‌ଷ୍ଟୋରୀ ମଧ୍ୟ ବେଶ୍‌ ରୋମାଞ୍ଚକର।...

ଟୁଇଟରରେ ସୁଷମାଙ୍କୁ ଫଲୋ କରୁଥିଲେ କୋଟିଏ ୧୩ ଲକ୍ଷ

ନୂଆଦିଲ୍ଲୀ,୭।୮: ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ସକ୍ରିୟ ରହୁଥିଲେ। ଟୁଇଟରରେ ତାଙ୍କ ଫଲୋରର୍ସଙ୍କ ସଂଖ୍ୟା କୋଟିଏ...

ବଜେଟ୍‌ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ: ଆର୍‌ଟିପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୩୦।୧: ଜାନୁୟାରୀ ୩୧ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ପାଇଁ ରବିବାର ରାଜ୍ୟ ସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁଙ୍କ ସହ ଲୋକ ସଭା...

ପଞ୍ଜାବରେ ଚିହ୍ନଟ ହେଲେ ୨ କରୋନା ଭାଇରସ ସଂକ୍ରମିତ

ଅମୃତସର,୭।୩: ପଞ୍ଜାବ ହୋସିଆରପୁରରେ ଶନିବାର ଆଉ ୨ଜଣ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅମୃତସରରେ ଥିବା ଗୁରୁ ନାନକ ଦେବ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି।...

କେରଳ ଯୋଗୁ ବଢୁଛି ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଯୋଗୁ ଦେଶରେ...

ଚାଇନା ପଠାଇଲା ସାଢ଼େ ୬ ଲକ୍ଷ ଟେଷ୍ଟ୍‌ କିଟ୍‌: ୧୫ ମିନିଟ୍‌ରେ ସଂକ୍ରମିତ ହେବେ ଚିହ୍ନଟ !

ନୂଆଦିଲ୍ଲୀ,୧୬।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଏବେ କରାଯାଉଥିବା ପରୀକ୍ଷାରେ...

Advertisement
Archives

Model This Week