Posted inଜାତୀୟ

କର୍ନାଟକ, ଝାଡଖଣ୍ଡରେ ଭୂକମ୍ପ ଝଟ୍‌କା

ବେଙ୍ଗାଲୁରୁ/ରାଞ୍ଚି,୫।୬: ଦେଶର ଦୁଇ ରାଜ୍ୟ କର୍ନାଟକ ଏବଂ ଝାଡଖଣ୍ଡରେ ଶୁକ୍ରବାର ସକାଳୁ ଭୂକମ୍ପ ଝଟ୍‌କା ଲାଗିଛି। ସକାଳ ୬ଟା ୫୫ ମିନିଟ୍‌ରେ ଲୋକେ ଭୂକମ୍ପ ଅନୁଭୂତ କରିଥିବା ସୂଚନା ମିଳିଛି। ଝାଡଖଣ୍ଡରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିବାବେଳେ କର୍ନାଟକର ହମ୍ପୀରେ ୪ ମପାଯାଇଛି। ଏହି ଦୁଇ ଯାଗାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ଆକଳନ କରାଯାଇ ନାହିଁ। ସୂଚନାଯୋଗ୍ୟ, ଜୁନ୍‌ ୩ରେ ନୋଏଡାରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା। ଏହାପୂର୍ବରୁ ଦିଲ୍ଲୀ-ଏନ୍‌ସିଆରରେ ମଧ୍ୟ ମେ ୨୯ରେ ଭୂକମ୍ପ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାଠାରୁ ତୋପ କିଣିବ ଭାରତ

ନୂଆଦିଲ୍ଲୀ,୭।୭: ପାକିସ୍ତାନ ଲଗାତର ଜମ୍ମକଶ୍ମୀରରେ ସୀମା ଉଲ୍ଲଂଘନ କରୁଥିବା ନଜିର ରହିଛି। ଏବେ ପାକିସ୍ତାନକୁ ଉଚିତ୍‌ ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି।...

ଫ୍ୟାଶନରେ ଆଗରେ ଥିଲେ ପ୍ରାଚୀନ ଭାରତୀୟ

ନୁଆଦିଲ୍ଲୀ: ସୋସିଆଲ ମିଡିଆ ଏବେ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ସହ ଯୋଗାଯୋଗରେ ରହିବାର ଏହା ମୁଖ୍ୟ ମାଧ୍ୟମ ପାଲଟିଥିବା ବେଳେ...

କରୋନା ମୃତକ ବିପିଏଲ୍ ପରିବାରକୁ ମାସକୁ ୫ ହଜାର ଟଙ୍କା ସହାୟତା

ଥିରୁଭାନନ୍ତପୁରମ,୧୪ ।୧୦: କରୋନା ମହାମାରୀ ଅନେକ ପରିବାରରେ ଲୁହ ଭରିଦେଇଛି । ଏସବୁ କ୍ଷତକୁ ପୂରଣ କରିବାକୁ ଏବେ ସରକାର ସାମାନ୍ୟ ପ୍ରୟାସ କରିଛନ୍ତି ।...

‘ମସଲା କିଙ୍ଗ୍‌’ଙ୍କ ପରଲୋକ

ନୂଆଦିଲ୍ଲୀ,୩।୧୨: ଦେଶର ଲୋକପ୍ରିୟ ମସଲା କମ୍ପାନୀ ଏମ୍‌ଡିଏଚ୍‌ର ମୁଖ୍ୟ ଧର୍ମପାଲ ଗୁଲାଟିଙ୍କ ପରଲୋକ ଘଟିଛି। ସେ ଗୁରୁବାର ସକାଳ ୫.୩୮ ରେ ଶେଷ ନିଶ୍ୱାସ ତ୍ୟାଗ...

ଯୌନ ଅନୁଗ୍ରହ ପାଇଁ ୮୦୦ କଲ୍‌

ବେଙ୍ଗାଲୁରୁ, ୨୨ା୪:କର୍ନାଟକର ଏକ ଘରୋଇ କଲେଜ ଅଧ୍ୟାପିକାଙ୍କ ପାଖକୁ ଯୌନ ଅନୁଗ୍ରହ ପାଇଁ ୮୦୦ ଫୋନ୍‌ କଲ୍‌ ଆସିଛି। ସମ୍ପୃକ୍ତା ଅଧ୍ୟାପିକାଙ୍କ ସହକର୍ମୀମାନେ ବିଭିନ୍ନ ସହରରେ...

ସାଧାରଣତନ୍ତ୍ର ଦିବସର ଶୋଭା ବଢ଼ାଇବ ରାମ ମନ୍ଦିର ମେଢ଼

ନୂଆଦିଲ୍ଲୀ,୧୧।୧୨: ପ୍ରତ୍ୟେକ ବର୍ଷ ଜାନୁୟାରୀ ୨୬ ତାରିଖ ତଥା ସାଧାରଣତନ୍ତ୍ର ଦିବସ ପୂରା ଦେଶରେ ବେଶ ଧୂମଧାମରେ ପାଳନ କରାଯାଏ। ଏଥି ନେଇ ମାସେ ଆଗରୁ...

କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଏମିତି ଟୁଇଟ୍‌ କଲେ ଗମ୍ଭୀର

ନୂଆଦିଲ୍ଲୀ, ୩।୬: ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ଫାଉଣ୍ଡେଶନ ବେଆଇନ ଭାବେ କୋଭିଡ୍‌-୧୯ ଔଷଧ କିଣିଥିଲା। ଆଉ ତାହାକୁ ବିନା ଅନୁମତିରେ ବାଣ୍ଟି ଥିଲେ ବୋଲି...

ଉପବାସରେ ଅନ୍ନଦାତା

ନୂଆଦିଲ୍ଲୀ,୧୪ ।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସୀମାରେ ବିରୋଧ ପ୍ରଦର୍ଶନ କରି ଆସୁଥିବା କୃଷକ ସୋମବାର ଉପବାସ ରହି ଧାରଣାରେ...

Advertisement
Archives

Model This Week