Posted inଜାତୀୟ

କର୍ନାଟକ ଜେଡିଏସ୍‌ର ବରିଷ୍ଠ ନେତା ଅମରନାଥ ସେଟ୍ଟିଙ୍କ ପରଲୋକ

ବେଙ୍ଗାଲୁରୁ,୨୭।୧: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ର ବରିଷ୍ଠ ନେତା ଅମରନାଥ ସେଟ୍ଟିଙ୍କର ମାଙ୍ଗାଲୁରରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସେ ଜଣେ ସ୍ପଷ୍ଟବାଦୀ ନେତା ଭାବେ ବେଶ୍‌ ପରିଚିତ ଥିଲେ। ୧୯୬୫ରେ ସେ ରାଜନୀତି ଦୁନିଆରେ ପାଦ ରଖିଥିଲେ। ସେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଲୋକଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୭୫ କିଲୋମିଟର ବେଗରେ ମାଡ଼ି ଆସୁଛି ବାତ୍ୟା ‘ତଉକତେ’…

ମୁମ୍ବାଇ,୧୫।୫:  ଲାକ୍ଷାଦ୍ୱୀପ ଏବଂ ଆରବ ସାଗର ଉପର ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୁତ ହୋଇ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହୋଇଛି। ଏହି ବାତ୍ୟାକୁ ଏକ ଛିଟିପିଟି...

ବିଚ୍ଛିନ୍ନତାବାଦୀଙ୍କ ସହିତ ହେବନି କୌଣସି ବୁଝାମଣା: ଶାହ

ନୂଆଦିଲ୍ଲୀ,୨୫।୬: ଜମ୍ମୁ-କଶ୍ମୀର ବିଚ୍ଛିନ୍ନତାବାଦୀ ନେତାଙ୍କ ସହିତ କୌଣସି ବୁଝାମଣା ହେବନି। ଯାହା ପୂର୍ବରୁ ହୋଇ ଆସୁଥିଲା ଏବେ ଆଉ ସେପରି କରାଯିବ ନାହିଁ। ଏନେଇ ସ୍ବରାଷ୍ଟ୍ର...

ଓମିକ୍ରନ୍ ପାଇଁ ଘୁଞ୍ଚାଇ ଦିଆଯାଉ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୨୭ ।୧: କଂଗ୍ରେସ ନେତା ଜଗଦିଶ ଶର୍ମା ଦିଲ୍ଲୀ ହାଇକୋର୍ଟରେ ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଏକ ଜନସ୍ୱାର୍ଥ ମାମଲା...

ରାଜନାଥଙ୍କ ଅରୁଣାଚଳ ଗସ୍ତକୁ ଚାଇନାର ବିରୋଧ

ବେଜିଂ, ୧୬ା୧୧(ପି.ଟି.) : ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗ ଗସ୍ତକରି ମୈତ୍ରୀ ଦିବସ ସମାରୋହରେ ଅଂଶଗ୍ରହଣ କରିଥିବାବେଳେ ଚାଇନା ପକ୍ଷରୁ ଏହାକୁ...

ଛୋଟ ପିଲାଙ୍କୁ ଢ଼ାଲ କରି ସୁରକ୍ଷାକର୍ମୀଙ୍କ ସହ ଲଢ଼ିବାକୁ ଯୋଜନା କରୁଛନ୍ତି ମାଓବାଦୀ

ରାୟପୁର,୨୦।୭: ଲଗାତାର ଆତ୍ମସମର୍ପଣ, ଗିରଫ ତଥା ଏନ୍‌କାଉଣ୍ଟର ଆଦିରେ ମାଓବାଦୀ ସଦସ୍ୟଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ମାଓବାଦୀ ପ୍ରବଣ ଅଞ୍ଚଳରେଏକ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୫ଆତଙ୍କବାଦୀ

ଶ୍ରୀନଗର,୧୦।୬: ଜମ୍ମୁ-କଶ୍ମୀର ଶୋପିଆନ ଜିଲାରେ ବୁଧବାର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଉ ଆତଙ୍କବାଦୀ ଲୁଚି...

ପୁଣି ଛାନିଆ କଲାଣି କରୋନା: ଦିନକରେ ୫୯,୧୧୮ ସଂକ୍ରମିତ,୨୫୭ ମୃତ

ନୂଆଦିଲ୍ଲୀ,୨୬।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂତନ କରୋନା ମାମଲା...

ମିଶନ ଶକ୍ତି: ମହାକାଶରେ ଶତ୍ରୁ ପକ୍ଷ ସାଟେଲାଇଟ୍‌କୁ ଧ୍ୱଂସ କରିବ ଭାରତ

ନୂଆଦିଲ୍ଲୀ,୮।୨: ଭବିଷ୍ୟତରେ ମହାକାଶରେ ଯୁଦ୍ଧ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ପ୍ରସ୍ତୁତି ଜାରି ରଖିଛି। ଭାରତୀୟ ରକ୍ଷା ଓ ଅନୁସନ୍ଧାନ ସଂଗଠନ(ଡିଆର୍‌...

Advertisement
Archives

Model This Week