କରୋନା ଲଢ଼େଇରେ ୟୁପି ମଡେଲକୁ ପ୍ରଶଂସା

ନୂଆଦିଲ୍ଲୀ,୧୯।୪: କରୋନା ଲଢ଼େଇ କ୍ଷେତ୍ରରେ ବିଶେଷ ଯୋଗଦାନ ଲାଗି ଉତ୍ତର ପ୍ରଦେଶ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ପ୍ରଶଂସା କରିଛନ୍ତି। ସଂକ୍ରମଣକୁ ରୋକିବା, ଚିକିତ୍ସା ସୁବିଧା ଏବଂ ଲୋକଙ୍କ ନିକଟକୁ ଆର୍ଥତ୍କ ପ୍ରୋତ୍ସାହନ ପହଞ୍ଚାଇବା ଦିଗରେ ବିଭିନ୍ନ ପଦକ୍ଷେପକୁ ବେଶ୍‌ ପ୍ରଶଂସା କରାଯାଇଛି। ଜାତୀୟ ସ୍ତରୀୟ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ , ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ଅବସରରେ ଶୁଭେଚ୍ଛା ପ୍ରଦାନ କରିବା ସହ ଉତ୍ତର ପ୍ରଦେଶ ମଡେଲକୁ ଦେଶର ଅନ୍ୟ ରାଜ୍ୟଗୁଡିକ ମଧ୍ୟ ବ୍ୟବହାର କରିପାରିବେ ବୋଲି ଗୁରୁତ୍ୱାରୋପ କରିଛନ୍ତି। କରୋନା ହଟ୍‌ସ୍ପଟ୍‌କୁ ତ୍ୱରିତ ଭାବେ ଚିହ୍ନଟ କରିବା, ଲକ୍‌ଡାଉନରେ ଫସି ରହିଥିବା ଲୋକଙ୍କ ଲାଗି ଚିକିତ୍ସା ସୁବିଧା ଏବଂ ଗରିବ ଲୋକଙ୍କୁ ଆର୍ଥତ୍କ ସହାୟତା ଯୋଗାଣ ଭଳି ପଦକ୍ଷେପ ବେଶ୍‌ ପ୍ରଶଂସାଯୋଗ୍ୟ ହୋଇପାରିଛି ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ୍‌ ପକ୍ଷରୁ ବାତ୍ୟା ପ୍ରସ୍ତୁତି

ଭୁବନେଶ୍ୱର: ଆଇଏମ୍‌ଡିର ରିର୍ପୋଟ ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ପୂର୍ବ କେନ୍ଦ୍ର୍ରୀୟ ବଙ୍ଗୋପସାଗରରେ ମେ ୨୨ରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୭୨...

ଉତ୍କଳ କନିକା ଗ୍ୟାଲେରିଆର ଶୁଭାରମ୍ଭ

ଭୁବନେଶ୍ୱର,୨୦-୧୨: ଉତ୍କଳ ବିଲଡର୍ସ ପକ୍ଷରୁ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସ୍ଥାନୀୟ କଳ୍ପନା ଛକରେ ଏହି ମଲ୍‌ ୨.୫ ଲକ୍ଷ...

ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ମିଳିଛି ମାତ୍ର ୩ କୋଟି ସବ୍‌ସିଡି

  ନୂଆଦିଲ୍ଲୀ,୨୩-୭: ଗୁଜରାଟ, କର୍ନାଟକ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ୨୦୧୮-୧୯ରେ ନିଜ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସର୍ବାଧିକ ସବ୍‌ସିଡି ପ୍ରଦାନ କରିଛନ୍ତି। ତେବେ ଓଡ଼ିଶା ଏହାର ମତ୍ସ୍ୟଜୀବୀଙ୍କୁ...

ଦିନକରେ ୧୭ ହଜାର ଏଲ୍‌ଆଇସି ପଲିସି ବିକ୍ରି ରେକର୍ଡ

ନୂଆଦିଲ୍ଲୀ,୧୫-୧: ବଲିଉଡର ପ୍ରତିଷ୍ଠିତ ଅଭିନେତା ରାଜ କପୁରଙ୍କ ଝିଅ ରିତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଛି। ରିତୁ ଏକ ସମୟରେ ଏଲ୍‌ଆଇସିର ଜଣେ ଶୀର୍ଷ ଏଜେଣ୍ଟ...

ସୌର ବିଦ୍ୟୁତ୍‌କୁ ପ୍ରୋତ୍ସାହନ, ପ୍ରତିରକ୍ଷା ଅନୁସନ୍ଧାନକୁ ୨୫ ପ୍ରତିଶତ, ୩ କୋଟି ପରିବାରଙ୍କୁ ପାନୀୟ ଜଳ, ୨ ଲକ୍ଷ ଅଙ୍ଗନୱାଡି ଅପଗ୍ରେଡ…

ନୂଆଦିଲ୍ଲୀ, ୧।୨ : ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସୌର ବିଦ୍ୟୁତ୍‌ ଉତ୍ପାଦନ ପାଇଁ ୧୯,୫୦୦ କୋଟି ଟଙ୍କା ଆବଣ୍ଟନ...

ଉଜ୍ୱଳା ଯୋଜନାରେ ମିଳିବ ୨୦୦ ଟଙ୍କା ସବସିଡି , ୯ କୋଟି ହିତାଧିକାରୀ ହେବେ ଉପକୃତ…

ନୂଆଦିଲ୍ଲୀ, ୨୧।୫ : ଗ୍ୟାସ୍‌ ସିଲିଣ୍ଡର ପେଟ୍ରୋଲ ଏବଂ ଡିଜେଲର ବଢୁଥିବା ଦାମ ନେଇ ଦେଶର ଲୋକେ ହଇରାଣ ହେଉଥିବାବେଳେ କେନ୍ଦ୍ର ସରକାର ଶନିବାର ଏକ...

ଡିସେମ୍ବର ୩ ଯାଏ ଏୟାର ଇଣ୍ଡିଆକୁ ବ୍ୟାନ କଲା ହଂକଂ

ମୁମ୍ବାଇ: କୋଭିଡ ମାମଲା ବର୍ତ୍ତମାନ ବଢି ଚାଲିଥିବା ବେଳେ ଡିସେମ୍ବର ୩ ଯାଏ ଏୟାର ଇଣ୍ଡିଆ ବିମାନକୁ ହଂକଂ ବ୍ୟାନ କରିଛି। ଏୟାର ଇଣ୍ଡିଆ ବିମାନରେ...

ତନିସ୍କର ପୂଜା କଲେକ୍ସନ ‘ସାଜ୍‌’

ଭୁବନେଶ୍ୱର,୫।୧୦ ପ୍ରମୁଖ ଗହଣା ବ୍ରାଣ୍ଡ୍‌ ତନିସ୍କ ପକ୍ଷରୁ ଏହାର ଏକ୍ସକ୍ଲୁସିଭ ପୂଜା କଲେକ୍ସନ ‘ସାଜ୍‌’ର ଉନ୍ମୋଚନ କରାଯାଇଛି। ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ତନିସ୍କ ଷ୍ଟୋରରେ ତନିସ୍କର ଏବିଏମ୍‌...

Advertisement
Archives

Model This Week