କରୋନା ରୋଗୀଙ୍କୁ ଖାଦ୍ୟ, ଔଷଧ ଦେଉଛି ରୋବୋଟ

ନୂଆଦିଲ୍ଲୀ,୧୦।୨: ଚାଇନାରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୯୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି। କରୋନା ଭାଇରସ୍‌ ଏତେ ମାରାତ୍ମକ ଯେ, ରୋଗୀଠାରୁ ୬ ଫୁଟ୍‌ ଦୂରରେ ଥିଲେ ମଧ୍ୟ ଏହା ଅନ୍ୟ ଜଣଙ୍କୁ ଡେଇଁପାରେ। ଏହି କାରଣରୁ ଚାଇନାରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ରୋବୋଟକୁ ନିୟୋଜିତ କରାଯାଇଛି। ଏହି ରୋବୋଟ ରୋଗୀଙ୍କୁ ଖଶଦ୍ୟ ଏବଂ ଔଷଧ ଯୋଗାଇଦେଉଛି। ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣ ସ୍ଥିତି ଯେଉଁଭଳି ଭାବେ ବଢ଼ିଚାଲିଛି, ତାହା ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ବର୍ତ୍ତମାନ ସୁଦ୍ଧା ୨୭ ଦେଶକୁ କରୋନା ଭାଇରସ ସଂକ୍ରମଣ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ପୁଣି ଗୁଳିକାଣ୍ଡ: ୫ ମୃତ

ନ୍ୟୁୟର୍କ,୨୦।୧୧: ଆମେରିକାର କଲୋରଡୋ ସ୍ପ୍ରିଙ୍ଗ୍ସ ଗେ କ୍ଲବରେ ଗୁଳିକାଣ୍ଡ ଘଟିଛି। ଏଥିରେ ୨୩ ଜଣଙ୍କୁ ଗୁଳି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଛି।...

ଆତ୍ମଘାତୀ ବିସ୍ଫୋରଣ: ୫ ମୃତ

କାବୁଲ,୧୧।୨: ଆଫଗାନିସ୍ତାନ କାବୁଲରେ ଏକ ଆତ୍ମଘାତୀ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ସୈନ୍ୟ ବିଭାଗ କର୍ମଚାରୀ ରହିଥିବା ସ୍ଥାନୀୟ...

ସ୍ମାର୍ଟଫୋନ୍‌ କିଣିବା ମାନିଆ, ରକ୍ତ ବିକ୍ରି କରିବାକୁ ବ୍ଲଡ୍‌ ବ୍ୟାଙ୍କ ପହଞ୍ଚିଲେ ନାବାଳିକା…

କୋଲକାତା,୧୮।୧୦ : ସମ୍ପ୍ରତି ଆମେ ପ୍ରାୟତଃ ସ୍ମାର୍ଟଫୋନ ପାଇଁ ଲୋକଙ୍କ ମଧ୍ୟରେ ଥିବା କ୍ରେଜ ଖବର ଶୁଣିଥାଉ। କିନ୍ତୁ ପଶ୍ଚିମବଙ୍ଗରେ ଯାହା ଘଟିଛି ତାହା ପ୍ରକୃତରେ...

କାହାର ହେବ କଂଗ୍ରେସ

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କାର୍ଯ୍ୟକାଳକୁ ଇତିମଧ୍ୟରେ ୨ ବର୍ଷ ପୂରିଛି। ଏହି ଅବସରରେ କଂଗ୍ରେସର ନିମ୍ନ ସଦନ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି...

କାଲିର ନାୟକ ଆଜି ଖଳନାୟକ

କଲମ୍ବୋ,୧୬ା୭: ଶ୍ରୀଲଙ୍କାର ସାମ୍ପ୍ରତିକ ଦୁର୍ଦ୍ଦଶା ପାଇଁ କାହାକୁ ଦାୟୀ କରାଯିବ? ୨୦୦୫ରେ ମହିନ୍ଦା ରାଜପାକ୍ସେ ପ୍ରଥମେ ରାଷ୍ଟ୍ରପତି ନିର୍ବାଚିତ ହେବା ପରଠୁ ଦ୍ୱୀପରାଷ୍ଟ୍ରର ରାଜନୀତିରେ ଆଧିପତ୍ୟ...

୭୫ ବର୍ଷ ପରେ ପାକିସ୍ଥାନର ପୈତୃକ ଘରକୁ ଗଲେ ୯୨ ବର୍ଷ ବୟସ୍କା ଭାରତୀୟ ମହିଳା

ଇସଲାମାବାଦ,୧୭।୭: ୯୨ ବର୍ଷ ବୟସ୍କା ଭାରତୀୟ ମହିଳା ରୀନା ଛିବର ୭୫ ବର୍ଷ ପରେ ପାକିସ୍ଥାନର ତାଙ୍କ ପୈତୃକ ଘରେ ପହଞ୍ଚିଛନ୍ତି। ମହିଳା ଜଣଙ୍କ ଶନିବାର...

ଏମିତି ମନ୍ଦିର: ଯେଉଁଠି ପବନରେ ଝୁଲି ରହିଛି ଏକ ଖମ୍ବ, ଆଜି ବି ରହସ୍ୟାବୃତ୍ତ

ଭାରତକୁ ମନ୍ଦିରର ଦେଶ କୁହାଯାଏ। କାରଣ ଏଠାରେ ଅନେକଗୁଡ଼ିଏ ମନ୍ଦିର ଅଛି, ଯାହାକୁ ଗଣିବା ଅସମ୍ଭବ। ସେଥିମଧ୍ୟରୁ କିଛି ମନ୍ଦିର ମହାନତା ଏବଂ ଅନନ୍ୟ ବିଶ୍ୱାସ...

ହାତରେ ଏକେ-୪୭ ଧରି କାମ କରୁଛନ୍ତି ଚାଇନା ଇଞ୍ଜିନିୟର…

କରାଚି,୨୨।୭: ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଥିବା ପାକିସ୍ତାନରେ ଏବେ ସଙ୍କଟ ସୃଷ୍ଟି ହୋଇଛି। ଏଠାରେ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନର...

Advertisement
Archives

Model This Week