କରୋନା ଯୋଦ୍ଧାଙ୍କ ପାଇଁ ୫ କୋଟି ଟଙ୍କା ଦାନକଲେ ଉର୍ବଶୀ

କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍‌ କଳାକାର। ଏହି ତାଲିକାରେ ସାମିଲ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ସେ ହେଲେ ଅଭିନେତ୍ରୀ ଉର୍ବଶୀ ରୌତେଲା। ଉର୍ବଶୀ ୫ କୋଟି ଟଙ୍କାର ସହାୟତା କରିଛନ୍ତି।
କରୋନା ସହାୟତା ପାଇଁ ନିକଟରେ ଉର୍ବଶୀ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ଅନ୍‌ଲାଇନ୍‌ ଡ୍ୟାନ୍ସ କ୍ଲାସ ଆରମ୍ଭ କରିଥିଲେ। ଏହି ଡ୍ୟାନ୍ସ କ୍ଲାସରେ ୧୮ କୋଟି ଲୋକ ଯୋଡି ହୋଇଥିବା ବେଳେ ଉର୍ବଶୀ ୫ କୋଟି ଟଙ୍କା ଆୟ କରିଥିଲେ। ଏହି ଟଙ୍କାକୁ ସେ କ୍ରାଇ ଓ ସ୍ବଦେଶ ଫାଉଣ୍ଡେଶନକୁ ଦେଇଛନ୍ତି। ଏହି ଫାଉଣ୍ଡେଶନ ଦ୍ୱୟ କରୋନାର ଫ୍ରଣ୍ଟଲାଇନ ଓ୍ବାର୍କର୍ସ ପାଇଁ କାମ କରୁଛି। ଅନ୍‌ଲାଇନ୍‌ରେ ଉର୍ବଶୀ ଜୁମ୍ବା, ଟବାଟା ଓ ଲାଟିନ ନୃତ୍ୟ ଶିଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ-୧୯: ମୋଦିଙ୍କ ଅନୁରୋଧକୁ ସମର୍ଥନ କଲା ବଲିଉଡ୍‌

ମୁମ୍ବାଇ,୩।୪: କରୋନା ଭାଇରସ ଏବେ ସାରା ଦେଶରେ ତା’ର କାୟା ବିସ୍ତାର କରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ତାରିଖରେ ରାତି...

ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୩: ଆଲିଆ ବେଷ୍ଟ ଆକ୍ଟ୍ରେସ, ରାଜକୁମାର ରାଓ ବେଷ୍ଟ ଆକ୍ଟର

ମୁମ୍ବାଇ: ମହାରାଷ୍ଟ୍ର ପର୍ଯ୍ୟଟନ ସହ ୬୮ ତମ ହୁଣ୍ଡାଇ ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୩ର ସମାପନ ସାନଦାର ଢଙ୍ଗରେ ହୋଇଛି। କଳାକାରଙ୍କ ଭରପୁର ଉପସ୍ଥିତି ସହ...

ସମିତାଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ…

ବମ୍ବେ: ବିଗ୍‌ବସ୍‌ ଘରୁ ବାହାରିବା ପରେ ପ୍ରେମିକ ରାକେଶ ବାପତଙ୍କ ସହ ସମୟ ବିତାଉଛନ୍ତି ଅଭିନେତ୍ରୀ ସମିତା ସେଟ୍ଟୀ। ବୁଧବାର ସମିତା ନିଜର ଜନ୍ମଦିନ ପାଳନ...

ବଲିଉଡ୍‌ରେ ୧୦ ବର୍ଷ ପୂରଣ କରିବାକୁ ଯାଉଛନ୍ତି ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ତାଙ୍କ ଅପ୍‌ କମିଂ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ଏକ ସାକ୍ଷାତ୍‌କାରରେ କିଛି...

ସୋନୁଙ୍କ ଉପରେ ରାଗିଗଲେ ସୋନା, କହିଲେ ଏପରି କିଛି..

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ବଲିଉଡ୍‌ରେ ନେପୋଟିଜିମ୍‌ ଉପରେ ତର୍କ ବିତର୍କ ଲାଗିଛି। ଏହା ଉପରେ ବଲିଉଡ କଳାକାରମାନେ ସ୍ବର ଉଠାଉଛନ୍ତି।...

ରଣବୀରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତା ରଣବୀର ସିଂଙ୍କ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ଅଭିନୟ ସହିତ ରଣବୀର ମଧ୍ୟ ତାଙ୍କର ଫ୍ୟାଶନ ପାଇଁ ବେଶ୍‌ ଚର୍ଚ୍ଚିତ। ସେ...

ଏହି ଦିନ ରିଲିଜ ହେବ ‘ପୋନିୟିନ ସେଲଭନ-୨’ର ଟ୍ରେଲର

ମୁମ୍ବାଇ: ନିର୍ଦ୍ଦେଶକ ମଣି ରତ୍ନମଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର ‘ପୋନିୟିନ ସେଲଭନ’ର ସଫଳତା ପରେ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।...

ବିବାହର ୧୧ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଟିଭି ଅଭିନେତା ଗୁରୁମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ ମାତାପିତା ହେବାକୁ ଯାଉଛନ୍ତି। ଏହି ଦମ୍ପତି ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବିବାହର...

Advertisement
Archives

Model This Week