କରୋନା ମହାମାରୀ ଯୋଗୁ ହୋଇପାରେ ପୁଣି ମାନ୍ଦାବସ୍ଥା: ମୁଡିଜ୍‌

ଓ୍ବାଶିଂଟନ,୨୭।୨: ଚାଇନାରେ ଦେଖାଦେଇଥିବା କରୋନା ମହାମାରୀ ଧିରେଧିରେ ପୃଥିବୀର ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତି ଜାରି ରହିଲେ ପୁଣି ଥରେ ପୃଥିବୀରେ ମାନ୍ଦାବସ୍ଥା ଦେଖାଯିବାର ଆଶଙ୍କା ରହିଥିବା ମୁଡିଜ୍‌ ଆନାଲିଟକ୍ସ୍‌ ପକ୍ଷରୁ କୁହାଯାଇଛି। କରୋନା ଆତଙ୍କ ଯୋଗୁ ଚାଇନାର ବହୁ ଶିଳ୍ପ ଉଦ୍ୟୋଗରେ ତାଲା ଲାଗିଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ିବାରେ ଲାଗିଛି। ଇତିମଧ୍ୟରେ ଇଟାଲୀ, ଇରାନ୍‌, କୋରିଆରେ ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ହୋଇଛି। ପ୍ରତିବର୍ଷ ୩୦ ଲକ୍ଷରୁ ଅଧିକ ଚାଇନା ପର୍ଯ୍ୟଟକ ଆମେରିକା ଯାଇଥାନ୍ତି। ତେବେ କରୋନା ଆତଙ୍କ ଯୋଗୁ ଏହା ବନ୍ଦ ହୋଇଛି। କରୋନା ଭୟରେ ଦେଶ ଦେଶ ମଧ୍ୟରେ ହେଉଥିବା ଆମଦାନୀ ତଥା ରପ୍ତାନୀ ଉପରେ କଟକଣା ଲଗାଯାଇଛି। ଶୀଘ୍ର ପରିସ୍ଥିତି ନ ସୁଧୁରିଲେ ଏହାର ପ୍ରଭାବରୁ ପୃଥିବୀର ଅନ୍ୟ ବୃହତ୍‌ ଅର୍ଥ ବ୍ୟବସ୍ଥା ମଧ୍ୟ ନିସ୍ତାର ପାଇବେ ନାହିଁ ବୋଲି ମୁଡିଜ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଣ୍ଡନ ଯିବେ ଶରିଫ

ଇସ୍‌ଲାମାବାଦ,୧୦।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଉନ୍ନତ ଚିକିତ୍ସା ଲାଗି ସୋମବାର ଲଣ୍ଡନ ଗସ୍ତ କରିବେ ବୋଲି ସୂଚନା ମିଳିଛି। କିଛିଦିନ ହେବ ଅସୁସ୍ଥ...

ଭାରତରେ ୭୪,୪୫୦ କୋଟି ନିବେଶ କରିବ ସଫ୍ଟ ବ୍ୟାଙ୍କ

ଜାପାନର ସଫ୍ଟ ବ୍ୟାଙ୍କ ଗ୍ରୁପ କର୍ପୋରେଶନ ଆସନ୍ତା ବର୍ଷ ଭାରତରେ ପ୍ରାୟ ୩୭,୨୨୫ କୋଟିରୁ ୭୪,୪୫୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ସଫ୍ଟ...

ସାମ୍ନାକୁ ଆସୁଛି ଦୈନିକ ୧୮ ନିୟୁତ ମାଲ୍‌ଓ୍ବେର

ନୂଆଦିଲ୍ଲୀ,୩୦ ।୪: ଗତ କିଛି ସପ୍ତାହ ମଧ୍ୟରେ ଦୈନିକ ୧୮ ନିୟୁତ ମାଲ୍‌ଓ୍ବେର ସାମ୍ନାକୁ ଆସୁଥିବା ଜଣାପଡ଼ିିଛି। କୋଭିଡ୍‌-୧୯ ଆଳରେ ସାଇବର ଅପରାଧୀମାନେ ଲୋକଙ୍କୁ ଠକିବାକୁ...

ଚାଇନା ବିମାନ ଦୁର୍ଘଟଣା: ସମସ୍ତ ୧୩୨ ଯାତ୍ରୀ ମୃତ, ୧୨୦ଜଣଙ୍କର ମିଳିଛି ପରିଚୟ

ବେଜିଂ,୨୭ ।୩: ମାର୍ଚ୍ଚ ୨୧ରେ ଚାଇନାର ଗ୍ୱାଂଗଝୁ ନିକଟ ଗୁଆଂକ୍ସି ସହର ପାଖରେ ଚାଇନା ଇଷ୍ଟର୍ଣ୍ଣ ୭୩୭-୮୦୦ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି...

ଅଭିବୃଦ୍ଧି ଆକଳନ କମାଇଲା ଫିଚ୍‌

ନୂଆଦିଲ୍ଲୀ, ୮।୭: ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ଫିଚ୍‌ ରେଟିଂ ପକ୍ଷରୁ ୧୦%କୁ ହ୍ରାସ କରାଯାଇଛି। ଭାରତ ବଜାର ୧୨.୮% ଅଭିବୃଦ୍ଧି...

୨୫ ହଜାର ବର୍ଷ ଧରି କନ୍ଦାଉଛି କରୋନା, କହିଲେ ବିଶେଷଜ୍ଞ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୪: ପୃଥିବୀରେ ସମ୍ପ୍ରତି ଦେଖା ଦେଇଥିବା କରୋନା ମହାମାରୀ ନେଇ ଏକ ନୂଆ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଉଲ୍ଲେଖ କରାଯାଇଛି ଯେ, ଏବେ...

ପୃଥିବୀରେ ମଙ୍ଗଳ ଜଳବାୟୁ

ଓ୍ବାଶିଂଟନ୍‌, ୯ା୮: ମଙ୍ଗଳରେ ଜନବସତି ସ୍ଥାପନ ସ୍ବପ୍ନ ପୂରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୈଜ୍ଞାନିକ। ସେଠାକାର ଜଳବାୟୁ ଜୀବନଧାରଣ ନିମନ୍ତେ ଅନୁକୂଳ ହୋଇ ନ...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ,୧୯-୧୧: ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ବିଭିନ୍ନ ପ୍ରସଙ୍ଗ ଉପରେ ଏହି ଅବସରରେ ଆଲୋଚନା ହୋଇଥିବା ଜଣାପଡିଛି। ଭାରତୀୟ...

Advertisement
Archives

Model This Week