Posted inଫୁରସତ

କରୋନାରୁ ରକ୍ଷା ପାଇବା ପାଇଁ ଅଟୋରେ ଲଗାଇଲେ ଓ୍ବାସ୍‌ ବେଶିନ

ମହାମାରୀ କରୋନା (କୋଭିଡ-୧୯) ସମଗ୍ର ବିଶ୍ୱକୁ କବଳିତ କରିଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ତେବେ କରୋନା ଠାରୁ ଦୂରେଇ ରହିବାର ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତା। ଏଭଳି ପରିସ୍ଥିତିରେ ଲୋକେ ଘରେ ରହିବା ସହ ପରସ୍ପରଠାରୁ ଦୂରତା ବଜାୟ ରଖୁଛନ୍ତି। କରୋନାକୁ ଏଡ଼ାଇବା ପାଇଁ ବାରମ୍ବାର ହାତ ଧୋଇବାକୁ ଲୋକଙ୍କୁ କୁହାଯାଉଛି। ଏଥିରୁ ଦୂରେଇ ରହିବା ପାଇଁ କ୍ୟାବ୍‌ ଏବଂ ଅଟୋବାଲା ପ୍ଲାଷ୍ଟିକ କଭର୍‌ ବ୍ୟବହାର କରୁଛନ୍ତି। ଠିକ୍‌ ଏତିକିବେଳେ କରୋନା ଭାଇରସକୁ ଏଡ଼ାଇବା ପାଇଁ ଜଣେ ବ୍ୟକ୍ତି ନିଜ ଅଟୋ ଭିତରେ ଏକ ଓ୍ବାସ୍‌ ବେଶିନ ଲାଗାଇଛନ୍ତି। ଏହା ଉପରେ ହ୍ୟାଣ୍ଡ ଓ୍ବାସ ଓ ପାଣି ବୋତଲ ରଖାଯାଇଛି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ ବର୍ଷ ପରେ ଚର୍ଚ୍ଚାରେ ଔରଙ୍ଗଜେବ

ମୋଗଲ ସାମ୍ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ବାଦ୍‌ଶାହ ଥିଲେ ମୁହି ଅଲ୍‌-ଦିନ ମହମ୍ମଦ, ଯେକି ଔରଙ୍ଗଜେବ ଭାବେ ପରିଚିତ। ସେ ଥିଲେ ମୋଗଲ ସାମ୍ରାଜ୍ୟର ଷଷ୍ଠତମ ସମ୍ରାଟ।...

ଶ୍ୟାମ ପ୍ରକାଶଙ୍କ ନିଆରା ରୁଚି

ଶ୍ୟାମ ପ୍ରକାଶ ସେନାପତି। ଜନ୍ମ ୭ ଜୁଲାଇ ୧୯୭୦ମସିହାରେ। ପିତା-ଡାକ୍ତର ବଂଶୀଧର ସେନାପତି, ମା’ ବିଷ୍ଣୁପ୍ରିୟା ସେନାପତି, ଘର ପୁରୀ ବଡ଼ଦାଣ୍ଡ ସେନାପତି ଭବନ। ସ୍କୁଲ...

ସ୍ବାମୀଙ୍କ ପାଇଁ ଖାଦ୍ୟ ପ୍ୟାକ୍‌ କରିବା ପୂର୍ବରୁ ଖାଇଥାନ୍ତି ସ୍ତ୍ରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କଥାରେ ଅଛି, ଖାଇବା ବାଣ୍ଟିବା(ଶେୟାର କଲେ) ଦ୍ୱାରା ଭଲପାଇବା ବଢ଼ିଥାଏ। ଏହାକୁ ନେଇ ଏବେ ଚର୍ଚ୍ଚାରେ ଜଣେ ମହିଳା। ଆମେରିକାର ଟେକ୍ସାସ୍‌ରେ ରୁହନ୍ତି ଟ୍ରେସି ହୋଓ୍ବେଲ...

ଏ ହେଉଛନ୍ତି କ୍ରିକେଟ ଦୁନିଆର ଆଗାମି ସୁପରଷ୍ଟାର: ଭିଡିଓ ଶେୟାର କଲେ ଡିନ୍‌ ଜୋନ୍ସ

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍‌ ଜୋନ୍ସ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ...

ମା’ ଭଳି ବାପା ବି ହୋଇପାରିବେ ଝିଅର ଭଲ ବନ୍ଧୁ: ଏହି ୪ ଦିଗ ଉପରେ ଦିଅନ୍ତୁ ଧ୍ୟାନ

ଅନେକ ସମୟରେ ଝିଅଟି ତା’ ଜୀବନରେ ଘଟୁଥିବା ପ୍ରତ୍ୟେକ କଥା ବିନା ସଙ୍କୋଚରେ ମା’ଙ୍କୁ କହିବା ଦେଖାଯାଇଥାଏ। ଏପରିକି କେତେକ ସ୍ଥାନରେ ପିତାଙ୍କ ଅନୁମତି ଲାଗି...

ଚିନ୍ମୟ ଚିନ୍ତନ: ହର୍‌ ଗୁଣ୍‌ ଫେଡ୍‌ ମିଶା..

ମନୁଷ୍ୟ ଜୀବନରେ ଲାଭ ମିଳିବ ସେତିକିବେଳେ ଯେତେବେଳେ ସେ ଗୋବିନ୍ଦଙ୍କ ଶରଣାପନ୍ନ ହେବ। ଜୀବ ମିଶିବ ପରମାତ୍ମାଙ୍କ ସହ। ତେଣୁ ଶେଷରେ ରହିଲା ‘ମିଶା’ ବା...

୨ଥର ଫେଲ୍‌ ହୋଇଥିବା ଛାତ୍ର ଛିଡାକଲେ କୋଟି କୋଟି ଟଙ୍କାର ଏହି କମ୍ପାନୀ: ଜାଣନ୍ତୁ …..

ଜୋମାଟୋ, ଦେଶର ସର୍ବୋଚ୍ଚ ଅନ୍‌ଲାଇନ୍‌ ଖାଦ୍ୟ ବିତରଣ କମ୍ପାନୀ ମଧ୍ୟରୁ ଅନ୍ୟତମ। ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକ ଏହି ସାଇଟ୍‌ରୁ ଖାଦ୍ୟ ଅର୍ଡର କରିଥାନ୍ତି।...

ବୋତଲରେ ପାଣି ଦେଖି ପାଖକୁ ଆସିଲା ହାତୀ, ଆଉ ତାପରେ…

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ସେଭଳି ବର୍ତ୍ତମାନ ହାତୀର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ...

Advertisement
Archives

Model This Week