କମିଲା ଆୟକର: ୫ରୁ ୭.୫ ଲକ୍ଷ ରୋଜଗାର ଉପରେ ଟିକସ ୧୦%

ନୂଆଦିଲ୍ଲୀ,୧।୨: ଚଳିତ ୨୦୨୦-୨୧ ବଜେଟରେ ସରକାର ଆୟକର କମାଇ ଦେଇଛନ୍ତିି। ଏଣିକି ୫ ଲକ୍ଷରୁ ୭.୫ ଲକ୍ଷ ଆୟକରୁ ଥିବା ବ୍ୟକ୍ତି ବିଶେଷଙ୍କୁ ୧୦% ଟିକସ ଦେବାକୁ ପଡ଼ିବ। ପୂର୍ବରୁ ଏହା ୨୦% ଥିଲା। ତେବେ ୫ ଲକ୍ଷ ପର୍ଯ୍ୟନ୍ତ ଆୟକରୁ ଥିବା ଲୋକଙ୍କୁ ପୂର୍ବ ଭଳି କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ୭.୫ ଲକ୍ଷରୁ ୧୦ ଲକ୍ଷ ଉପରେ ୧୫% ଆୟକର ଦେବାକୁ ପଡ଼ିବ। ଏହା ପୂର୍ବରୁ ୨୦% ଥିଲା। ସେହିପରି ୧୦ ଲକ୍ଷରୁ ୧୨.୫ ଲକ୍ଷ ଟଙ୍କା ଆୟ ଉପରେ ୨୦% ଆୟକର ଦେବାକୁ ପଡ଼ିବ। ଏହା ପୂର୍ବରୁ ୩୦% ଥିଲା। ଅପରପକ୍ଷରେ ୧୨.୫ ଲକ୍ଷରୁ ୧୫ ଲକ୍ଷ ଟଙ୍କା ଆୟ ଉପରେ ୨୫% ଟିକସ ଦେବାକୁ ପଡ଼ିବ। ଏହା ପୂର୍ବରୁ ୩୦% ଥିଲା। ସେହିପରି ୧୫ ଲକ୍ଷ ଟଙ୍କା ଆୟ ଉପରେ ପୂର୍ବଭଳି ୩୦% ପ୍ରତିଶତ ଟିକସ ବ୍ୟବସ୍ଥା ରହିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଏହି ନୂଆ ଟିକସ ବ୍ୟବସ୍ଥା ଦ୍ୱାରା ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତି ବାର୍ଷିକ ୭୮ ହଜାର ଟଙ୍କା ସଞ୍ଚୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ପରେ ଡ୍ରଗ୍ସ ମାମଲାରେ ରିଆଙ୍କ ଭାଇଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨।୧୨: ବଲିଉଡ୍‌ର ଭେଟେରାନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡ଼ିତ ଥିବା ଡଗ୍ସ ମାମଲାରେ ଏନ୍‌ସିବି ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

୧.୪୯ ଲକ୍ଷ କୋଟିର ଟିକସ ରିଫଣ୍ଡ

ଭୁବନେଶ୍ୱର,୩୦।୧୨: ଚଳିତ ଆର୍ଥିକ ବର୍ଷର ସୂଚନା ଅନୁସାରେ ଗୁରୁବାର ସୁଦ୍ଧା ୧.୪୫ କୋଟି ଟିକସଦାତାଙ୍କୁ ୧୪୯ ଲକ୍ଷ କୋଟି ଟଙ୍କାର ଟ୍ୟାକ୍ସ ସେଣ୍ଟ ଜାରି କରିଛନ୍ତି।...

ବନ୍ଦ ହୋଇପାରେ ସରକାରୀ ଗାଡ଼ି ରେଜିଷ୍ଟ୍ରେଶନ ନବୀକରଣ

ଭୁବନେଶ୍ୱର,୧୪।୩: କେନ୍ଦ୍ର ସରକାର ନୂଆ ସଡ଼କ ପରିବହନ ନିୟମ ସହ ପରିବେଶ ସୁରକ୍ଷା ଏବଂ ପୁରୁଣା ଗାଡ଼ି ପାଇଁ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ନୂଆ...

ବ୍ରେକ୍ ନେବେ ରାହୁଲ

ନୂଆଦିଲ୍ଲୀ,୧୮ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡାର ଏମପି ରାହୁଲ ଗାନ୍ଧୀ ପ୍ରଚାର କରିବାକୁ ଯାଉଛନ୍ତି । ଏବେ...

ଯୁକ୍ରେନ୍‌ ଫେରନ୍ତାଙ୍କୁ ଏନ୍‌ଏମ୍‌ସିର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୭ା୯: ଯୁକ୍ରେନ୍‌ରେ ମେଡିକାଲ ଶିକ୍ଷା ଲାଭ କରୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି) ପକ୍ଷରୁ ବଡ଼ ଆଶ୍ୱସ୍ତି ମିଳିଛି। ରୁଷିଆ-ଯୁକ୍ରେନ୍‌ ଯୁଦ୍ଧ ପାଇଁ...

୫ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଆମ୍ମା କ୍ୟାଣ୍ଟିନ ଏବେ ୧୧ ଲକ୍ଷ ଭୋକିଲାଙ୍କ ପେଟକୁ ଯୋଗାଉଛି ଦାନା

ଚେନ୍ନାଇ,୧୧।୪: ତାମିଲନାଡୁର ଆମ୍ମା କ୍ୟାଣ୍ଟିନ ଦେଶ ବିଦେଶରେ ବେଶ୍‌ ପରିଚିତ। ଦୌନିକ ଏହି କ୍ୟାଣ୍ଟିନ ପାଖାପାଖି ୫ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଉଥିଲା। ହେଲେ କରୋନା...

ଖସିଲା ଟିକ୍‌ଟକ୍‌ ରେଟିଂ

ନୂଆଦିଲ୍ଲୀ,୨୧।୫: ୟୁଟ୍ୟୁବ୍‌ ଇନ୍‌ଫ୍ୟୁଏନ୍ସର ଏବଂ ଟିକ୍‌ଟିକ୍‌ କ୍ରିଏଟରଙ୍କ ମଧ୍ୟରେ ଇଣ୍ଟରନେଟ ଓ୍ବାର ନିକଟରେ ଦେଖିବାକୁ ମିଳିଛି। ଏଥି ଯୋଗୁ ଶଟ୍‌ ଭିଡିଓ ପ୍ଲାଟ୍‌ଫର୍ମ ଟିକ୍‌ଟକ୍‌ର ରେଟିଂ...

ମୃତ୍ୟୁ ସଂଖ୍ୟା ୩୦ ତଳେ…

ନୂଆଦିଲ୍ଲୀ, ୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

Advertisement
Archives

Model This Week