କ’ଣ କରୁଛନ୍ତି ଇଲିଆନା

ଇଲିଆନା ଡି’ କ୍ରୁଜ ଏବେ କ’ଣ କରୁଛନ୍ତି ? ଯେହେତୁ ଏବେ ହାତରେ ସିନେମା ନାହିଁ ତେଣୁ ସେ ଗୋଟିଏ କାମରେ ନିଜକୁ ବ୍ୟସ୍ତ ରଖିଛନ୍ତି। ସେ ବର୍ତ୍ତମାନ ମାଇଣ୍ଡ ଫ୍ରେଶ କରିବାକୁ ଫରେନ୍‌ ଟୁର୍‌ରେ ଅଛନ୍ତି। ଅର୍ଥାତ୍‌, ପାଖାପାଖି ତିନି ସପ୍ତାହ ପର୍ଯ୍ୟନ୍ତ ସେ ବିଦେଶର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବେ। ଏ ସମ୍ପର୍କରେ ଇଲିଆନା କହନ୍ତି, ‘ଏବେ ମୋତେ ଟିକେ ଶୁଟିଂରୁ ଫୁରସତ ମିଳିଛି। ତେଣୁ ସେହି ସମୟରେ ମୁଁ ବିଭିନ୍ନ ଟୁରିଷ୍ଟ ସ୍ପଟ୍‌ ବୁଲିବାକୁ ସ୍ଥିର କରିଛି। ଏହି ସମୟ ଭିତରେ ମୁଁ ସେପରି ଜାଗା ବୁଲିବା ସହ ସେହି ସ୍ଥାନର ଇତିହାସ ବିଷୟରେ ଜାଣିବି। କାରଣ ଦର୍ଶନୀୟ ସ୍ଥାନ ବିଷୟରେ ଜ୍ଞାନ ଆହରଣ କରିବା ମୋର ଷ୍ଟୁଡେଣ୍ଟ କ୍ୟାରିୟରରୁ ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ବାକି ରହିଲା କ୍ୟାରିୟର କଥା। ବଲିଉଡ୍‌ରେ ମୋ କ୍ୟାରିୟରକୁ ନେଇ ମୁଁ ବେଶ୍‌ ସଚେତନ। ତେଣୁ କୌଣସି ସିନେମା ସାଇନ୍‌ କରିବା ପୂର୍ବରୁ ଶହେ ଥର ଚିନ୍ତା କରବି।’


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦ୍ୱନ୍ଦ୍ୱୀ ବିମୁଖ ରାଧିକା ମଦନ

ମୁମ୍ବାଇ: ବଲିଉଡରେ ବହୁ ନୂଆ ମୁହଁ ଆବିର୍ଭାବ ହେଉଥିଲେ ବି ଅଭିନେତ୍ରୀ ରାଧିକା ମଦନ ପ୍ରତିଦ୍ୱନ୍ଦ୍ୱିତାରେ ବିଶ୍ୱାସ କରନ୍ତି ନାହିଁ। ହିଟ୍‌ ଟିଭି ଶୋ’ ‘ମେରୀ...

OTT ଫିଲ୍ମଫେୟାର ପୁରସ୍କାର: ପଞ୍ଚାୟତକୁ ମିଳିଲା ବେଷ୍ଟ କମେଡି ଓ୍ବେବ ସିରିଜ୍‌ ପୁରସ୍କାର

ମୁମ୍ବାଇ: ଫ୍ଲାଇକ୍ସ ଫିଲ୍ମଫେୟାର OTT ପୁରସ୍କାରର ପ୍ରଥମ ସଂସ୍କରଣ ଶନିବାର ମୁମ୍ବାଇର ତାଜ ଲ୍ୟାଣ୍ଡ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଓ୍ବାର୍ଡ ଶୋ’ରେ ପଞ୍ଚାୟତକୁ ମିଳିଛି ଶ୍ରେଷ୍ଠ...

ମାଧୁରୀଙ୍କ ସହ ପୁଣି ନଜର ଆସିବେ ଆମିର!

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ଇନ୍ଦ୍ର କୁମାର ଏବେ ତାଙ୍କର ୧୭ ତମ ଫିଲ୍ମ ‘ଥ୍ୟାଙ୍କ ଗଡ’ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ସିଦ୍ଧାର୍ଥ...

କାଟ୍ରିନା କୈଫ୍‌ଙ୍କ ନିର୍ବନ୍ଧ ଶେଷ!

ବଲିଉଡରେ ଜଣେ ପରେ ଜଣେ ଷ୍ଟାର ବିବାହ ବନ୍ଧନରେ ଅବଦ୍ଧ ହେଉଛନ୍ତି। ଏବେ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ତାଙ୍କର କୁଆଡେ...

‘ହିରୋପନ୍ତି-୨’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ‘ହିରୋପନ୍ତି-୨’ର ଟ୍ରେଲର ରିଲିଜ୍‌ ହୋଇଛି । ତବେ ଏହି ଫିଲ୍ମଟି ୨୯ ଏପ୍ରିଲ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ...

ପ୍ରଭାସଙ୍କ ଫେସବୁକ୍‌ ହ୍ୟାକ୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଦେଶ ତଥା ବିଦେଶରେ ଅନେକ ପ୍ରଶଂସକ ଅଛନ୍ତି। କିନ୍ତୁ ସେ ସୋସିଆଲ ମିଡିଆରେ ବେଶୀ ସକ୍ରିୟ ନୁହଁନ୍ତି। ପ୍ରଭାସ ଫେସବୁକ ଏବଂ...

ଭିକ୍କିଙ୍କ ଘରେ କଟ୍ରିନା ରାନ୍ଧିଲେ ଏହି ଖାସ୍‌ ବ୍ୟଞ୍ଜନ, ଲୋକେ କହୁଛନ୍ତି…

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କଟ୍ରିନା କୈଫ। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଅଭିନେତା ଭିକ୍କି କୌଶଲଙ୍କ ହାତ ଧରିଛନ୍ତି ସେ।...

ସଲମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର: ହକି ଷ୍ଟିକ୍‌ରେ ଲୁଚି ରହିଛି ବନ୍ଧୁକ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁ ଏବଂ ବାପା ସଲିମ ଖାଁଙ୍କୁ ହତ୍ୟା ଧମକ ମିଳିବା ଘଟଣାର ଯାଞ୍ଚ ଜାରି ରଖିଛି ମୁମ୍ବାଇ ପୋଲିସ। ତେବେ...

Advertisement
Archives

Model This Week