କ’ଣ କରୁଛନ୍ତି ଇଲିଆନା

ଇଲିଆନା ଡି’ କ୍ରୁଜ ଏବେ କ’ଣ କରୁଛନ୍ତି ? ଯେହେତୁ ଏବେ ହାତରେ ସିନେମା ନାହିଁ ତେଣୁ ସେ ଗୋଟିଏ କାମରେ ନିଜକୁ ବ୍ୟସ୍ତ ରଖିଛନ୍ତି। ସେ ବର୍ତ୍ତମାନ ମାଇଣ୍ଡ ଫ୍ରେଶ କରିବାକୁ ଫରେନ୍‌ ଟୁର୍‌ରେ ଅଛନ୍ତି। ଅର୍ଥାତ୍‌, ପାଖାପାଖି ତିନି ସପ୍ତାହ ପର୍ଯ୍ୟନ୍ତ ସେ ବିଦେଶର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବେ। ଏ ସମ୍ପର୍କରେ ଇଲିଆନା କହନ୍ତି, ‘ଏବେ ମୋତେ ଟିକେ ଶୁଟିଂରୁ ଫୁରସତ ମିଳିଛି। ତେଣୁ ସେହି ସମୟରେ ମୁଁ ବିଭିନ୍ନ ଟୁରିଷ୍ଟ ସ୍ପଟ୍‌ ବୁଲିବାକୁ ସ୍ଥିର କରିଛି। ଏହି ସମୟ ଭିତରେ ମୁଁ ସେପରି ଜାଗା ବୁଲିବା ସହ ସେହି ସ୍ଥାନର ଇତିହାସ ବିଷୟରେ ଜାଣିବି। କାରଣ ଦର୍ଶନୀୟ ସ୍ଥାନ ବିଷୟରେ ଜ୍ଞାନ ଆହରଣ କରିବା ମୋର ଷ୍ଟୁଡେଣ୍ଟ କ୍ୟାରିୟରରୁ ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ବାକି ରହିଲା କ୍ୟାରିୟର କଥା। ବଲିଉଡ୍‌ରେ ମୋ କ୍ୟାରିୟରକୁ ନେଇ ମୁଁ ବେଶ୍‌ ସଚେତନ। ତେଣୁ କୌଣସି ସିନେମା ସାଇନ୍‌ କରିବା ପୂର୍ବରୁ ଶହେ ଥର ଚିନ୍ତା କରବି।’


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣରୁ ରାଧିକାଙ୍କୁ କରାଯାଉଥିଲା ବାରମ୍ବାର ରିଜେକ୍ଟ

ମୁମ୍ବାଇ:ଜଣେ ନାୟିକାର ଶାରୀରିକ ଗଠନ ଆକର୍ଷଣୀୟ ହେବା ଦରକାର। ସୁନ୍ଦର ଶରୀର ଥିବା ନାୟିକାଙ୍କୁ ଦର୍ଶକ ସ୍କ୍ରିନ୍‌ରେ ଦେଖିବାକୁ ଭଲପାଆନ୍ତି ବୋଲି ଏକ ଭୁଲ୍‌ ଧାରଣା...

ଡ୍ରଗ୍ସ ନିଶାରେ ୨ ଦିନ ପରେ ଉଠିଥିଲେ ଏହି ଅଭିନେତା, ତା’ପରେ ଘଟିଥିଲା ଏମିତିି

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଇଣ୍ଡଷ୍ଟ୍ରିରେ ତିଷ୍ଠିବାକୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ଯଦିଓ ସେ କଳାକାର ପରିବାରରୁ ଆସିଥିଲେ ତଥାପି ଅଭିନୟ ଯାଦୁରେ ସେ...

ଭନ୍‌ସାଲୀଙ୍କ ଯୋଗୁ ବାଥରୁମ୍‌ରେ ଭୋ ଭୋ ହୋଇ କାନ୍ଦୁଥିଲେ ଏହି ଅଭିନେତ୍ରୀ, ଏବେ କହିଲେ…

ବମ୍ବେ: ଷ୍ଟାର ପ୍ଲସର ଲୋକପ୍ରିୟ ଧାରାବାହିକ ‘ପାଣ୍ଡ୍ୟା ଷ୍ଟୋର’ରେ ଧାରା ପାଣ୍ଡ୍ୟା ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ଶାଇନି ଦୋଶୀ। ହେଲେ ଦିନ...

ପପ୍‌ ଷ୍ଟାର ରିହାନାଙ୍କୁ ଡେଟ୍‌ କରୁଛନ୍ତି ଏହି ରାପର ବୟ

ହଲିଉଡ୍‌ର ପପ୍‌ ଷ୍ଟାର ରିହାନାଙ୍କୁ ଆମେରିକାର ରାପର ଆସପ ରକି ଡେଟିଂ କରୁଛନ୍ତି। ଏକଥା ନିଜେ ସ୍ବୀକାର କରିଛନ୍ତି ରକି। ସେ କହିଛନ୍ତି, ମୁଁ ରିହାନାଙ୍କ...

ତନୁଶ୍ରୀ ଦତ୍ତଙ୍କୁ ପୂରିଲା ୩୬: ଇମରାନ୍‌ ହାସମୀଙ୍କ ସହିତ ଲିପ୍‌ଲକ୍‌ ନେଇ ବଲିଉଡ୍‌ରେ ହୋଇଥିଲା ଚର୍ଚ୍ଚା…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଗୁରୁବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମାର୍ଚ୍ଚ ୧୯ରେ ଜାମ୍‌ସେଦ୍‌ପୁରଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନେତା ଇମରାନ୍‌...

ସ୍ବାମୀଙ୍କ ସହ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଜେନେଲିଆ ଡି’ସୁଜା ପୁଣି ଥରେ ସ୍ବାମୀ ରିତେଶ ଦେଶମୁଖଙ୍କ ସହ ବଡ଼ ପରଦାରେ ଆମ କରିବାକୁ ଚାହୁଁଛନ୍ତି। ପୂର୍ବରୁ ଏହି ସୁପରଷ୍ଟାର ଦମ୍ପତି...

ନାହାନ୍ତି ସୁଶାନ୍ତ: ଜନ୍ମଦିନ ପାଳୁଛନ୍ତି ପ୍ରଶଂସକ…

ମୁମ୍ବାଇ,୨୧।୧: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୩୫ତମ ଜୟନ୍ତୀ ଗୁରୁବାର ପାଳିତ ହେଉଛି। ୧୯୮୬ ଜାନୁୟାରୀ ୨୧ରେ ସେ ବିହାର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ।...

କାର୍ତ୍ତିକଙ୍କଠାରୁ ଦୂରରେ ରହିପାରୁନାହାନ୍ତି ସାରା, ଭେଟିବା ଲାଗି ଲକ୍ଷ୍ନୌ ପହଞ୍ଚିଲେ

ମୁମ୍ବାଇ: ବଲିଉଡ୍‌ର ନୂଆ ଲର୍ଭବର୍ଡ ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ସମ୍ପର୍କ ପୁଣି ଚର୍ଚ୍ଚାରେ। ପ୍ରଥମେ ‘କଫି ଉଇଥ୍‌ କରନ୍‌’ ଶୋ’ରେ କାର୍ତ୍ତିକଙ୍କୁ...

Advertisement
Archives

Model This Week