Posted inଖେଳ

କଙ୍କଡା ଖାଇବାକୁ ଭଲ ପାଆନ୍ତି ଏହି ମହାନ କ୍ରିକେଟର୍‌

ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି ଭାରତକୁ ବିଜୟୀ କରୁଥିବା ଖେଳାଳିମାନେ କ’ଣ ଖାଇବାକୁ ଭଲ ପାଆନ୍ତି ତାହା ମଧ୍ୟ ଜାଣିବାକୁ ଇଚ୍ଛୁକ ଥାନ୍ତି ତାଙ୍କ ପ୍ରଶଂସକ। ସାଧାରଣତଃ ଭାରତୀୟ କ୍ରିକେଟରେ ‘ଦ ଓ୍ବାଲ୍‌’ ନାମରେ ପରିଚିତ ରାହୁଲ ଦ୍ରାଭିଡଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କେବେ ବି ଚର୍ଚ୍ଚା ହୋଇ ନ ଥାଏ। ଏତେ ବଡ ମହାନ ବ୍ୟାଟ୍ସମ୍ୟାନ୍‌ ହୋଇମଧ୍ୟ ସେ ଗଣମାଧ୍ୟମଠାରୁ ଯଥାସମ୍ଭବ ନିଜକୁ ଦୂରେଇ ରଖିଥାନ୍ତି। ତେବେ ରାହୁଲ କଙ୍କଡା ଖାଇବାକୁ ବେଶ୍‌ ଭଲ ପାଆନ୍ତି। କ୍ରିକେଟ ଖେଳୁଥିବା ସମୟରେ ମଧ୍ୟ ହୋଟେଲରେ କଙ୍କଡା ତରକାରୀ ଅର୍ଡର ଦେଇଥାନ୍ତି ସେ । ଏକ ସାକ୍ଷାତକାରରେ   ପିଲାବେଳୁ ସେ କଙ୍କଡା ଖାଇବାକୁ ବେଶ୍‌ ଭଲ ପାଉଥିବା  କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩୫ ବଲରେ ଶତକ ହାସଲ କଲେ ଏହି ବ୍ୟାଟ୍ସମ୍ୟାନ

ଲାହୋର, ୧୦।୧୦: ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ ଖୁସ୍‌ଦିଲ୍‌ ଶାହ ଟି୨୦ କ୍ରିକେଟ୍‌ରେ ନିଜ ଦେଶ ପକ୍ଷରୁ ଦ୍ରୁତତ୍ତମ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ୨୫...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୫ କୋଟିରେ ବିକ୍ରି ହେଲା ଓ୍ବର୍ନଙ୍କ କ୍ୟାପ

ସିଡ୍‌ନୀ,୧୦।୧(ଏଏଫ୍‌ପି)- କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ପଦାର୍ପଣ ଗ୍ରୀନ କ୍ୟାପ ୧ ନିୟୁତ ଅଷ୍ଟ୍ରେଲିଆନ ଡଲାରରେ ବିକ୍ରି ହୋଇଛି। ଭାରତୀୟ ମୁଦ୍ରାରେ ଏହାର...

ଆର୍ଜେଣ୍ଟିନା ଦଳରେ ମେସି

ବୁଏନ୍‌ସ ଏରିଜ,୨୨।୫- ଆସନ୍ତା ଜୁନ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା କୋପା ଆମେରିକା ପ୍ରତିଯୋଗିତା ଲାଗି ଘୋଷିତ ୨୩ ଜଣିଆ ଆର୍ଜେଣ୍ଟିନା ଦଳରେ ବାର୍ସିଲୋନା...

ସୁଦିରମାନ କପ୍‌ରେ ପଦକ ଲକ୍ଷ୍ୟରେ ଭାରତ

ନାନ୍ନିଙ୍ଗ (ଚାଇନା), ୧୮।୫(ପି.ଟି.)- ଚାଇନାର ନାନ୍ନିଙ୍ଗଠାରେ ରବିବାରଠାରୁ ସୁଦିରମାନ କପ୍‌ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତର ପି.ଭି. ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ...

ନାସ୍କାର ଚାମ୍ପିୟନ ଡ୍ରାଇଭର ଜନ୍‌ସନ୍‌ କରୋନା ପଜିଟିଭ୍‌

ଇଣ୍ଡିଆନାପୋଲିସ୍‌ (ୟୁଏସ୍‌), ୫ା୭ (ଏପି)-ସାତ ଥର ନାସ୍କାର ଚାମ୍ପିୟନ ଜେମି ଜନସନ କରୋନା ଭାଇରସ୍‌ ପଜିଟିଭ୍‌ ବୋଲି ଜଣାପଡ଼ିଛି। ଫଳରେ ସେ ରବିବାର ଇଣ୍ଡିଆନାପୋଲିସ ମୋଟର...

ଦୁଲୀପ୍‌ ଟ୍ରଫି ଫାଇନାଲ: ଇଶାନଙ୍କ ଉପରେ ନଜର

ବେଙ୍ଗାଲୁରୁ, ୩।୯ (ପି.ଟି.)- ଘରୋଇ କ୍ରିକେଟ୍‌ର ଅନ୍ୟତମ ସମ୍ମାନଜନକ କ୍ରିକେଟ୍‌ ପ୍ରତିଯୋଗିତା ଦୁଲୀପ୍‌ ଟ୍ରଫିର ଫାଇନାଲ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହେବ। ସ୍ଥାନୀୟ ଏମ୍‌. ଚିନ୍ମସ୍ବାମୀ...

ଇସ୍ରାଏଲ୍‌ ଟିମ୍‌ରେ ଯୋଗଦେବେ ଫ୍ରୁମ୍‌

ଓ୍ବାଶିଂଟନ, ୧୦ା୭ (ଏପି)-ଟିମ୍‌ ଲିଡର ମର୍ଯ୍ୟାଦା ହରାଇବାରୁ ୪ଥର ଟୁର୍‌ ଡି’ ଫ୍ରାନ୍ସ ବିଜେତା ଖ୍ରିସ୍‌ ଫ୍ରୁମ୍‌ ଟିମ୍‌ ଇନୋସ୍‌ ଛାଡ଼ିିବେ। ଦିନକୁ ଦିନ ଭଲ...

୧୯୯୯ ବିଶ୍ୱକପ୍‌ରେ ଭାରତ ହାରିବା ପରେ ଭୋ ଭୋ ହୋଇ କାନ୍ଦିଥିଲେ ଭୁବି, ଏବେ…

ନୂଆଦିଲ୍ଲୀ,୬।୨: ଆହତ ସମସ୍ୟା ଯୋଗୁ ଭାରତୀୟ ଟିମ୍‌ରୁ ବାହାରେ ଅଛନ୍ତି ଅନୁଭବୀ ଦ୍ରୁତ ବୋଲର ଭୁବନେଶ୍ୱର କୁମାର। ପଡ଼ିଆ ବାହାରେ ଥିବାରୁ ସେ କ୍ରିକେଟକୁ ବହୁତ...

Advertisement
Ten Cric Info


Archives

Model This Week