ଓପୋଲଫେଡ୍‌ର ହୋମ୍‌ ଡେଲିଭରି ସେବା

ଭୁବନେଶ୍ୱର,୭।୫: ଲକ୍‌ଡାଉନ ସମୟରେ ଓପୋଲଫେଡ୍‌ ପକ୍ଷରୁ ଗ୍ରାହକଙ୍କୁ ସେବା ଯୋଗାଣଧାରା ଜାରି ରହିଛି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏହା ହୋମ୍‌ ଡେଲିଭରି ସେବା ଯୋଗାଣ ଦ୍ୱାରା ଲୋକଙ୍କ ନିକଟରେ ଉଚିତ ମୂଲ୍ୟରେ ଅଣ୍ଡା ଏବଂ କୁକୁଡ଼ା ମାଂସ ଯୋଗାଇ ଦେଉଛି। ଭୁବନେଶ୍ୱରରେ ୪ଟି ସେଣ୍ଟର ଦ୍ୱାରା ଏହା ସେବା ପ୍ରଦାନ କରୁଛି। ଏହି ସେଣ୍ଟରଗୁଡିକ ଚନ୍ଦ୍ରଶେଖରପୁର, ଓୟୁଏଟି, ଶହୀଦନଗର ଏବଂ ଆଇଆର୍‌ସି ଭିଲେଜରେ ରହିଛି। ନିର୍ଦ୍ଧାରିତ ଫୋନ ନମ୍ବରରେ ଗ୍ରାହକ କଲ୍‌ ଷ୍ଟୋରରୁ ଅଣ୍ଡା ଏବଂ ମାଂସ ଅର୍ଡର କରିପାରିବେ। ଲୋକଙ୍କୁ ସେବା ଯୋଗାଣ ଲାଗି ବ୍ୟବସ୍ଥା କରାଯାଇଥିବା ବେଳେ ସହଜରେ କିଭଳି ଲୋକ ଏହା ଲାଭ କରିପାରିବେ ତାକୁ ଧ୍ୟାନରେ ରଖାଯାଇଥିବା ଓପୋଲଫେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ ଚାଇନା ସାମଗ୍ରୀ ବିକିବେନି ବ୍ୟବସାୟୀ

ନୂଆଦିଲ୍ଲୀ,୨୭।୬: ଚଳିତ ବର୍ଷ ସ୍ବଦେଶୀ ଉପାୟରେ ଦୀପାବଳି ପାଳନ କରିବା ଲାଗି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆହ୍ବାନ ଦିଆଯାଇଛି। ଦୀପାବଳିକୁ ଶତ ଏହି ଉପାୟରେ...

ଟିକ୍‌ଟକ୍‌ ବ୍ୟବହାରକାରୀଙ୍କ ପାଇଁ ବିକଳ୍ପ ଏହି ଆପ୍‌, ୨୫ ଲକ୍ଷରୁ ଅଧିକ କଲେଣି ଏହାକୁ ଡାଉନଲୋକ

ନୂଆଦିଲ୍ଳୀ,୩୦।୬: ଭାରତରେ ଟିକ୍‌ଟକ୍‌ ବ୍ୟାନ ହେବାପରେ ଏବେ ଭାରତୀୟ ଆପ୍‌ ଚିଙ୍ଗାରୀର ଚାହିଦା ବୃଦ୍ଧି ପାଇଛି। ଏହି ଆପ୍‌କୁ ଗୁଗୁଲ ପ୍ଲେ ଷ୍ଟୋରରେ ୨୫ ଲକ୍ଷରୁ...

ଇଣ୍ଡିଗୋ ବିମାନର ବଡ଼ ନିଷ୍ପତ୍ତି: ଦୂରତା ହିସାବରେ ଧାର୍ଯ୍ୟ ହେବ ବିମାନ ଭଡ଼ା

ଶ୍ରୀନଗର,୫।୮: ବିମାନ କମ୍ପାନୀ ଇଣ୍ଡିଗୋ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଶ୍ରୀନଗର ବିମାନବନ୍ଦରରୁ ଉଡାଣ ଭରୁଥିବା ସମସ୍ତ ବିମାନ ପାଇଁ ଦୂରତା ହିସାବରେ ଭଡା ଧାର୍ଯ୍ୟ କରାଯିବା...

ଆସିପାରେ ଆଉ ଏକ ପ୍ୟାକେଜ

ନୂଆଦିଲ୍ଲୀ,୮।୯ : କରୋନା ଯୋଗୁ ଲୋକମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ସରକାର ଆଉ ଏକ ପ୍ୟାଜେକ ଲୋକଙ୍କ ଲାଗି...

ସର୍ବଶ୍ରେଷ୍ଠ ସିଇଓ ତାଲିକାରେ ୩ ଭାରତୀୟ

ନ୍ୟୁୟର୍କ,୩୦-୧୦: ବିଶ୍ୱର ସର୍ବଶ୍ରେଷ୍ଠ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତାଲିକାରେ ୩ ଭାରତ ଜନ୍ମିତ ବ୍ୟକ୍ତି ସାମିଲ ହୋଇଛନ୍ତି। ହାଭାର୍ଡ ବିଜନେସ ରିଭ୍ୟୁ(ଏଚ୍‌ବିଆର୍‌) ପକ୍ଷରୁ ପ୍ରକାଶିତ ‘ଦି...

ମହିଳା ସଶକ୍ତିକରଣ ନିମନ୍ତେ ଜେଏସ୍‌ପିଏଲ୍‌ ପୁରସ୍କୃତ

ଭୁବନେଶ୍ୱର,୧୪-୧୧: ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ(ଜେଏସ୍‌ପିଏଲ୍‌) ମହିଳା ସଶକ୍ତିକରଣ ଦିଗରେ ବିଭିନ୍ନ ଉଲ୍ଲେଖନୀୟ ଯୋଗଦାନ ଲାଗି ପୁରସ୍କୃତ ହୋଇଛି। କମ୍ପାନୀକୁ ଓମେନ୍‌ ଆଚିଭର୍ସ ପୁରସ୍କାରରେ...

ଗାଡି ବିକ୍ରି ହ୍ରାସ ଧାରା ଜାରି

ନୂଆଦିଲ୍ଲୀ, ୩-୧୨: ନଭେମ୍ବର ମାସରେ ଘରୋଇ ବଜାରରେ କମ୍ପାନୀଙ୍କ ଯାନ ବିକ୍ରି ହ୍ରାସ ଧାରା ଜାରି ରଖିଛି। ଏହି ସମୟରେ ଟୟୋଟା କିର୍ଲୋସ୍କାର ମୋଟର୍ସ ବିକ୍ରି...

୫ଲକ୍ଷ କୋଟି ଡଲାର ଅର୍ଥନୀତି ପାଇଁ ରହିଛି ବହୁ ଆହ୍ବାନ

ନୂଆଦିଲ୍ଲୀ,୭-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ନେଇଯିବା...

Coronavirus Update


Archives

Model This Week

Why Dharitri