ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୭: ଓଡ଼ିଶା ରସଗୋଲାକୁ ଜିଆଇ (ଭୌଗୋଳିକ ସାଙ୍କେତିକ)ଟ୍ୟାଗ୍‌ ମାନ୍ୟତା ମିଳିଛି। ଏହାଅନୁସାରେ ରସଗୋଲା ଓଡ଼ିଶାର ଭୌଗୋଳିକ ସ୍ଥିତି ସହିତ ଜଡ଼ିତ ରହିଛି ବୋଲି ସ୍ବୀକୃତି ମିଳିଛି। ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ରସଗୋଲାର ନିବିଡ଼ ସମ୍ପର୍କ ରହିଛି। ଓଡ଼ିଶାର ପରମ୍ପରା ସହିତ ରସଗୋଲା ଜଡ଼ିତ ବୋଲି ଏଥିରେ ସୂଚିତ ହୋଇଛି। ଚେନ୍ନାଇର ଜିଆଇ ରେଜିଷ୍ଟାରଙ୍କ ପକ୍ଷରୁ ଏହି ମାନ୍ୟତା ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୫ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁଲାଇ ୩୦ରେ ଓଡ଼ିଶାରେ ରସଗୋଲା ଦିବସ ପାଳିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲୁଛି ମହାନଦୀ: ପୁରୀରେ ସମ୍ଭାବ୍ୟ ବନ୍ୟାସ୍ଥିତିକୁ ନେଇ ସମୀକ୍ଷା

ପୁରୀ ଅଫିସ,୨୯।୮: ହୀରାକୁଦ ଜଳଭଣ୍ଡାର ଗେଟ୍‌ ଖୋଲିବା ପରେ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ବଢ଼ିଛି। ପୁରୀ ଜିଲାରେ ବନ୍ୟା ହୋଇପାରେ...

୯ କୋଟି ଟଙ୍କାରେ ବିକ୍ରି ହେଲା ବିଶ୍ୱର ସବୁଠାରୁ ବିପଦଜ୍ଜନକ ଲ୍ୟାପଟପ୍‌

ନୂଆଦିଲ୍ଲୀ, ୨୯।୫: ବିଶ୍ୱର ସବୁଠାରୁ ବିପଦଜ୍ଜନକ ଲ୍ୟାପଟପ୍‌ ୧୩ଲକ୍ଷ ଡଲାର(ପାଖାପାଖି ୯ କୋଟି ଟଙ୍କା)ରେ ବିକ୍ରି ହୋଇଛି। ଅନଲାଇନ୍‌ ନିଲାମରେ ଏହା ବିକ୍ରି କରାଯାଇଛି ବୋଲି...

୪ ଶିଳ୍ପସଂସ୍ଥାରେ ୩୪,୧୦୫ ନିଯୁକ୍ତି

ଭୁବନେଶ୍ୱର,୫।୧୦(ବ୍ୟୁରୋ): ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାରେ ଥିବା ୪ଟି କାରଖାନାରେ ୩୪,୧୦୫ ଜଣ ଲୋକ କର୍ମସଂସ୍ଥାନ ପାଇଛନ୍ତି। ଏଥିମଧ୍ୟରୁ ଢେଙ୍କାନାଳର ମେରାମୁଣ୍ଡଳୀଠାରେ ଥିବା...

ସୁଶାନ୍ତ ମୃତ୍ୟୁ ମାମଲା: ଏମ୍ସ ରିପୋର୍ଟକୁ ନେଇ ମୁହଁ ଖୋଲିଲେ ସଞ୍ଜୟ

ମୁମ୍ବାଇ,୫ ।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରାଜନୈତିକ ବାକ୍‌ଯୁଦ୍ଧ ଲାଗି ରହିଛି । ସିବିଆଇ ଦ୍ୱାରା ଗଠନ କରାଯାଇଥିବା ଏମ୍ସ...

ସ୍କୁଲରେ ଛାତ୍ରଙ୍କୁ ତାଲା ପକାଇବା ଘଟଣା: ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର/ବାଲେଶ୍ୱର ଅଫିସ,୧୨।୯ (ବ୍ୟୁରୋ): ବାଲେଶ୍ୱର ସହର ମଠସାହି ମହାବୀର ନୋଡାଲ ସ୍କୁଲରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଇ ପଳାଇବା ଘଟଣାରେ ସ୍କୁଲ ଓ ଗଣଶିକ୍ଷା...

ଉତ୍ତରପ୍ରଦେଶରେ ପୁଣି ଲଜ୍ଜା: ନାବାଳିକାକୁ ଗଣବଳାତ୍କାର, ୪ ଗିରଫ

ନୂଆଦିଲ୍ଲୀ, ୭ା୧୨(ପି.ଟି.): ଦେଶର ବିଭିନ୍ନ ସ୍ଥାନରେ ଗୋଟାକ ପରେ ଗୋଟେ ଗଣବଳାତ୍କାର ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଉନ୍ନାଓ କାଣ୍ଡ ପରେ ପୀଡ଼ିତା ଆଖିବୁଜିବା, ହାଇଦ୍ରାବାଦରେ...

ସରକାରୀ ବିଏଡ୍‌ କଲେଜ ବନ୍ଦ ନିର୍ଦ୍ଦେଶ ପରେ ତତ୍ପରତା

ଭୁବନେଶ୍ୱର,୫ା୩(ବ୍ୟୁରୋ): ରାଜ୍ୟରେ ଥିବା ୧୪ଟି ସରକାରୀ ବିଏଡ୍‌ କଲେଜ ବନ୍ଦ କରିବାଦେବା ଲାଗି ଏନ୍‌ସିଟିଇ (ନ୍ୟାଶନାଲ୍‌ କାଉନ୍‌ସିଲ ଫର୍‌ ଟିଚର ଏଜୁକେଶନ) କମିଟି ୨ ମାସ...

ବିଭାଗୀୟ ତଦନ୍ତ ଆରମ୍ଭ

ବଇଣ୍ଡା,୧୪।୩(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ପିତାବଳୀବାହାଳ ଛକ(କନ୍ତପଡ଼ା)ଠାରୁ ବିପ୍ରଡିହ ପର୍ଯ୍ୟନ୍ତ ଦୀର୍ଘ ୧୨ କିମି ମାଟି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା...


Coronavirus Update

Archives

Model This Week

Why Dharitri