ଓଜନ ହ୍ରାସରେ ସହାୟକ ହୁଏ ତେନ୍ତୁଳି

ତେନ୍ତୁଳି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ବିଭିନ୍ନ ରୋଗ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ ତେନ୍ତୁଳିର ଉପକାରୀ ଗୁଣ ବିଷୟରେ..

ଓଜନ କମ୍‌ କରେ
ତେନ୍ତୁଳି ଖାଇଲେ ଓଜନ ହ୍ରାସ ଘଟେ। ତେନ୍ତୁଳିରେ ହାଇଡ୍ରୋସିଟ୍ରିକ୍‌ ନାମକ ଏକ ଏସିଡ୍‌ ଥାଏ, ଯାହା, ଶରୀରରେ ଫ୍ୟାଟ୍‌ ଅଂଶ କମ୍‌ କରେ।

କ୍ୟାନ୍‌ସର ପାଇଁ ଉପକାରୀ
କ୍ୟାନ୍‌ସରରୁ ଦୂରେଇ ରହିବାକୁ ଚାହୁଁଥିଲେ ତେନ୍ତୁଳି ଖାଆନ୍ତୁ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ଏବଂ ଟ୍ୟାଟ୍ରିକ୍‌ ଏସିଡ୍‌ ଭରପୂର ମାତ୍ରାରେ ଥାଏ। ଏହା କ୍ୟାନ୍‌ସର କୋଷିକାଗୁଡିକୁ ବଢିବାରୁ ରୋକିଥାଏ।

ଡାଇବେଟିସ୍‌ ନିୟନ୍ତ୍ରଣ କରେ
ଡାଇବେଟିସ୍‌ ରୋଗୀଙ୍କ ପାଇଁ ତେନ୍ତୁଳି ବେଶ୍‌ ଉପକାରୀ। ଏହା ବ୍ଲଡ୍‌ ସୁଗାର ସ୍ତର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ
ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଏହା ଅନେକ ଉପକାରୀ ହୋଇଥାଏ। ତେନ୍ତୁଳିରେ ଥିବା ପୋଟାସିୟମ ରକ୍ତରେ ଥିବା ସୋଡିୟମ ମାତ୍ରାକୁ କ୍ମ୍‌ କରି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।

ଥଣ୍ଡା ଦୂରକରେ
ଥଣ୍ଡା ହୋଇଥିଲେ ଏକ ଗ୍ଲାସ୍‌ ଉଷୁମପାଣିରେ ଗୋଟେ ଚାମଚ ତେନ୍ତୁଳି ରସ ପକାଇ ପିଇଲେ ଥଣ୍ଡାରୁ ଉପଶମ ମିଳିବ।

ହଜମ ହେଉ ନ ଥିଲେ
ତେନ୍ତୁଳି ଖାଦ୍ୟକୁ ହଜମ କରାଇବାରେ ସାହାଯ୍ୟ କରେ ତେନ୍ତୁଳି।


Enter your email to get our daily news in your inbox.

All Right Reserved By Dharitri.Com

ନିଦ୍ରାହୀନତା ସମସ୍ୟା ପାଇଁ ଦାୟୀ କଫି

ଖବରଟି କଫି ପ୍ରେମୀଙ୍କୁ ନିରାଶ ଦେଇପାରେ। ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁ ଲୋକମାନେ ଦୈନନ୍ଦିନ ଦୁଇ କପ୍‌ କଫି ପିଅନ୍ତି, ସେମାନଙ୍କଠାରେ ଭବିଷ୍ୟତରେ ନିଦ୍ରାହୀନତା ସମସ୍ୟା...

କ୍ୟାନ୍‌ସର ଚିହ୍ନଟ କରିବ ‘ଡି-୩’

କଥାରେ ଅଛି ‘କ୍ୟାନ୍‌ସର ନୋ ଆନ୍‌ସର’। ହେଲେ ଏବେ ଏହି ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା କରାଇପାରିଲେ ସେଥିରୁ ଆରୋଗ୍ୟ ମିଳିପାରୁଛି।...

ଘର ଭଡ଼ା

ଜବ୍‌, ବ୍ୟବସାୟ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ପରିବାରକୁ ବାହାରେ ଘର ଭଡ଼ା ନେଇ ରହିବାକୁ ହୋଇଥାଏ। ଆବଶ୍ୟକ ସ୍ଥଳେ ବାରମ୍ବାର ଘର ବି...

ପ୍ରକୃତି, ପରିବେଶ ଓ ସ୍ବାସ୍ଥ୍ୟ

ନିଜ ଘରଠାରୁ ଆରମ୍ଭ କରି ସମାଜ, ଗାଁ, ଜିଲା, ରାଜ୍ୟ ଓ ଦେଶ ସ୍ତରରେ ମଧ୍ୟ ସମୟ ଅନୁଯାୟୀ ଆବଶ୍ୟକ ପଦାର୍ଥ ବହୁମୂଲ୍ୟରେ କ୍ରୟ କରି...

ପୁତ୍ରର ଋଣ ଶୁଝା

ମାତୃ ଋଣ କଦାପି ଶୁଝି ହୁଏ ନାହିଁ। କାରଣ ମା’ ଏକ ଅନନ୍ୟ ମରିଷ। ନୂଆ ଜୀନନଟିଏ ସୃଷ୍ଟି କରିବାରେ ମା’ର ଭୂମିକା ଅତୁଳନୀୟ। ସମାୟନ...

ସୌନ୍ଦର୍ଯ୍ୟ ନୁହେଁ ରୋଗର କାରଣ ମଧ୍ୟ ହୋଇଥାଏ ବଡ଼ନଖ

ସାଧାରଣତଃ ମହିଳାମାନେ ବଡ଼ ବଡ଼ ନଖ ରଖିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ହାତ ହେଉ କି ଗୋଡ଼ ନଖ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ବୋଲି ମହିଳାମାନଙ୍କର...

ନୋବେଲ ବିଜ୍ଞାନୀ ଲୁଇସ୍‌ ଓ୍ବାଲ୍ଟର ଆଲ୍‌ଭାରେଜ୍‌

ଲୁଇସ୍‌ ଓ୍ବାଲ୍ଟର ଆଲ୍‌ଭାରେଜ୍‌ ଜଣେ ଆମେରିକୀୟ ପଦାର୍ଥ ବିଜ୍ଞାନୀ। କେବଳ ସେତିକି ନୁହେଁ, ଜଣେ ଉଦ୍ଭାବକ ଏବଂ ପ୍ରଫେସର ଭାବରେ ତାଙ୍କର ଖ୍ୟାତି ରହିଛି। ୧୯୬୮...

ଜୀବନସାଥୀଙ୍କ ପାଇଁ ବହୁତ ଲକି ଏହି ୪ ରାଶିରେ ଜନ୍ମିତ ଯୁବତୀ; ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକେ

ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ...

Advertisement
Archives

Model This Week