ଓଜନ କମାଉଛନ୍ତି ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ପାଇଁ ନିଜର ଓଜନ ପ୍ରାୟ ୨୦ କିଲୋ ବୃଦ୍ଧି କରିଥିଲେ। ଏବେ କିନ୍ତୁ ଆଉ କିଛି ସିନ୍‌ର ଶୁଟିଂ ପାଇଁ ତାଙ୍କୁ ଓଜନ କମାଇବାକୁ ପଡୁଛି। ଏଥିପାଇଁ ସେ ଦିନକୁ ପ୍ରାୟ ୧୦ରୁ ୧୩ କିଲୋମିଟର ଦୌଡୁଥିବା ଶୁଣିବାକୁ ମିଳିଛି। ହେଲେ ଏଥିପାଇଁ ଯେଉଁ କଷ୍ଟ କରିବାକୁ ପଡୁଛି ସେଥିପାଇଁ ବି ସେ ଔଷଧ ସେବନ କରୁଛନ୍ତି ବୋଲି କୁହାଯାଉଛି। ଅସଲ କଥା ହେଲା ଏବେ ଆମିର ‘ଲାଲ ସିଂ ଚଡ୍ଡା’ର ଏକ ବିଶେଷ ସିକ୍ୱୁଏନ୍ସର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ତାଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ମଧ୍ୟ ଯିବାକୁ ପଡୁଛି। ଆଉ ବିଭିନ୍ନ ସ୍ଥାନକୁ ଯାଇ ଶୁଟିଂ କରୁଥିବାରୁ ଯେଉଁ ପରିଶ୍ରମ ହେଉଛି ସେଥିପାଇଁ ସେ ମେଡିସିନ ମଧ୍ୟ ନେଉଛନ୍ତି। କାରଣ ସେ ଏହି ଶୁଟିଂକୁ କୌଣସି ପରିସ୍ଥିତିରେ ବନ୍ଦ କରିବାକୁ ଚାହୁଁ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଦେଖି ଇମୋଶନାଲ ହେଲେ ତାପସୀ

ମୁମ୍ବାଇ: କରୋନା ମହାମାରୀ ସହ ଏବେ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡି ନାହିଁ। ଏହି ସଂକ୍ରମଣକୁ ରୋକିବାକୁ...

ଘରୁ ପଳାଇଯାଇ ମନ୍ଦିରରେ କରିଥିଲେ ବିବାହ

ବମ୍ବେ: ସ୍କୁଲରେ ପଢ଼ୁଥିବା ବେଳେ ପ୍ରେମରେ ପଡ଼ିଥିଲେ। ପ୍ରେମିକଙ୍କୁ ଜୀବନସାଥୀ କରିବାକୁ ମନସ୍ଥ କରିଥିଲେ। ହେଲେ ପରିବାରଲୋକ ସମ୍ପର୍କକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲା।...

ସଲମାନଙ୍କ ସହ ଶୁଟିଂ କରୁଥିବା ସମୟରେ ଏମିତି ହୋଇଥିଲା ଏହି ଅଭିନେତ୍ରୀଙ୍କ ଅବସ୍ଥା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ୍‌ ଅନେକ ଥର ଦେହ ପାଇଁ ଲଜ୍ଜାର ଶିକାର ହୋଇଛନ୍ତି। ସେ ତାଙ୍କର ଅନେକ ସାକ୍ଷାତକାରରେ ଏ ବିଷୟରେ ମଧ୍ୟ...

ରିଲିଜ୍ ହେଲା ‘ବଚ୍ଚନ ପାଣ୍ଡେ’ର ନୂଆ ଗୀତ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ ଫିିଲ୍ମ ‘ବଚ୍ଚନ ପାଣ୍ଡେ’ର ଆଉ ଏକ ନୂଆ ଗୀତ ରିଲିଜ୍ ହୋଇଛି । ପୂର୍ବରୁ ଏହାର ଟ୍ରେଲର ରିଲିଜ୍ ହୋଇଥିବା...

ଦୀପିକା-ଅମୃତାଙ୍କ ଭିତରେ ରହିଛି ଏମିତି କନେକ୍ସନ

ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଏକ ମ୍ୟାରେଜ ପାର୍ଟିକୁ ଯାଇଥିବାବେଳେ ଏହି ସମୟର କିଛି ସ୍ପେଶାଲ ଫଟୋ ଏବେ ସୋସିିଆଲ ମିଡିଆରେ ଭାଇରାଲ ହୋଇଛି।...

ଅନ୍ତରଙ୍ଗ ଫଟୋ ଭାଇରାଲ ପରେ, ଏହି ଅଭିନେତ୍ରୀଙ୍କ ପୂର୍ବତନ ପ୍ରେମିକ ଆସିଥିଲେ ସନ୍ଦେହ ଘେରକୁ…

ସାଉଥ ତଥା ବଲିଉଡ ତାରକା କମଲ ହାସନଙ୍କ ଝିଅ ଅକ୍ଷରା ସାଉଥ ସିନେମାରେ କାମ କରିବା ସହିତ ‘ଶମିତାଭ’ ଭଳି ବଲିଉଡ ଫିଲ୍ମରେ କାମ କରିଛନ୍ତି।...

ଏକଦା ଅନ୍ୟ ଘରେ କାମ କରି ପେଟ ପୋଷୁଥିଲେ: ପରେ ହେଲେ ସୁପରଷ୍ଟାର, ଗିନିଜ୍‌ ବୁକ୍‌ରେ ପାଇଲେ ସ୍ଥାନ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ଅନେକ କଳାକାର ରହିଛନ୍ତି ଯେଉଁମାନେ କୌଣସି ନା କୌଣସି କାମକୁ ନେଇ ଅନ୍ୟଠାରୁ ଭିନ୍ନ। ଏମିତି ଜଣେ କଳାକାର ହେଲେ...

ଆମେରିକା ଯିବା ପୂର୍ବରୁ କୋକିଳାବେନ୍‌ ହସ୍ପିଟାଲ ଗଲେ ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି। ନିକଟରେ ସେ ନିଶ୍ୱାସ ନେବାରେ କଷ୍ଟ...

Advertisement
Archives

Model This Week