ଓଜନ କମାଇ ପ୍ରଶଂସକଙ୍କୁ ଚକିତ କଲେ ରାମ କପୁର

ମୁମ୍ବାଇ: ଚର୍ଚ୍ଚାରେ ଅଭିନେତା ରାମ କପୁର। ସେ ବି ନିଜର ଫିଲ୍ମ ଅଥବା ଧାରାବାହିକ ଲାଗି ନୁହେଁ ବରଂ ନିଜର ଟ୍ରାନ୍ସଫର୍ମେଶନ ପାଇଁ। ଏକତା କପୁରଙ୍କ ଶୋ’ ‘କରଲେ ତୁ ଭି ମୋହବତ୍‌’ ଏବଂ ‘ଲଭୟାତ୍ରୀ’ ଭଳି ଫିଲ୍ମରେ କାମ କରିଥିବା ରାମଙ୍କୁ ସମସ୍ତେ ମୋଟା ଲୁକ୍‌ରେ ଦେଖିଥିବେ। କିନ୍ତୁ ସେ ଏବେ ଓଜନ କମାଇଛନ୍ତି। ଏକଥା ନିକଟରେ ସେ ଶେୟାର କରିଥିବା କିଛି ଫଟୋରୁ ସ୍ପଷ୍ଟ ହୋଇଛି। ଫଟୋଗୁଡ଼ିକୁ ଯେ କେହି ଦେଖିଲେ ସେ ରାମ କପୁର ବୋଲି ବିଶ୍ୱାସ ନ କରିପାରେ। କାରଣ ଓଜନ କମାଇବା ସାଙ୍ଗକୁ ସେ ନିଜର ଲୁକ୍ସ ଉପରେ କାମ କରିଛନ୍ତି।
ତେବେ ରାମ କପୁର ଟେଲି ଜଗତରେ ଏକ ଜଣାଶୁଣା ନାମ। ସେ ମୋଟା ହୋଇଥିବା ସତ୍ତ୍ୱେ ସଫଳ ଲିଡ୍‌ ଅଭିନେତା ପାଲଟିଛନ୍ତି। ସେ ଅଭିନୟ କରିଥିବା ଶୋ’ଗୁଡ଼ିକ ସୁପରହିଟ୍‌ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କୁ ପ୍ରତି ମାସରେ ଏସ୍‌ବିଆଇ ଦେବ ୧୮.୯ ଲକ୍ଷ ଟଙ୍କା!

ମୁମ୍ବାଇ: ବଲିଉଡ୍ ଶେହେନଶାହା ଅମିତାଭ ବଚ୍ଚନଙ୍କୁ ଏବେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍‌ବିଆଇ)ମାସକୁ ପାଖାପାଖି ୧୮.୯ ଲକ୍ଷ ଟଙ୍କା ଦେବ ବୋଲି ଜଣାପଡିଛି । କାରଣ...

କ୍ୟାଟ୍ରିନାଙ୍କ ସନ୍‌ଡେ ସେଲ୍ଫି

ମୁମ୍ବାଇ: ବଲିଉଡ କୁଇନ କ୍ୟାଟ୍ରିନା କୈଫ ନିକଟରେ ବିବାହ କରିଥିବା ବେଳେ ସବୁବେଳେ ତାଙ୍କୁ ନେଇ କିଛି ନା କିଛି ଗସିପ୍ ଶୁଣିବାକୁ ମିଳୁଛି ।...

ସଲମାନଙ୍କ ଫିଲ୍ମ ଦେଖିବାକୁ ପ୍ରଶଂସକଙ୍କ ଏମିତି ନିଶା : ପୂରା ହଲ୍‌ ବୁକ୍‌ କରିଦେଲେ

ସଲମାନ ଖାନ୍‌ଙ୍କ ଫିଲ୍ମ ‘ଭାରତ’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦେଇଛି। ଏହି ଫିଲ୍ମ ଆସନ୍ତା ୫ ତାରିଖରେ ରିଲିଜ ହେବ। ଏବେଠୁ ଫିଲ୍ମର...

ଲଣ୍ଡନରେ ନିୟମ ଭାଙ୍ଗିଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ୍‌ ଏବଂ ହଲିଉଡ୍‌ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇସାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ ଲକ୍‌ଡାଉନ୍‌ ପାଇଁ ଲଣ୍ଡନରେ...

ଫିଲ୍ମରେ ସଫଳତା ପାଇଁ ଏପରି କଲେ ଅଭିଷେକ

ଅଭିନେତା ଅଭିଷେକ ବଚ୍ଚନ ବଲିଉଡ୍‌ରେ ଅନେକ ଫିଲ୍ମରେ କାମ କରିସାରିଛନ୍ତି। ହିଟ୍‌ ସାଙ୍ଗକୁ ଅନେକ ଫ୍ଲପ୍‌ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। ସଫଳତା ପାଇଁ...

ମିଟୂ: ତନୁଶ୍ରୀଙ୍କୁ ଝଟକା, ନାନାଙ୍କୁ କ୍ଲିନ୍‌ଚିଟ୍‌

ଅଭିନେତା ନାନା ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଝଟକା ଲାଗିଛି। ଏନେଇ ପୋଲିସ ନାନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ।...

ଅଭିନେତ୍ରୀଙ୍କୁ ବନ୍ଧୁକ ମୁନରେ ଲୁଟିଲେ

ନୂଆଦିଲ୍ଲୀ, ୧୫।୯: ଅଭିନେତ୍ରୀ ନିକିତା ରାଓ୍ବାଲଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ମୁନରେ ଲୁଟିଛନ୍ତି। ନିକିତା ତାଙ୍କ ମାଉସୀଙ୍କ ଘରେ ଏକା ଥିବା ବେଳେ କିଛି ଦୁର୍ବୃତ୍ତ...

ଶିଳ୍ପାଙ୍କ ବଡ଼ ନିଷ୍ପତ୍ତି; ସ୍ବାମୀଙ୍କଠାରୁ ରହିବେ ଅଲଗା! ପିଲାମାନଙ୍କ ଉପରେ ଯେପରି…

ବମ୍ବେ: ଯାହା ଉପରେ ବିଶ୍ୱାସ କରି ସାରା ଜୀବନ କାଟିଦେବାର ସ୍ବପ୍ନ ଦେଖିଥିଲେ, ସେ ହିଁ ବିଶ୍ୱାସଘାତକତା କରିବାକୁ ପଛାଇଲେ ନାହିଁ। ଏପରି କିଛି ଘଟିଛି...

Advertisement
Archives

Model This Week