ଏହି ତେଲ ଲଗାଇଲେ ଜଣା ପଡ଼େନାହିଁ ବୟସ

ସାଧାରଣତଃ ଲୋକେ ବିଭିନ୍ନ ତେଲର ବ୍ୟବହାର କରିଥା’ନ୍ତି। ମାତ୍ର ନଡ଼ିଆ ତେଲରେ ଏପରି ଗୁଣ ରହିଛି, ଯାହାକୁ ଲଗାଇଲେ ବୟସ ବୃଦ୍ଧି ହେଲେ ମଧ୍ୟ ଜଣାପଡ଼ି ନ ଥାଏ। ଜାଣନ୍ତୁ ଏହାର ବ୍ୟବହାର ସମ୍ପର୍କରେ…
ନଡ଼ିଆ ତେଲକୁ ସୌନ୍ଦର୍ଯ୍ୟର ତେଲ କୁହାଯାଏ। ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ -ଇ ରହିଛି। ଏହା ଚର୍ମ, ଓଠ ଏବଂ କେଶକୁ ନରମ ରଖିଥାଏ।

Bottles with fresh coconut oil on wooden table

ପ୍ରତିଦିନ ନଡ଼ିଆ ତେଲ ଲଗାଇଲେ ସ୍ବାସ୍ଥ୍ୟ ପକ୍ଷେ ବହୁତ ଭଲ। ଏହାକୁ ରାତିରେ ଶୋଇବା ପୂର୍ବରୁ ଲଗାଇଲେ ଚର୍ମ ନରମ ହେବା ସହ ଉଜ୍ଜ୍ୱଳ ଦିଶିଥାଏ। ଶୀତଦିନେ ଓଠ ଶୁଷ୍କ ହୋଇଯାଇଥାଏ। ନଡ଼ିଆତେଲକୁ ଟିକେ ଉଷୁମ କରି ଓଠରେ ଲଗାଇଲେ ନରମ ହୋଇଥାଏ। ଏହା ସହିତ ଓଠ କଳାପଣ ମଧ୍ୟ ଦୂର ହୁଏ। ସ୍କ୍ରବ୍‌ କରିବାକୁ ହେଲେ ନଡ଼ିଆତେଲ ସବୁଠୁ ଭଲ। ନଡ଼ିଆତେଲ ଏବଂ ବ୍ରାଉନ ସୁଗାରକୁ ଏକ ପାତ୍ରରେ ନେଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ। ଏହାକୁ ଲଗାଇଲେ ଚର୍ମ ଶୁଷ୍କତା ଦୂର ହୋଇ ଚେହେରାରେ ଚମକ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଶା କାମୁଡିବାର ପରିଣାମ: ଗୋଡ଼ର ଆକାର ସ୍ବାଭାବିକଠାରୁ ୫ଗୁଣ ହେଲା ବଡ଼

ମଶା କାମୁଡିବା ଆମକୁ ସାଧାରଣ ଲାଗିଥାଏ। ପ୍ରତିଦିନ ଗୋଟିଏ ମଶା ଆମକୁ ନିଶ୍ଚିନ୍ତ କାମୁଡୁଥିବ। ଡେଙ୍ଗୁ, ମେଲେରିଆ ବ୍ୟତିତ କୌଣସି ସାଧାରଣ ମଶା କାମୁଡିଲେ ସାମାନ୍ୟ...

ସ୍ତନ କର୍କଟରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ମାଛ ଶରୀର ପାଇଁ ଉପକାରୀ। ସପ୍ତାହରେ ଥରେ ମାଛ ଖାଇଲେ ସ୍ତନ କର୍କଟରୁ ମୁକ୍ତି ମିଳିଥାଏ ବୋଲି ମିସିଗାନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ପିଅନ୍ତୁ ଏହି ଜୁସ୍‌

ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଏହି ଗମ୍ଭୀର ସମସ୍ୟାକୁ ସାମାନ୍ୟ ଅଣଦେଖା କରିବା ଫଳରେ ଏହା...

ଦାନ୍ତ ବିନ୍ଧା କମ୍‌ କରେ ଏହି ପତ୍ର

ଓସ୍ତ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଓସ୍ତ ପତ୍ରରେ ଭିଟାମିନ୍‌ ଏବଂ ଅନେକ ଆଣ୍ଟିଅକ୍ସିଡେଣ୍ଟ ତତ୍ତ୍ୱ ରହିଛି। ଯାହା ଶରୀର ବିଭିନ୍ନ ଗମ୍ଭୀର ରୋଗ...

ବିନା ଫ୍ରିଜ୍‌ରେ ଧନିଆ ପତ୍ରକୁ ରଖିପାରିବେ ୧୫ ଦିନ ସତେଜ: ଜାଣନ୍ତୁ କିପରି…

ଧନିଆ ପତ୍ର ଯେକୌଣସି ଖାଦ୍ୟରେ ସ୍ବାଦ ବଢ଼ାଇଥାଏ। ବିଶେଷକରି ତରକାରିରେ ଧନିଆ ପତ୍ର ପଡ଼ିଲେ ତାହାର ସ୍ବାଦ ଦ୍ୱିଗୁଣିତ ହୋଇଯାଏ। କିନ୍ତୁ ଏହାକୁ ମାତ୍ର ୨,...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ହେଙ୍ଗୁ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଏକ ରିପୋର୍ଟରୁ ପ୍ରକାଶ, ଭାରତରେ ପ୍ରତି ୫ ଜଣରେ ଜଣେ ରକ୍ତଚାପର ଶିକାର ହୋଇଥାନ୍ତି। ରକ୍ତଚାପ ବଢ଼ିଲେ ଅନ୍ୟ ରୋଗ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ତେଣୁ...

ଏପରି ସ୍ତ୍ରୀଙ୍କୁ ବିବାହ କଲେ ପୁରୁଷ ଜୀବନ ଧନ୍ୟ; ଜାଣନ୍ତୁ ଏପରି କାହାକୁ କହିଛନ୍ତି ଚାଣକ୍ୟ…

ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି...

ବିଟ୍‌ରୁଟ୍‌ ମୋଦକ

ବିଟ୍‌ରୁଟ୍‌ ମୋଦକ ଆବଶ୍ୟକ ସାମଗ୍ରୀ: ୨ କପ୍‌ ବେସନ, ୨ ଟେବଲ୍‌ ସ୍ପୁନ୍‌ ରାଓ୍ବା/ସୁଜି, ୨ଟି ସିଝା ବିଟ୍‌ରୁଟ ପେଷ୍ଟ କିମ୍ବା ୧/୪ ଟିସ୍ପୁନ୍‌ ବିଟ୍‌ରୁଟ୍‌...

Advertisement


Archives

Model This Week