ଏହି ଗୀତରେ ରବିନାଙ୍କ ସହ ରୋମାଣ୍ଟିକ୍‌ ଡ୍ୟାନ୍ସ କଲେ ପ୍ରଭାସ

ବାହୁବଳୀ ଷ୍ଟାର ପ୍ରଭାସଙ୍କ କୋଟିଏରୁ ଊର୍ଦ୍ଧ୍ୱ ଫ୍ୟାନ୍‌ ରହିଛନ୍ତି। କିନ୍ତୁ ପ୍ରଭାସ ରବିନା ଟଣ୍ଡନଙ୍କ ବଡ଼ ଫ୍ୟାନ୍‌। ଏହି କଥା ପ୍ରଭାସ ଡ୍ୟାନ୍ସ ଶୋ’ ‘ନଚ୍‌ ବଲିୟେ -୯’ରେ ସମସ୍ତଙ୍କୁ ଜଣାଇଛନ୍ତି। ଶୋ’ରେ ପ୍ରଭାସ – ରବିନାଙ୍କ ସହ ‘ଟିପ୍‌ ଟିପ୍‌ ବରଷା ପାନି’ଗୀତରେ ରୋମାଣ୍ଟିକ୍‌ ଡ୍ୟାନ୍ସ କରି ଦର୍ଶକଙ୍କ ମନ ମୋହି ନେଇଛନ୍ତି।

୧୯୯୪ରେ ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନଙ୍କ ଅଭିନୀତ ଫିଲ୍ମ ‘ମୋହରା’ର ଏହି ଗୀତ ବେଶ୍‌ ଲୋକପ୍ରିୟ। ଏହି ଗୀତରେ ରବିନା ଏକ ହଳିଦିଆର ରଙ୍ଗ ଶାଢ଼ିରେ ନଜର ଆସିଥିଲେ। ‘ନଚ୍‌ ବଲିୟେ-୯’ ସେଟ୍‌ରେ ମଧ୍ୟ ଠିକ୍‌ ସେହିପରି ହଳିଦିଆ ରଙ୍ଗର ଶାଢ଼ି ପିନ୍ଧି ପ୍ରଭାସଙ୍କ ସହ ଡ୍ୟାନ୍ସ କରି ସ୍ମୃତିକୁ ତାଜା କରିଦେଇଛନ୍ତି। ଏହି ଡ୍ୟାନ୍ସକୁ ଦର୍ଶକ ବେଶ୍‌ ଉତ୍ସାହର ସହ ଉପଭୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସର୍ତ୍ତରେ ଜୟା-ଅମିତାଭଙ୍କ ବିବାହ ପାଇଁ ରାଜି ହୋଇଥିଲେ ପିତା

ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୮ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର...

ସିଦ୍ଧାର୍ଥଙ୍କ ସହ ଦେଶୀ ଲୁକ୍‌ରେ ନଜର ଆସିଲେ କିଆରା

ମୁମ୍ବାଇ: ରବିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ସେରିମନି । ଏହି ଆୱାର୍ଡ ଶୋ’ରେ ଟେଲିଭିଜନରୁ ଆରମ୍ଭ...

ସମିତାଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ…

ବମ୍ବେ: ବିଗ୍‌ବସ୍‌ ଘରୁ ବାହାରିବା ପରେ ପ୍ରେମିକ ରାକେଶ ବାପତଙ୍କ ସହ ସମୟ ବିତାଉଛନ୍ତି ଅଭିନେତ୍ରୀ ସମିତା ସେଟ୍ଟୀ। ବୁଧବାର ସମିତା ନିଜର ଜନ୍ମଦିନ ପାଳନ...

ଐଶ୍ଚର୍ଯ୍ୟା ରାୟଙ୍କ ଆଖି କାହିଁକି ନୀଳ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଆଖି ଦେଖିବାକୁ ନୀଳ। ତେଣୁ ତାଙ୍କୁ ପ୍ରଶଂସକମାନେ ନୀଳନୟନା କହିଥାନ୍ତି। ତେବେ ଏହା ପଛରେ ରହିଛି ଏକ...

ସଲମାନ୍‌ଙ୍କ ପିଲାଦିନର ଫଟୋ ଭାଇରାଲ: ହ୍ୟାଣ୍ଡସମ୍‌ ହଙ୍କ୍‌ଠାରୁ କିଛି କମ୍‌ ନ ଥିଲେ ଭାଇଜାନ୍‌

ଦବଙ୍ଗ ଖାନ୍‌ ସଲମାନ ଜଣେ ସୁପରଷ୍ଟାର। ସେ ସବୁବେଳେ ନିଜ ପରିବାର ତଥା ଭାଇମାନଙ୍କ ସହ ମିଶି ରହିଥାନ୍ତି। ତେବେ ସୋସିଆଲ ମିଡିଆରେ ତାଙ୍କର ଏକ...

ଗ୍ଲାମର ଛାଡ଼ି ଏବେ ଯୋଗିନୀ

ବମ୍ବେ: କଳାକାରଟିଏ ହେବାର ସ୍ବପ୍ନ ନେଇ ଅନେକ ମୁମ୍ବାଇ ମୁହାଁ ହୋଇଥାନ୍ତି। ଏଥିପାଇଁ ସହରକୁ ସ୍ବପ୍ନର ସହର ବୋଲି କୁହାଯାଏ। ଅନେକ ଆଶାୟୀଙ୍କ ସ୍ବପ୍ନ ଏଠାରେ...

ସଲମାନଙ୍କ ପାଇଁ ଅଟକି ରହିଛି ଏହି ବ୍ୟକ୍ତିଙ୍କ ବିବାହ

ବଲିଉଡ୍‌ର ଭାଇଜାନ ସଲମାନ ଖାନଙ୍କ କ୍ରେଜ୍‌ କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ରହିଛି। ତାଙ୍କ ପାଇଁ କିଛି ପ୍ରଶଂସକ ଜୀବନ ଦେବାକୁ ମଧ୍ୟ ପଛାନ୍ତି...

ସିଏଏକୁ ନେଇ ପ୍ରତିକ୍ରିୟା ରଖିଲେ ଉର୍ମିଳା

ମୁମ୍ବାଇ,୩୧।୧: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ବଲିଉଡ୍‌ ରଙ୍ଗିଲା ଗର୍ଲ ଉର୍ମିଲା...

Advertisement
Archives

Model This Week