ଏସ୍‌ବିଆଇର ଏମର୍ଜେନ୍ସି କ୍ରେଡିଟ ଲାଇନ୍‌

ମୁମ୍ବାଇ,୨୨-୩: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଋଣଗ୍ରହୀତଙ୍କା ଲାଗି ଏକ ଜରୁରିକାଳୀନ କ୍ରେଡିଟ ଲାଇନ ଖୋଲା ଯାଇଛି। ଏହି ସମୟରେ ବ୍ୟାଙ୍କ ବ୍ୟାଙ୍କରୁ ଜୁନ ୩୦ ଯାଏ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ କରିବା ନେଇ ବ୍ୟବସ୍ଥା କରାଯିବ। ୧୨ ମାସ ଅବଧି ଲାଗି ଏହି ଋଣ ୭.୨୫% ସୁଧ ହାରରେ ଯୋଗାଇ ଦିଆଯିବ। କରୋନା ପ୍ରଭାବରେ ବାଣିଜ୍ୟ କାରବାର ଯେଭଳି ପ୍ରଭାବିତ ନ ହୁଏ ସେଥିଲାଗି ସଂସ୍ଥାଗୁଡିକୁ ସହାୟତା କରିବା ଲାଗି ଏଭଳି ବ୍ୟବସ୍ଥା କରାଯାଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେଷ୍ଟିଭାଲ୍ ସେଲ୍ ସମୟରେ ନିୟମ ଉଲ୍ଲଂଘନ କରୁଛନ୍ତି ଇ-କମର୍ସ କମ୍ପାନୀ: ବଡ଼ କାର୍ଯ୍ୟାନୁଷ୍ଠାନ ନେବେ ସରକାର

ନୂଆଦିଲ୍ଲୀ,୧୧ା୧୦: ଚଳିତ ପାର୍ବଣ ଋତୁରେ ଅନଲାଇନ୍ ରିଟେଲର ବା ଇ-କମର୍ସ କମ୍ପାନୀମାନେ ଖୋଲାଖୋଲି ସରକାରଙ୍କ ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାହକମାନଙ୍କଠାରୁ ଅନେକ...

ହିରୋ ମୋଟୋକର୍ପର ପାର୍ବଣ ଅଭିଯାନ

ନୂଆଦିଲ୍ଲୀ,୧୧।୧୦: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହିରୋ ମୋଟୋକର୍ପର ପାର୍ବଣ ଅଭିଯାନ ‘ଶୁଭ ମୁହୁରତ୍‌ ଆୟା, ହିରୋ ସାଥ୍‌ ଲାୟା’ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ପିଜିଏଲ୍‌ ହୋଣ୍ଡାରେ ବିଜୟ ମହୋତ୍ସବ

ଭୁବନେଶ୍ୱର,୧୧।୧୦(ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ବିଜୟ ମହୋତ୍ସବ’ ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

୬ ମାସରେ ୫୨% ବୃଦ୍ଧି

ଭୁବନେଶ୍ୱର, ୧୧ା୧୦(ଅନୁରାଧା ମହାରଣା): କ୍ରମାଗତ ଭାବେ ଘରୋଇ ବଜାରରେ ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ ବା ୟୁପିଆଇର କାରବାର ବୃଦ୍ଧି ପାଉଛି। ଏପରିକି ୨୦୨୪ ଜାନୁଆରୀ ୧ରୁ...

୩୦ଜିଲାରେ ଖୋଲିବ ୩୦୦ନୂଆ ପୋଷ୍ଟ ଅଫିସ

ଭୁବନେଶ୍ୱର,୧୦।୧୦: (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତୀୟ ଡାକ ବିଭାଗ ପକ୍ଷରୁ ନ୍ୟାଶନାଲ ପୋଷ୍ଟାଲ ଉଇକ୍‌ (ଜାତୀୟ ଡାକ ସପ୍ତାହ)...

‘ହ୍ବାଟ୍ସଆପ୍‌’ରେ ନିଜର ସିକ୍ରେଟ୍‌ ଚାଟ୍‌କୁ ଏଭଳି ଲୁଚାନ୍ତୁ, GF ବି ପାରିବେନି ଜାଣି…

ନୂଆଦିଲ୍ଲୀ,୧୦।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହ୍ବାଟ୍ସଅପ୍‌’ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପିଲାଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିଜର ଆକାଉଣ୍ଟ...

ଆଦାନୀ-ଅମ୍ବାନୀଙ୍କ ଠାରୁ ରତନ ଟାଟାଙ୍କର ଥିଲା କମ୍‌ ସମ୍ପତ୍ତି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧୦: ଟାଟା ଗ୍ରୁପର ପୂର୍ବ ଚେୟାରମ୍ୟାନ ରତନ ଟାଟାଙ୍କର ମୃତ୍ୟୁ ହୋଇଛି। ୮୬ବର୍ଷରେ ତାଙ୍କ ପରଲୋକ ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ସବୁଠାରୁ ପୁରୁଣା...

ଅଟଳ ପେନସନ ଯୋଜନା: ସାମିଲ ହେଲେଣି ୫୬ ଲକ୍ଷ  ଲୋକେ, ଜାଣନ୍ତୁ ଏହାର ଲାଭ, କିଭଳି କରିବେ ଆବେଦନ 

ନୂଆଦିଲ୍ଲୀ,୧୦।୧୦: ଅବସର ପରେ ସମ୍ମୁଖୀନ ହେଉଥିବା ଆର୍ଥିକ ଆହ୍ବାନର ମୁକାବିଲା ଲାଗି ପେନସନ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ସରକାର ଏହାକୁ ବୁଝନ୍ତି ଏବଂ ସେଥିଲାଗି ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri