ଏସିଡିଟିରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଅଧୁଆ ମୁହଁରେ କରନ୍ତୁ ଏପରି…

ପ୍ରତିଦିନ ସକାଳେ ମୁହଁ ନ ଧୋଇ ଦେଢ଼ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏପରି କଲେ ପାଚନ କ୍ରିୟା ସ୍ବାଭାବିକ ହେବା ସହିତ ଏସିଡିଟି ସମସ୍ୟାରୁ ମୁକ୍ତି ମିଳିଥାଏ । କୋଷ୍ଠକାଠିନ୍ୟ ଏହା ଦ୍ୱାରା ହୋଇଥାଏ ଦୂର। ମେଦବହୁଳତାରେ ଏହା ଅମୃତ ତୁଲ୍ୟ କାର୍ଯ୍ୟ କରିଥାଏ। ରକ୍ତ ସଞ୍ଚାଳନ ପ୍ରକିୟାକୁ ଏହା ସ୍ବାଭାବିକ କରି ହାର୍ଟ ଆଟାକରୁ ମୁକ୍ତି ଦେଇଥାଏ। ଏହା ଦ୍ୱାରା ଯୁବ ସୁଲଭ ଠାଣି ମଧ୍ୟ ବଜାୟ ରହିଥାଏ। ସେହିପରି କିଡ୍‌ନୀ ସମସ୍ୟାକୁ ଏହା ଦୂର କରେ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକପାଳଙ୍କ ନିକଟରେ ୫୫ ଅଭିଯୋଗ

ନୂଆଦିଲ୍ଲୀ,୨୩ା୧୦(ପି.ଟି.):ଲୋକପାଳଙ୍କ ନିକଟରେ ଗତ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ୫୫ଟି ଅଭିଯୋଗ କରାଯାଇଛି। ସେଥିମଧ୍ୟରୁ ୩ ଜଣ ଏମ୍‌ପିଙ୍କ ବିରୋଧରେ ଅଭିଯୋଗ ଥିବା ଜଣାପଡ଼ିଛି। ଦୁର୍ନୀତି...

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଗୋଟିଏ ହେଲ୍ପଲାଇନ ନମ୍ବର-୧୩୯

ନୂଆଦିଲ୍ଲୀ,୩ା୧(ଆଇଏଏନ୍‌ଏସ୍‌):ଭାରତୀୟ ରେଳପଥ ଏହାର ଯାତ୍ରୀମାନଙ୍କ ସୁବିଧା ପାଇଁ ଗୋଟିଏ ହେଲ୍ପଲାଇନ ନମ୍ବର ଆରମ୍ଭ କରିଛି। ଏହି ନମ୍ବରକୁ ଫୋନ୍‌ କରି ସେମାନେ ବିଭିନ୍ନ ଅଭିଯୋଗ କରିବା...

ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଚାହୁଁଛନ୍ତି କି? ବାସ୍ତୁ ସାହାଯ୍ୟରେ କରନ୍ତୁ ସମାଧାନ

ଜୀବନରେ ଆଗକୁ ବଢ଼ିବାକୁ ହେଲେ ମନରେ ଆତ୍ମବିଶ୍ୱାସ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ବ୍ୟକ୍ତିଙ୍କ ଆତ୍ମବିଶ୍ୱାସର ଅଭାବ ଥାଏ, ତେବେ ସେ କୌଣସି ଗନ୍ତବ୍ୟ...

କରୋନା କରିଛି ଅଚଳାବସ୍ଥା

ନୂଆଦିଲ୍ଲୀ,୨୩ା୩: କରୋନା ଭାଇରସ୍‌ ସଂକ୍ରମଣ ଭୟାବହ ରୂପ ଧାରଣ କରିଛି। ଏହାକୁ ରୋକିବା ଲାଗି ଅନ୍ୟ ରାଜ୍ୟଗୁଡ଼ିକ ଭଳି ଜାତୀୟ ରାଜଧାନୀ ଦିଲ୍ଲୀରେ ବ୍ୟାପକ ପ୍ରତିଷେଧମୂଳକ...

ସଂକ୍ରମିତ ରୋଗୀଙ୍କ ତଥ୍ୟ ଲୁଚାଇବାରୁ ଘରୋଇ ହସ୍ପିଟାଲକୁ ସିଲ୍‌ କଲା ପ୍ରଶାସନ

ଗ୍ରେଟରନଏଡା,୩୧।୩: ଉତ୍ତରପ୍ରଦେଶର ଗ୍ରେଟରନଏଡାସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସିଲ୍‌ କରାଯାଇଛି। କରୋନା ପଜିଟିଭ୍‌ ରୋଗୀଙ୍କ ତଥ୍ୟ ଲୁଚାଇଥିବା ଅଭିଯୋଗରେ ଏହି ସିଲ୍‌...

ସୁରଟ ଅଗ୍ନିକାଣ୍ଡ : କୋଚିଂ ସେଣ୍ଟର ମାଲିକ ଗିରଫ, ୨ ଅଗ୍ନିଶମ ଅଧିକାରୀ ନିଲମ୍ବିତ

ସୁରଟ,୨୫ା୫ : ଗୁଜୁରାଟର ହୀରା ସହର କୁହାଯାଉଥିବା ସୁରଟର ଏକ କୋଚିଂ ସେଣ୍ଟରରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୦ରୁ ଊର୍ଦ୍ଧ୍ୱ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ...

ଚାଇନା ଦେଶର ୩ ସ୍ଥାନରେ କରିଛି ଜବର ଦଖଲ, ସତ କୁହନ୍ତୁ ମୋଦି: ରାହୁଲ

ନୂଆଦିଲ୍ଲୀ,୨୬।୬: ଚାଇନା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ରାହୁଲ ସୋସିଆଲ ମିଡିଆରେ ଏକ ଭିଡିଓ...

ବିଦ୍ୟୁତ୍‌ ପ୍ଲାଣ୍ଟରେ ନିଆଁ: ୯ ମୃତ

ହାଇଦ୍ରାବାଦ, ୨୨।୮: ତେଲଙ୍ଗାନାର ଶ୍ରୀଶୈଳମ୍‌ଠାରେ ଥିବା ଏକ ଜଳବିଦ୍ୟୁତ୍‌ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି।...

Coronavirus Update

Archives

Model This Week

Why Dharitri