Posted inଜାତୀୟ

ଏସିଆର ଶ୍ରେଷ୍ଠ ୧୦ ସୁନ୍ଦର ସହର ମଧ୍ୟରେ ରାଜସ୍ଥାନର ଉଦୟପୁର ଓ ଜୟପୁର

ନୂଆଦିଲ୍ଲୀ,୧୩।୭: ଏସିଆର ଶ୍ରେଷ୍ଠ ୧୦ ସୁନ୍ଦର ସହର ମଧ୍ୟରେ ରାଜସ୍ଥାନର ୨ ସହର ରହିଛନ୍ତି। ଏନେଇ ପର୍ଯ୍ୟଟନ ପ୍ରତିକା ଟ୍ରାଭେଲ ପ୍ଲସ୍‌ ରେଜର ମାଗାଜିନ୍‌ରେ ରିପୋର୍ଟ ପ୍ରକାଶ ପାଇଛି। ରାଜସ୍ଥାନର ଉଦୟପୁର ତାଲିକାରେ ୬ଷ୍ଠ ସ୍ଥାନରେ ଥିବାବେଳେ ଜୟପୁର ୧୦ମ ସ୍ଥାନରେ ରହିଛି। ତାଲିକାରେ ପ୍ରଥମ ସ୍ଥାନରେ ଭିଏତ୍‌ନାମ୍‌ର ହୋଇ ଇନ୍‌ ରହିଛି। ସେହିପରି ଦ୍ୱିତୀୟରେ ଥାଇଲାଣ୍ଡ୍‌ର ଚିୟାଙ୍ଗ୍‌ ମାୟ ଅଛି। ତୃତୀୟରେ ଇଣ୍ଡୋନେସିଆର ଉବୁଦ୍‌, ୪ର୍ଥରେ ଜାପାନର ଟୋକିଓ ଏବଂ ୫ମରେ ଜାପାନର କୟୋଟା ସହର ରହିଛି। ସେହିପରି ୭ମରେ ଥାଇଲାଣ୍ଡର ବ୍ୟାଙ୍କକ୍‌, ୮ମରେ ଜାପାନର ଓସାକା ଏବଂ ୯ମରେ କାମ୍ବୋଡ଼ିଆର ସିମ୍‌ ରିପ୍‌ ସହର ରହିଛି। ପର୍ଯ୍ୟଟକଙ୍କ ଅନୁଭବ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ରାଜସ୍ଥାନର ଉଦୟପୁରକୁ ପ୍ରତିବର୍ଷ ୧୦ ଲକ୍ଷ ଘରୋଇ ପର୍ଯ୍ୟଟକ ଏବଂ ୨ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଭୋଟିଂ ପୂର୍ବରୁ ଟିଏମସି ଉପରେ ବୁଥ କ୍ୟାପଚରିଂ ଅଭିଯୋଗ, କୁଚବିହାର-ବେଲଡାଂଗା ହିଂସାରେ ଦୁଇ ମୃତ

କୋଲକାତା,୮।୭: ପଶ୍ଚିମବଙ୍ଗରେ ଶନିବାର ଅର୍ଥାତ୍‌ ୮ ଜୁଲାଇରେ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ। କିଛି ସମୟ ପରେ ଏହି ଭୋଟ ଗ୍ରହଣ ପ୍ରକ୍ରିୟା...

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଜମ୍ମୁ-କଶ୍ମୀରରେ ପାଟ୍ରୋଲିଂ-ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର,୨୫।୧: ଜାନୁୟାରୀ ୨୬ରେ ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଗୁପ୍ତ ସୂଚନା ମିଳିବା ପରେ ନିୟନ୍ତ୍ରଣ ରେଖା...

ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ ଛୁଇଁଲା, …

ନୂଆଦିଲ୍ଲୀ,୧୯।୧୨: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତରେ ମଧ୍ୟ ସ୍ଥିତି ଧୀରେଧୀରେ ସଙ୍କଟ ଜନକ...

ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦରେ ଶାହାଙ୍କ ଏଣ୍ଟ୍ରି…

ନୂଆଦିଲ୍ଲୀ,୧୦।୧୨ : କନର୍ର୍ାଟକ ଏବଂ ମହାରାଷ୍ଟ୍ର ସୀମା ବିବାଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଏଣ୍ଟ୍ରି ହୋଇଛି। ବର୍ତ୍ତମାନ ସୀମା ବିବାଦର ସମାଧାନ ଆସନ୍ତା ସପ୍ତାହ ସୁଦ୍ଧା...

କଂଗ୍ରେସ ପାଣ୍ଡବ-ଭାଜପା କୌରବ, କହିଲେ ରାହୁଲ…

ଦ୍ୱାରକା, ୨୬।୨ : ଗୁଜରାଟର ଦ୍ୱାରକାଠାରେ କଂଗ୍ରେସ ପକ୍ଷରୁ ଆୟୋଜିିତ ଚିନ୍ତନ ଶିବିରରେ ରାହୁଲ ଗାନ୍ଧୀ ଯୋଗଦେଇ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ,...

ଦୁଇ ବର୍ଷରେ ଥରେ ବଢୁଛି ପିଆଜର ଦାମ୍‌

ନୂଆଦିଲ୍ଲୀ,୩।୧୨: ଏବେ ଦେଶର ଅଧିକାଂଶ ଭାଗରେ ପିଆଜର ଦର ଯେଉଁଭଳି ଭାବେ ବଢିଛି ତାହା ସମସ୍ତଙ୍କ ଆଖିରେ ଏକ ପ୍ରକାର ଲୁହ ଆଣି ଦେଇଛି ବୋଲି...

ରାତାରାତି ମାଲାମାଲ୍‌ ହୋଇଗଲେ ଗ୍ରାମବାସୀ, ଜାଣନ୍ତୁ କିପରି…

ସୁନାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଦୁର୍ବଳତା ରହିଛି। ମାତ୍ର ବଜାରରେ ସୂନାର ମୂଲ୍ୟ ଯାହା ହେଲାଣି ତାହାକୁ କିଣିବା ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର...

ମସ୍ତିଷ୍କ ଜ୍ୱର ପ୍ରଭାବିତ ଅଞ୍ଚଳର ଏନ୍‌ଭାରନୋମେଣ୍ଟାଲ ଷ୍ଟଡି ଦରକାର ବୋଲି କହିଲେ ନୀତୀଶ

ପାଟନା,୧୮।୬: ବିହାରରେ ମସ୍ତିଷ୍କ ଜ୍ୱରରେ ଏବେ ସୁଦ୍ଧା ପାଖାପାଖି ଶହେ ଶିଶୁଙ୍କ ମୃତ୍ୟୁ ହେଲାଣି। ଯାହା ଏବେ ନୀତୀଶ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।...

Advertisement
Archives

Model This Week