Posted inଫୁରସତ

ଏମିତି ମନ୍ଦିର, ଯେଉଁଠି ମାନବମୁଖରେ ପୂଜାପାନ୍ତି ଭଗବାନ ଶ୍ରୀଗଣେଶ

ସାଧାରଣତଃ ପ୍ରତ୍ୟେକ ମନ୍ଦିରରେ ଭଗବାନ ଶ୍ରୀଗଣେଶଙ୍କ ଗଜମୁଖ ସ୍ବରୂପ ପ୍ରତିମା ସ୍ଥାପିତ ହୋଇଥାଏ। କିନ୍ତୁ ଦକ୍ଷିଣ ଭାରତସ୍ଥିତ ଏକ ମନ୍ଦିରରେ ଏହାର ପରିବର୍ତ୍ତନ ଦେଖିବାକୁ ମିଳିଛି। ଏଠାରେ ଗଜମୁଖ ପରିବର୍ତ୍ତେ ମାନବମୁଖରେ ଗଜାନନ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ତାମିଲନାଡୁସ୍ଥିତ ଆଦି ବିନାୟକ ମନ୍ଦିରରେ ଏହି ବିଚିତ୍ରତା ଦେଖିବାକୁ ମିଳିଛି। ଏହା ଦୁନିଆର ଏକମାତ୍ର ମନ୍ଦିର, ଯେଉଁଠାରେ ଗଜାନନ ମାନବମୁଖରେ ପୂଜା ପାଉଛନ୍ତି। ମନ୍ଦିର ସହ ଆଉ ଏକ ଅଦ୍ଭୁତ ଘଟଣା ଯୋଡ଼ିହୋଇ ରହିଛି। ଏହାକୁ ଏକମାତ୍ର ଗଣେଶ ମନ୍ଦିର କୁହାଯାଏ, ଯେଉଁଠାରେ ଲୋକେ ନିଜ ପିତୃପୁରୁଷଙ୍କ ପିଣ୍ଡଦାନ ନିମନ୍ତେ ପୂଜା କରିବାକୁ ଆସନ୍ତି। ମାନ୍ୟତା ରହିଛି, ଏହି ସ୍ଥାନରେ ଭଗବାନ ଶ୍ରୀରାମ ନିଜ ପୂର୍ବଜଙ୍କ ଆମତ୍ାର ଶାନ୍ତି ନିମନ୍ତେ ପୂଜାର୍ଚ୍ଚନା କରିଥିଲେ। ଏହି ପରମ୍ପରା ସ୍ବରୂପ ଆଜି ବି ଲୋକେ ଏହାକୁ ପାଳନ କରିଆସୁଛନ୍ତି। ତାମିଲନାଡୁସ୍ଥିତ ଏହି ଗଣେଶ ମନ୍ଦିର ଦେଖିବାକୁ ସେତେ ଭ୍ଯଯ ନଥିଲେ ମଧ୍ୟ ନିଜ ଅଦ୍ଭୁତ ଆକର୍ଷଣ ପାଇଁ ବେଶ୍‌ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବର ସ୍ଥପତି ଦେବେ ରାଫାଲ ଜେଟ୍‌ର ଅନୁଭୁତି

ଚଣ୍ଡିଗଡ଼,୪ ।୩: ପଞ୍ଜାବର ସ୍ଥପତି ରାମପାଲ ବେହନିୱାଲ ନିଜର ବୁଦ୍ଧି ଖଟାଇ ଏକ ଯାନ ନିର୍ମାଣ କରିଛନ୍ତି । ଯାହା ଦେଖିବାକୁ ଅବିକଳ ଯୁଦ୍ଧ ବିମାନ...

ଚିଙ୍ଗୁଡି ସହ ଖେଳୁଛନ୍ତି କୁକୁର ଛୁଆ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଘରେ କର୍ପୂରରେ ଆଳତି କଲେ ମିଳେ ଅନେକ ଫାଇଦା

ହିନ୍ଦୁ ଧର୍ମରେ ପୂଜାରେ ଯଦି କର୍ପୂରକୁ ସାମିଲ କରା ନ ଯାଏ ତେବେ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି ଧରାଯାଇଥାଏ। ପୂଜା ସରିବା ପରେ କର୍ପୂରରେ ଆଳତି...

ସଙ୍ଗୀତ: ପଢିଲେ କବିତା ଗାଇଲେ ଗୀତ

ପ୍ରାୟ ୬ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟଧରି ତାଙ୍କର ସାହିତ୍ୟ, ସଙ୍ଗୀତ, ଭଜନ, ନାଟକ ଓ ଚଳଚ୍ଚିିତ୍ର ଆଦିି କ୍ଷେତ୍ରରେ ରହିଛି ସ୍ବତନ୍ତ୍ର ପରିଚୟ । ଲୋକକଳା,...

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ନାରକଣ୍ଡା

ନାରକଣ୍ଡା ହିମାଚଳ ପ୍ରଦେଶସ୍ଥିତ ଏକ ଛୋଟ ସହର;ଯାହା ନିଜର ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ସ୍କିଂ ପଏଣ୍ଟ ପାଇଁ ସାରା ଭାରତରେ ବେଶ୍‌ ପ୍ରସିଦ୍ଧିଲାଭ କରିପାରିଛି।...

୧୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ‘ତୈମୁର’

ଇଦ୍‌-ଉଲ୍‌-ଜୁହାକୁ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଇଦ୍‌ ଉପଲକ୍ଷେ ବଜାରରେ ଛେଳିଙ୍କ ଦାମ୍‌ ମଧ୍ୟ ଆକାଶଛୁଆଁ। ଅନ୍‌ଲାଇନ୍‌ ମାର୍କେଟ୍‌ରେ ବି ଲକ୍ଷାଧିକ ଟଙ୍କାରେ ଛେଳି...

ଦୁର୍ଘଟଣା ରୋକିବା ପାଇଁ ନିଜର ଲାଲ୍‌ ଅନ୍ତର୍ବସ୍ତ୍ର ଧରି ଟ୍ରେନ୍‌ ଲାଇନ୍‌ରେ ଦୌଡ଼ିଲେ ଯୁବକ

ଲକ୍ଷ୍ନୌ , ୨୯।୮: ଟ୍ରେନ୍‌ ଦୁର୍ଘଟଣା ରୋକିବା ପାଇଁ ଉତ୍ତରପ୍ରଦେଶ ମୋରାଦାବାଦ୍‌ ଜିଲାରେ ଜଣେ ଯୁବକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଯୁବକଙ୍କ ଉପସ୍ଥିତ ବୃଦ୍ଧି...

ଉତ୍ତର କୋରିଆର ଅଭିଶପ୍ତ ହୋଟେଲ: ୧୯୮୭ରୁ ଆଜିଯାଏ ଶେଷ ହୋଇପାରୁନି ନିର୍ମାଣ କାମ

ଉତ୍ତର କୋରିଆ ଭିନ୍ନ ଆଇନ କାନୁନ ଏବଂ ମିସାଇଲ ପରୀକ୍ଷଣ ପାଇଁ ବିଶ୍ୱରେ ପରିଚିତ। ଏହା ବ୍ୟତିତ ସେଠାରେ ଏମିତି ଅନେକ କିଛି ରହିଛି ଯାହା...

Advertisement
Archives

Model This Week