Posted inଫୁରସତ

ଏମିତି ଜୀବ, ଯିଏ ନିଃଶ୍ୱାସ ନ ନେଇ ବି ବଞ୍ଚିଥାଏ

ଜେଲିଫିଶ ଦେଖିବାକୁ ଯେମିତି ଠିକ୍‌ ସେହିପରି ବୈଜ୍ଞାନିକମାନେ ଏକ ନୂତନ ଜୀବର ସନ୍ଧାନ ପାଇଛନ୍ତି। ଯାହା ନିଃଶ୍ୱାସ ନ ନେଇ ବଞ୍ଚିପାରିବ। ଏପରିକି ଜିଇଁବା ପାଇଁ ଅମ୍ଳଜାନ ମଧ୍ୟ ଆବଶ୍ୟକ ପଡ଼ିବନି। ଏହା ଏମିତି ଏକ ବହୁକୋଷୀ ଜୀବ, ଯେଉଁଥିରେ ମାଇଟ୍ରୋକଣ୍ଟ୍ରିଏଲ୍‌ ଜିନୋମ ନାହିଁ। ତେଣୁ ବଞ୍ଚିବା ପାଇଁ ଅମ୍ଳଜାନ ଜରୁରୀ ନୁହେଁ। ଲାଲ୍‌ ରକ୍ତ କଣିକାକୁ ଛାଡ଼ି ମଣିଷ ଦେହରେ ଥିବା ସମସ୍ତ କୋଷିକାରେ ମାତ୍ରାଧିକ ସଂଖ୍ୟାରେ ମାଇଟ୍ରୋକଣ୍ଡ୍ରିଆ ମିଳିଥାଏ। ଯାହା ନିଃଶ୍ୱାସ ନେବା ପ୍ରକ୍ରିୟା ସହଜ ହୋଇଥାଏ।
ଇସ୍ରାଇଲ୍‌ର ତେଲ୍‌-ଅବିବ୍‌ ୟୁନିଭରସିଟିର ଏକ ଟିମ୍‌ ଏପରି ଗବେଷଣା କରିଛନ୍ତି। ରିସର୍ଚ୍ଚ ସମୟରେ ବୈଜ୍ଞାନିକମାନେ ଫ୍ଲୋରୋରେସେଣ୍ଟ ମାଇକ୍ରୋସ୍କୋପ୍‌ରେ ଏହି ଜୀବକୁ ଦେଖିଛନ୍ତି। ଏହି ସମୟରେ ବିଭିନ୍ନ ରଙ୍ଗର ନ୍ୟୁକ୍ଲିୟସ ଦେଖିଥିଲେ ମାଇଟ୍ରୋକଣ୍ଟ୍ରିଏଲ୍‌ ଡିଏନ୍‌ଏ ଦେଖିବାକୁ ପାଇ ନ ଥିଲେ। ୨୦୧୦ରେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ଇଟାଲୀର ପଲିଟେକ୍ନିକ୍‌ ୟୁନିଭରସିଟିର ବିଶେଷଜ୍ଞ ରୋବର୍ଟ ଡେନେବୋରୋ ଏହି ଜୀବର ସନ୍ଧାନ ଚଳାଇଥିଲେ। ମାଇକ୍ରୋସ୍କୋପ୍‌ରେ ଏହି ବହୁକୋଷୀ ଜୀବକୁ ଦେଖିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଲୋକକଳା କଥା

କାହିଁ କେଉଁ କାଳରୁ ଲୋକକଳାର ସୃଷ୍ଟି। ବହୁ ଆଗରୁ ଅବସରବିନୋଦନର ମୁଖ୍ୟମାଧ୍ୟମଥିଲାଏହି ଲୋକକଳା। ଏହା ଗୋଷ୍ଠୀଗତ ଜୀବନରେ ଖୁବ୍‌ ପ୍ରଭାବ ପକାଇଥାଏ। ଲୋକଙ୍କ ଜୀବନର ନିଚ୍ଛକ...

ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି: ଦିଲ୍ଲୀପ ବଳବନ୍ତରାୟ

ଖୋର୍ଦ୍ଧାଠାରୁ ଅନତି ଦୂର ଛଣିଆ ଗ୍ରାମରେ ମାତା ଆଦରମଣି ଓ ପିତା ହରମୋହନ ବଳବନ୍ତରାୟଙ୍କ କୋଳରେ ମୋ ଜନ୍ମ। ତିନି ଭାଇ ଭିତରେ ମୁଁ ବଡ଼।...

ଚାଲିଥିଲା ଜୁମ୍‌ କ୍ଲାସ୍‌, କ୍ୟାମେରା ବନ୍ଦ ନ କରି ହଠାତ୍‌ ସ୍ତ୍ରୀଙ୍କ ସହ ଏମିତି କଲେ ଶିକ୍ଷକ

କରୋନା ସମୟରେ ଲୋକେ ଘରେ ରହି କାମ କରୁଛନ୍ତି। ନେତାମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ସମସ୍ତେ ଅନ୍‌ଲାଇନ୍‌ରେ କାମ କରୁଛନ୍ତି। ପିଲାମାନଙ୍କ ପାଠପଢ଼ା ମଧ୍ୟ...

୧୯୮୩ ବିଶ୍ୱକପ୍‌ ଫାଇନାଲ ପରାଜୟର ପ୍ରତିଶୋଧ କିଭଳି ନେଇଥିଲା ଓ୍ବେଷ୍ଟଇଣ୍ଡିଜ

୧୯୮୩ ଆଇସିସି ବିଶ୍ୱକପ୍‌ରେ ଇତିହାସ ରଚିଥିଲା ଭାରତ। ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜକୁ ସହଜରେ ହରାଇ କପିଳ ଦେବଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଅବିଶ୍ୱସନୀୟ ଭାବେ ହାତେଇଥିଲା ବିଶ୍ୱକପ୍‌।...

ମହାକାଶ ଛୁଇଁବ ହଲିଉଡ୍‌

ମହାକାଶ, ଗ୍ରହ, ଗ୍ରହାଣୁ, ଏଲିଏନ୍‌କୁ ନେଇ ହଲିଉଡ୍‌ରେ ଶୁଟିଂ ହୋଇସାରିଛି ଅନେକ ସିନେମା। ହେଲେ ମହାକାଶରେ ଏବେ ନିର୍ମାଣ ହେବ ଚଳଚ୍ଚିତ୍ର। ଏ ଦିଗରେ ଆମେରିକୀୟ...

ସ୍ତ୍ରୀ ମୋଟି, କାଳି ହୋଇଥିବାରୁ ଏମିତି କଲେ ସ୍ବାମୀ

ଅହମ୍ମଦାବାଦ, ୧୬।୩: ଜଣେ ସ୍ତ୍ରୀ ଦେଖିବାକୁ ମୋଟି, କାଳି ଏବଂ ଅସୁନ୍ଦର ଥିବାରୁ ସ୍ବାମୀ ତାଙ୍କୁ ଛାଡି ଦେଇଛନ୍ତି। ଏମିତି ଏକ ଘଟଣା ଘଟିଛି ଗୁଜୁରାଟ...

ଅନ୍ଧାରରେ ଚମକେ ଏହି ବଡିପେଣ୍ଟିଂ

ଜନ ପପଲ୍‌ଟନ୍‌ ଜଣେ ଚିତ୍ରକର ସହ ଫଟୋଗ୍ରାଫର୍‌ ମଧ୍ୟ। ଦୀର୍ଘ ୨୦ ବର୍ଷ ହେବ ସେ ୱେଡିଂ ଓ ପୋର୍ଟ୍ରେଟ୍‌ ଫଟୋଗ୍ରାଫୀ କରିଛନ୍ତି। ସେ ସବୁବେଳେ...

୫ ଫୁଟିଆ ଥାଳିରେ ପରଷାଯାଏ ଖାଦ୍ୟ

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ରେଷ୍ଟୁରାଣ୍ଟ ଭିନ୍ନ ଭିନ୍ନ ଉପାୟ ଆପଣାଏ। ରେଷ୍ଟୁରାଣ୍ଟର ମେନ୍ୟୁ ହେଉ ଅବା ସାଜସଜ୍ଜା ଅବା ହେଉ ଅଜବ...

Advertisement


Archives

Model This Week