Posted inଫୁରସତ

ଏମିତି ଘଡ଼ି: ଏଥିରେ ନାହିଁ ୧୨ ସଂଖ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୁଇଜରଲ୍ୟାଣ୍ଡ୍‌: ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ଘଡ଼ିରେ ୧୨ ସଂଖ୍ୟା ନାହିଁ କି ଲୋକେ ଘଡ଼ିରେ କେବେ ୧୨ଟା ବାଜୁ ବୋଲି  ଚାହାନ୍ତି ନାହିଁ। ଏହା ପଛରେ ଥିବା କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି  ଦେଶରେ ୧୨ସଂଖ୍ୟାକୁ ଅଶୁଭ ବୋଲି କୁହାଯାଏ। ସେଥିପାଇଁ ଲୋକେ ପ୍ରତି କଥାରେ କୁହନ୍ତି, ଅବସ୍ଥା ୧୨ ବାଜିଗଲାଣି ଅର୍ଥାତ୍‌ ଖରାପ ହୋଇଗଲାଣି।


ଏପରି ଅଜବ ଘଡ଼ି ରହିଛି, ସୁଇଜରଲ୍ୟାଣ୍ଡ୍‌ର ସୋଲର୍ଥନ ସହରରେ।  ଏହି ସହରର ମୁଖ୍ୟଛକରେ ଏକ ଘଡ଼ି ଲାଗିଛି। ଏହି ଘଡ଼ିରେ କେବଳ ୧୧ ସଂଖ୍ୟା ରହିଛି। ସହରର ଲୋକମାନେ ୧୨କୁ ଅଶୁଭ ମାନୁଥିବାବେଳେ ୧୧ସଂଖ୍ୟାକୁ ବେଶୀ ମାନିଥାନ୍ତି।

ଏହା ବ୍ୟତୀତ ସଂଗ୍ରାହାଳୟ, ଐତିହାସିକ ସ୍ଥାନ ଏବଂ ଟାଓ୍ବାରରେ ମଧ୍ୟ ୧୧ ସଂଖ୍ୟା ବିଶିଷ୍ଟ ଘଣ୍ଟା ରହିଛି। ସହରରେ ଥିବା ଏକ ଚର୍ଚ୍ଚର ଘଡ଼ିରେ ୧୨ ଅଙ୍କ ନାହିଁ। ଏହି ଚର୍ଚ୍ଚରେ ୧୧ ଦ୍ୱାର, ୧୧ ଘଣ୍ଟି, ୧୧ଟି ଶିଡ଼ି ରହିଛି। ଏଠାକାର ଲୋକେ ୧୧କୁ ଏତେ ମାନିଥା’ନ୍ତି ଯେ, ଯାହାର ଜନ୍ମଦିନ ଯେଉଁ ତାରିଖରେ ହୋଇ ଥାଉ ନା କାହିଁକି କେବଳ ୧୧ ତାରିଖରେ ହିଁ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖପୁରୀ ଭଳି ଦେଖାଯିବାର ନିଶାରେ କାନ କାଟିବାକୁ ପଛାଇଲେନି ଏହି ଯୁବକ, ଏବେ ଚାକିରିରେ ରଖୁନାହାନ୍ତି କେହି

ଜର୍ମାନୀ ଫିନ୍‌ଷ୍ଟରବୋଲ୍ଡେରେ ରହୁଥିବା ସେଣ୍ଡ୍ରୋ ନିଜର ବିଚିତ୍ର ଶରୀରକୁ ନେଇ ଏବେ ଚର୍ଚ୍ଚାରେ। ଏହା ପଛରେ ଥିବା କାରଣ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।...

କରୋନା ରୋଗୀଙ୍କ ସେବା କରୁଛି ରୋବର୍ଟ: ସମୟରେ ଦେଉଛି ଖାଦ୍ୟ, ଔଷଧ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସେମାନଙ୍କ ଯତ୍ନ ନେବାରେ ସମସ୍ୟା ମଧ୍ୟ ହେଉଛି। ଏଭଳି ସ୍ଥିତିରେ ଗୁଜୁରାଟର ଭଦୋଦରାସ୍ଥିତ ସର୍‌...

ଗୋଟିଏ ଆଙ୍ଗୁଠିରେ ଛତା ରଖି ଗିନିଜ୍‌ ରେକର୍ଡ

ଟିଟିଲାଗଡ଼,୨୭ା୬(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ କଣ୍ଡରା ଗ୍ରାମର କାହ୍ନୁ ଭୋଇ ରବିବାର ଗୋଟିଏ ଆଙ୍ଗୁଠିରେ ଛତା ସନ୍ତୁଳନରେ ରଖି ରେକର୍ଡ କରିଛନ୍ତି। ମଧ୍ୟାହ୍ନ ୧୨.୦୩ରୁ...

ହ୍ୟାଣ୍ଡ ପେଣ୍ଟ ଇଲ୍ୟୁଜନ୍‌

କେତେବେଳେ ହାତରେ ଏକ ବଡ କଣା ତ କେବେ କଟି ଯାଇଛି ପାପୁଲି। ପୁଣି କେବେ ଦେଖା ଯାଉଛି ପାପୁଲିର ହାଡସବୁ। ଏମିତି ଦୃଶ୍ୟ ଦେଖି...

ଏହି କୂଅରୁ ବାହାରୁଛି ଉଜ୍ଜ୍ୱଳ ଆଲୋକ, ବୈଜ୍ଞାନିକମାନେ ବି ଖୋଜି ପାଉନାହାନ୍ତି କାରଣ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ଆଜି ବି ରହସ୍ୟାବୃତ୍ତ। ଏପରି ଏକ ଅଦ୍ଭୁତ ସ୍ଥାନ ରହିଛି ପର୍ତ୍ତୁଗାଲର ସିନ୍ତାରାରେ। ଏହି ସ୍ଥାନରେ ଏକ...

ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ବେଟି ବଚାଓ-ବେଟି ପଢ଼ାଓ ବାର୍ତ୍ତା

ଗାନ୍ଧିନଗର,୪।୨: ସରକାର ବେଟି ବଚାଓ-ବେଟି ପଢ଼ାଓ ଯୋଜନା ଆରମ୍ଭ କରିଛନ୍ତି। ଏନେଇ ସଚେତନତା ବାର୍ତ୍ତା ଦେଶବ୍ୟାପି ଜାରି ରହିଛି। ଗୁଜରାଟ କଓ୍ବେଡ଼ିଆଠାରେ ଥିବା ସର୍ଦ୍ଦାର ବଲ୍ଲଭ...

ମହାସାଗରରେ ତାତି ସଙ୍କଟ : ଭାଙ୍ଗୁଛି ସମସ୍ତ ପୁରୁଣା ରେକର୍ଡ…

ଓ୍ବାଶିଂଟନ,୧୧।୧ : ୨୦୨୨ ମସିହାରେ ପୃଥିବୀର ମହାସାଗର ସବୁଠୁ ଉଷ୍ମ ଥିଲା। ଏହା ମାନବ ଦ୍ୱାରା ନିର୍ଗତ ହେଉଥିବା ଗ୍ୟାସ ପୃଥିବୀର ଜଳବାୟୁରେ ଗଭୀର ଏବଂ...

ଓଡ଼ିଶା ମାଟିର ବାସ୍ନା ଥାଏ ମୋ ଚିତ୍ରରେ

ସେ ଜଣେ ଏମିତି ଶିଳ୍ପୀ, ଯେକି ତାଙ୍କ ଚିତ୍ରକଳାରେ କୌଣସି ନିର୍ଦ୍ଦିଷ୍ଟ କାହାଣୀକୁ ସ୍ଥାନ ନ ଦେଇ ବରଂ ଯେତେବେଳେ ଯାହାକିଛି ଘଟଣା ତାଙ୍କ ମନକୁ...

Advertisement
Archives

Model This Week