Posted inଫୁରସତ

ଏମିତି ଗାଁ, ଯେଉଁଠି ଲୋକେ ରୁହନ୍ତି ମାଟିତଳେ

ସାଧାରଣତଃ ଲୋକେ ଘର ତିଆରି କରିବା ପାଇଁ ଖୋଲା ଏବଂ ଆରାମଦାୟକ ସ୍ଥାନକୁ ପସନ୍ଦ କରିଥା’ନ୍ତି। ଯେଉଁଠି ବାୟୁ ଚଳାଚଳ ଭଲ ଭାବେ କରିପାରୁଥିବ। କିନ୍ତୁ ଏମିତିି ଏକ ଗାଁ ରହିଛି, ଯାହାର ସମସ୍ତ ଘର ଅଣ୍ଡରଗ୍ରାଉଣ୍ଡରେ ଅର୍ଥାତ ମାଟିତଳେ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ଗାଁ ହେଉଛି, ଦକ୍ଷିଣ ଅଷ୍ଟ୍ରେଲିଆର ‘କୁବର ପେଡି’। ଏହି ଗାଁର ସମସ୍ତ ଘର ମାଟିତଳେ ରହିଛି।

ଆପଣ ଭାବୁଥିବେ ମାଟିତଳେ କୌଣସି ସୁବିଧା ଉପଲବ୍ଧ ନ ଥିବ। କିନ୍ତୁ ଏମିତି ନୁହେଁ, ବାହାରକୁ ସାଧାରଣ ଲାଗୁଥିଲେ ମଧ୍ୟ ଭିତରେ ଯେଉଁ ଘରଗୁଡ଼ିକ ରହିଛି ତାହା କୌଣସି ହୋଟେଲଠାରୁ ବି କମ୍‌ ନୁହେଁ। ମାଟି ତଳେ ପ୍ରାୟ ୧୫୦୦ ଘର ରହିଛି। ଏଠାରେ ସମସ୍ତ ସୁବିଧା ରହିଛି। ଏପରିକି ଇଲେକ୍ଟ୍ରିଠାରୁ ଆରମ୍ଭ କରି ଦୋକାନ ବଜାର ମଧ୍ୟ ଅଛି। ଏକ ରିପୋର୍ଟ ଅନୁଯାୟୀ, କୁବର ପେଡ଼ିରେ ଖଣି କାର୍ଯ୍ୟ ୧୯୧୫ରେ ଆରମ୍ଭ ହୋଇଥିଲା।

କହିରଖୁଛୁ, ଏହା ଏକ ମରୁଭୂମି ଅଞ୍ଚଳ। ଏଠାରେ ଗ୍ରୀଷ୍ମଋତୁରେ ଅତ୍ୟଧିକ ଗରମ ଏବଂ ଶୀତ ଋତୁରେ ପ୍ରବଳ ଶୀତ ଅନୁଭୂତ ହୋଇଥାଏ। ଏଥିପାଇଁ ଏଠାକାର ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା॥ ସେହିଦିନଠାରୁ ଲୋକେ ଖଣି ଖନନ ହୋଇଥିବା ଖାଲି ସ୍ଥାନରେ ରହିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଗାରେଟ ବଦଳାଇଦେଲା ଫୁସ୍‌ଫୁସ୍‌ ରଙ୍ଗ

ବେଜିଂ: ଧୂମପାନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏପରି ଚେତାବନୀ ପ୍ରତି ସିଗାରେଟ ପ୍ୟାକେଟ୍‌ରେ ଅତି ସହଜରେ ଦେଖିବାକୁ ମିଳେ। ଏହା ସତ୍ତ୍ୱେ ଏହି ମାରାତ୍ମକ ନିଶାକୁ ଛାଡ଼ି...

ଦୀପାବଳିରେ ଏଠାରେ କୁକୁରଙ୍କୁ କରାଯାଏ ପୂଜା, ଦିଆଯାଏ ସ୍ବାଦିଷ୍ଟ ବ୍ୟଞ୍ଜନ

ଆମ ଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ବେଶ୍‌ ଉତ୍ସାହର ସହ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଥାଏ। ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଦୀପ ଜଳା...

୬ କୋଟିରେ ସଜା ହୋଇଛି ମନ୍ଦିର ପ୍ରାଙ୍ଗଣ

ଅମରାବତି: ବିଭିନ୍ନ ଅଞ୍ଚଳରେ ନବରାତ୍ରି ବେଶ୍‌ ଧୁମଧାମରେ ପାଳନ କରାଯାଉଛି। ଆନ୍ଧ୍ର ପ୍ରଦେଶରେ ଥିବା ୧୩୫ ବର୍ଷ ପୁରୁଣା ବାସାଭି କନ୍ୟାକା ପରମେଶ୍ୱରୀ ମନ୍ଦିରକୁ ୬...

ବନ୍ଧୁ ପାଇଁ ଦିନଟିଏ…

ଭୁବନେଶ୍ୱର,୧।୮(ବ୍ୟୁରୋ)- ଆଜି ହେଉଛି ବିଶ୍ୱ ବନ୍ଧୁତା ଦିବସ ବା ଫ୍ରେଣ୍ଡଶିପ୍‌ ଡେ’। ସୁଖ, ଦୁଃଖ ଭଲମନ୍ଦ ସବୁଥିରେ ପାଖରେ ଛିଡ଼ା ହେଉଥିବା ବ୍ୟକ୍ତି ଜଣଙ୍କ ହେଉଛି...

ନୂଆ ବର୍ଷକୁ ନେଇ କିଛି ଅଜବ ପ୍ରଥା

* ଶ୍ରୀଲଙ୍କାରେ ଏହି ଦିନ ପ୍ରତିଘରେ ମାଟିପାତ୍ରରେ କ୍ଷୀର ଫୁଟେଇବାର ପ୍ରଥା ରହିଛି। ଏହାବ୍ୟତୀତ ଏହି ଅବସରରେ ଚାଉଳ ଏବଂ ନଡିଆ ତେଲରେ ଏକ ପ୍ରକାର...

ଦୁନିଆର ସବୁଠୁ ଭୟଙ୍କର ରେଳ ମାର୍ଗ

ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଯେ କୌଣସି ସ୍ଥାନକୁ ଯିବା ପାଇଁ ଟ୍ରେନ୍‌ ଏକ ଆରାମଦାୟକ ଏବଂ ଶସ୍ତା ପରିବହନ ଅଟେ।...

ଟ୍ରେନ୍‌ରେ ଯୁବତୀ ଦେଲେ ଫ୍ଲାଇଙ୍ଗ୍‌ କିସ୍‌, ଆଉ ତା’ ପରେ…

ସୋସିଆଲ ମିଡଆରେ ଜଣେ ଯୁବତୀ ଏକ ଛୋଟ ପିଲାକୁ ଫ୍ଲାଇଙ୍ଗ୍‌ କିସ୍‌ କରୁଥିବା ସୁନ୍ଦର ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମଧ୍ୟ...

୧୦ ବର୍ଷ ହେଲା ଖରାପ ହୋଇ ନ ଥିବା ବର୍ଗର

ଆଜିକାଲି ଫାଷ୍ଟଫୁଡ୍‌ ସମସ୍ତଙ୍କୁ ପସନ୍ଦ। ହେଲେ ୧୦ ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ବର୍ଗର ଏବେବି ଖାଇବା ଉପଯୋଗୀ ରହିଛି କହିଲେ କେହି ବିଶ୍ୱାସ କରିବା...

Advertisement
Archives

Model This Week