ଏବେ ଫଟୋ ଉଠାଇବାକୁ ମନାକଲେଣି ତୈମୁର

ସୈଫ୍‌ଅଲ୍ଲୀ ଖାନ୍‌ ଏବଂ କରୀନା କପୁରଙ୍କ ପୁଅ ତୈମୁରଙ୍କୁ ଦେଖିଲେ ଫଟୋଗ୍ରାଫରମାନେ ତାଙ୍କ ଫଟୋ ନେବାକୁ ଭିଡ଼ ଜମାଇଥାନ୍ତି। ସ୍କୁଲ ହେଉ କି ଏୟାରପୋର୍ଟ ଯେଉଁଠି ତୈମୁରଙ୍କ ଉପରେ ନଜର ପଡ଼ିଲା ଫଟୋ ଉଠାଇବା ସୁଯୋଗ ହାତଛଡ଼ା କରନ୍ତି ନାହିଁ। ତୈମୁର ବି କ୍ୟାମେରାକୁ ଦେଖିବା କ୍ଷଣି ଭିନ୍ନ ଭିନ୍ନ ଶୈଳୀରେ ଫଟୋ ଉଠାଇ ବେଶ୍‌ ଖୁସି ହୁଅନ୍ତି। କିନ୍ତୁ ଏବେ ଫଟୋଗ୍ରାଫରଙ୍କୁ ଦେଖି ମନାକଲେଣି। ପୂର୍ବରୁ ସୈଫ୍‌ ଫଟୋଗ୍ରାଫରଙ୍କୁ ଅନୁରୋଧ କରୁଥିଲେ ଛୋଟପିଲାଙ୍କର ବାରମ୍ବାର ଫଟୋ ଉଠାଇଲେ ତାଙ୍କ ଆଖି ଉପରେ ପ୍ରଭାବ ପଡ଼ିବ। ତୈମୁର କିନ୍ତୁ ପିତାଙ୍କ କଥା ବୁଝିପାରୁ ନ ଥିଲେ। ଏବେ ନିଜେ ଫଟୋଗ୍ରାଫରଙ୍କୁ ଅନୁରୋଧ କରିବା ଶିଖିଗଲେଣି। କ୍ୟାମେରା ଦେଖିଲେ ନୋ ଫଟୋ ପ୍ଲିଜ୍‌ କହୁଛନ୍ତି। ଏ କଥା ଏକ ସାକ୍ଷାତକାରରେ ସୈଫ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଦିନ ପାଣି ପିଇ ରହିବେ ନର୍ଗିସ୍‌

ମୁମ୍ବାଇ: ଅଭିନେତ୍ରୀ ନର୍ଗିସ୍‌ ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ପୁଣି ଠିକ୍‌ ସେମତି ଏକ ଖବର ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ...

ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଷ୍କା, ଭାଇରାଲ ହେଉଛି ପୋଷ୍ଟ

ମୁମ୍ବାଇ: ଭାରତୀୟ କ୍ରିକେଟର ବିରାଟ କୋହଲି ଶନିବାର ଅର୍ଥାତ୍ ୫ ନଭେମ୍ବରରେ ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ସମସ୍ତେ ବିରାଟଙ୍କୁ ତାଙ୍କ...

ଗୋଆରେ ନିଜର ଚତୁର୍ଥ ଘର କିଣିଲେ ଏହି ସୁନ୍ଦରୀ ଅଭିନେତ୍ରୀ, ବିଳାସମୟ ଜୀବନଶୈଳୀ ଦେଖିଲେ…

ହାଇଦ୍ରାବାଦ: ତେଲୁଗୁ ଫିଲ୍ମ ‘ଗୀତା ଗୋବିନ୍ଦମ୍‌’ ଜରିଆରେ ଲାଇମ୍‌ଲାଇଟ୍‌କୁ ଆସିଥିଲେ ସୁନ୍ଦରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଏବେ ସେ ନ୍ୟାଶନାଲ କ୍ରସ୍‌। ସମସ୍ତେ ତାଙ୍କର ଚୁଲବୁଲି...

ରେଖାଙ୍କ ଘର ନିକଟରୁ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ମୁମ୍ବାଇ,୧୪।୭: ଦୁଇ ଦିନ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ସୁରକ୍ଷାକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହାପରେ ରେଖାଙ୍କୁ ବିଏମ୍‌ସି ପକ୍ଷରୁ କରୋନା ଟେଷ୍ଟ କରିବାକୁ...

ନିର୍ମାତାଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ଖୁଲାସା କଲେ ନାଗା

ଅଭିନେତା ନାଗା ଚୈତନ୍ୟ ସାଉଥ୍‌ର ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ତାଙ୍କୁ ଅମିରଙ୍କ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ରେ ଦେଖିବାକୁ ମିଳିବ। ତେବେ ଅଭିନେତାଙ୍କ ଏହା...

ସୁଶାନ୍ତଙ୍କ ବିବାହ ସମ୍ପର୍କରେ ଶେଷଥର କଥା ହୋଇଥିଲେ ତାଙ୍କ ପିତା, କହିଲେ ବୋହୂ ହୋଇଥାନ୍ତେ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଖବରକୁ ଆଜି ପର୍ଯ୍ୟନ୍ତ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଆଉ ତାଙ୍କୁ ଜନ୍ମ ଦେଇଥିବା ପିତା...

ଏକ୍ସ ବୟଫ୍ରେଣ୍ଡଙ୍କୁ ବିବାହ ନିମନ୍ତ୍ରଣ କରିନାହାନ୍ତି କାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଭିକି କୌଶଲ ଏବଂ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ବିବାହ ଚଳିତମାସ ୯ ତାରିଖରେ ଜୟପୁରରେ ହେବ। ବିବାହ ପ୍ରସ୍ତୁତି ଜୋରସୋର୍‌ରେ ଚାଲିଛି।...

ମଲାଇକା-ଅର୍ଜୁନଙ୍କ ପାଇଁ ସଲମାନଙ୍କ ସହ ଖରାପ ହେଲା ସମ୍ପର୍କ: ବୋନି!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁଙ୍କର ଅନ୍ୟମାନଙ୍କ ସହ ଥିବା ସମ୍ପର୍କ ବେଳେ ବେଳେ ଆସେ ଚର୍ଚ୍ଚାକୁ। ଏବେ ବୋନି କପୁରଙ୍କ ସହ ତାଙ୍କ ସମ୍ପର୍କକୁ...

Advertisement
Archives

Model This Week