ଏନ୍‌ପିଏ ଲୁଚାଇବା ବନ୍ଦ କରନ୍ତୁ ବ୍ୟାଙ୍କ: ଆର୍‌ବିଆଇ ଡେପୁଟି ଗଭର୍ନର

ନୂଆଦିଲ୍ଲୀ,୨୪-୧୧: ଏବେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ସ୍ଥିତି ଭଲ ନ ଥିବା ବେଳେ ଅନାଦାୟ ଋଣ (ଏନ୍‌ପିଏ) ବୋଝ ବଢି ବଢି ଚାଲିଛି। ଏଭଳି ସ୍ଥିତିରେ ବ୍ୟାଙ୍କ ଏନ୍‌ପିଏ କିମ୍ବା ଋଣ ଠକେଇ ଭଳି ବିଷୟକୁ ଲୁଚାଇବା ବନ୍ଦ କରନ୍ତୁ ବୋଲି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ଏନ୍‌.ଏସ୍‌.ବିଶ୍ୱନାଥନ କହିଛନ୍ତି। ଏଥି ଯୋଗୁ ବ୍ୟାଙ୍କଗୁଡିକ ବୃହତ୍‌ ପରିମାଣରେ କ୍ଷତି ସହୁଛନ୍ତି। ଏହାକୁ ଧ୍ୟାନରେ ରଖି ତୁରନ୍ତ ଭିତ୍ତିରେ ଏହାକୁ ରିପୋର୍ଟ କରିବା ଉପରେ ଯତ୍ନବାନ ହେବାକୁ ବିଶ୍ୱନାଥନ କହିଛନ୍ତି। ବ୍ୟାଙ୍କଗୁଡିକ ଏଥି ସଂକ୍ରାନ୍ତ ରିପୋର୍ଟ ଠିକ୍‌ ଭାବେ ନ କଲେ ବ୍ୟାଙ୍କଗୁଡିକର କାର୍ଯ୍ୟଶୈଳୀ ଏବଂ ରିସ୍କ ନେବା କ୍ଷମତା ବିଶେଷ ଭାବେ ପ୍ରଭାବିତ ହେବ। ଏଭଳି ଘଟଣା ସମୟ ସମୟରେ ନଜରକୁ ଆସୁଛି। ରିଜର୍ଭ ବ୍ୟାଙ୍କ ନିରୀକ୍ଷଣରେ ଏହାର ଖୁଲାସା କରାଯାଉଛି। ନିୟାମକ ଅନୁପାଳନ ଦ୍ୱାରା ବ୍ୟାଙ୍କ ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୃଢ ରଖିପାରିବେ ବୋଲି ସେ ମତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ୟୋଗ ନୀତି ସରଳ ହେଉ

ମସଲା ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଉପାଦାନ ପାଲଟିଛି। ପୂର୍ବରୁ ଗୃହିଣୀମାନେ ମସଲା ବାଟି ବ୍ୟଞ୍ଜନରେ ବ୍ୟବହାର କରୁଥିବାବେଳେ ଏବେ ସବୁଠି ପ୍ୟାକେଟ ସ୍ପାଇସ୍‌ର...

ଯାତ୍ରୀବାହୀ ଯାନ ବିକ୍ରିରେ ବୃହତ୍‌ ହ୍ରାସ

କରୋନା ପ୍ରଭାବରେ ଯାତ୍ରୀବାହୀ ଯାନ ବିକ୍ରି ବୃହିତ ପରିମାଣର ହ୍ରାସ ଘଟିଛି। ଏହାବାଦ ୨ ଚକିଆ ବିକ୍ରି ଉପରେ ଏହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଛି।...

ପୁଣି ବଢ଼ିପାରେ ଷ୍ଟିଲ୍‌ ଦର

ନୂଆଦିଲ୍ଲୀ,୩୦।୬: ବର୍ତ୍ତମାନ କଞ୍ଚାମାଲ୍‌ ଦରବୃଦ୍ଧି ଜାରି ରହିଥିବା କାରଣରୁ ଜୁଲାଇ ପହିଲାରୁ ପୁଣିଥରେ ଷ୍ଟିଲ୍‌ ଦର ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି। ଏପରିକି ଜେଏସ୍‌ପିଏଲ୍‌ର ମ୍ୟାନେଜିଂ...

ଚାକିରି ପାଇଁ ଆସିଥିବା ଝିଅକୁ ପ୍ରେମ ବିବାହ କରିଥିଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି: ଜାଣନ୍ତୁ ତାଙ୍କ ପ୍ରେମ କାହାଣୀ ସମ୍ପର୍କରେ…

ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ ବେଜୋସ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ଅଗଷ୍ଟ ୧୮ରେ ପ୍ରକାଶିତ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ତାଙ୍କର...

ବନ୍ୟା, ଭୂମିକମ୍ପ ପାଇଁ ଅଲଗା ହେବ ଗାଡ଼ି ବୀମା ପଲିସି

ନୂଆଦିଲ୍ଲୀ,୨୪।୬: ସାଧାରଣ ବୀମା କମ୍ପାନୀ ଭୂମିକମ୍ପ, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, ଭଙ୍ଗାରୁଜା ଏବଂ ଦଙ୍ଗା ଭଳି ଘଟଣା ଲାଗି ଏଣିକି ଗାଡ଼ି ଲାଗି ସ୍ବତନ୍ତ୍ର ବାର୍ଷିକ...

ବିଓଆଇର ୧୧୭ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୮।୯: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ର ୧୧୭ ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ...

ଶାମ୍ପୁ ଫେରାଇନେଲା ୟୁନିଲିଭର

ନୂଆଦିଲ୍ଲୀ,୨୬।୧୦: ଅନ୍ତଃରାଷ୍ଟ୍ରୟୀୟ ଏଫ୍‌ଏମ୍‌ସିଜି କମ୍ପାନୀ ୟୁନିଲିଭରର ବିଭିନ୍ନ ଶାମ୍ପୁରେ କର୍କଟ ସୃଷ୍ଟିକାରୀ କେମିକାଲ ମିଳିଥିବା କୁହାଯାଉଛି। ଏପରିକି କମ୍ପାନୀ ଆମେରିକା ବଜାରରୁ ଡୋଭ, ନେକ୍ସସ, ସୁଆଭେ,...

ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୩।୧୨: ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ୟୁନିଟ୍‌ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ସମାନତା’ ବିଷୟବସ୍ତୁ ଆଧାରରେ ଏକ ସପ୍ତାହବ୍ୟାପୀ...

Advertisement
Archives

Model This Week