Posted inଜାତୀୟ

ଏନ୍‌ଆର୍‌ସି ନେଇ କାହିଁକି ନୀରବ ସୋନିଆ ଗାନ୍ଧୀ: ପ୍ରଶ୍ନ କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୩୦।୧୨: ଏନ୍‌ଆର୍‌ସି ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନୀରବତା ଅବଲମ୍ବନ କରୁଥିବା ନେଇ ଜେଡ଼ିୟୁ ନେତା ପ୍ରଶାନ୍ତ କିଶୋର କଡ଼ା ସମାଲୋଚନା କରିଛନ୍ତି। ସେ ଏକ ସାକ୍ଷାତ୍‌କାରରେ ପ୍ରଶ୍ନ କରିଛନ୍ତି ଯେ, ଏହି ପ୍ରସଙ୍ଗରେ ସୋନିଆ ଗାନ୍ଧୀ କାହିଁକି ନୀରବତା ଅବଲମ୍ବନ କରୁଛନ୍ତି। ଏନେଇ ବିଭିନ୍ନ ଧାରଣା ଏବଂ ପ୍ରଦର୍ଶନରେ ସୋନିଆ ଯୋଗଦେଉଥିଲେ ମଧ୍ୟ କୌଣସି ମନ୍ତବ୍ୟ ଦେଉ ନ ଥିବାରୁ କଂଗ୍ରେସର ମତାମତ ସମ୍ପର୍କରେ କିଛି ଜଣା ପଡୁ ନ ଥିବା ସେ କହିଛନ୍ତି। କଂଗ୍ରେସ ଶାସିତ ରାଜ୍ୟରେ ଏନ୍‌ଆର୍‌ସି ଲାଗୁ ହେବ କି ନାହିଁ ସେ ନେଇ ସୋନିଆ ଶୀଘ୍ର ସୂଚନା ଦେବା ଆବଶ୍ୟକ ବୋଲି ପ୍ରଶାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ବିଜ୍ଞାପନରେ କେବଳ ମୋଦି, ନୀତିଶ ଗାଏବ୍‌

ପାଟନା, ୨୬।୧୦: ଆସନ୍ତା ଅକ୍ଟୋବର ୨୮ରେ ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହେବ। କିନ୍ତୁ ଏହାର ଠିକ ପୂର୍ବରୁ ଭାଜପା ଖବରକାଗଜରେ ଏକ...

ଏଏପି ବିଧାୟକଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୧୦।୫: ସାହିନବାଗର ବେଆଇନ ନିର୍ମାଣ ଉଚ୍ଛେଦ ଅଭିଯାନର ଦିନକ ପରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଫ୍ରେଣ୍ଡ୍ସ କଲୋନି ଏବଂ ମଙ୍ଗୋଲପୁରିରେ ଉଚ୍ଛେଦ ଅଭିଯାନ ଆରମ୍ଭ...

ବେକାର ସମସ୍ୟା-ଛଟେଇ- ଭିଡ଼ ହିଂସା ଆଦିକୁ ଛାଡ଼ି ଦେଲେ ଭାରତରେ ଅନ୍ୟ ସବୁ ସ୍ଥିତି ଭଲ: ଚିଦାମ୍ବରମ୍‌

ନୂଆଦିଲ୍ଲୀ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମକୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ କଡ଼ା ସମାଲୋଚନା କରିଛନ୍ତି। ତାଙ୍କୁ ସୋମବାର ତିହାର ଜେଲ୍‌ରେ କଂଗ୍ରେସ...

ପୋଲିସ ସବ୍‌-ଇନ୍ସପେକ୍ଟରଙ୍କୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ, ୨୦।୫: ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ପୂର୍ବ ଦିଲ୍ଲୀର ବିବେକ ବିାହର ଥାନାରେ...

ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ,୨୪।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ କଂଗ୍ରେସ ୩୦ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳର ସଭାପତି ସୋନିଆ...

ଜିତିଲେ କଙ୍ଗନା !

ମୁମ୍ବାଇ,୨୭ ।୧୧: ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ପାଲି ହିଲ ସ୍ଥିତ କାର୍ଯ୍ୟାଳୟ ଭଙ୍ଗା ଘଟଣା ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ବମ୍ବେ ହାଇକୋର୍ଟଙ୍କ...

ନିର୍ଭୟା ମାମଲା: ତୃତୀୟ ଡେଥ୍‌ ଓ୍ବାରେଣ୍ଟ ଜାରି କରିବାକୁ ମନା କଲେ କୋର୍ଟ

ନୂଆଦିଲ୍ଲୀ,୭।୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଶୀଘ୍ର ଫାଶୀ ଦେବା ଲାଗି ତିହାର ଜେଲ ପ୍ରଶାସନ ପଟିଆଲା ହାଉସ କୋର୍ଟ ଯାଇଥିଲେ। ଶୁକ୍ରବାର...

‘ମୋଦି-ମୋଦି’ ସ୍ଲୋଗାନରେ କମ୍ପିଲା ଗୃହ

ନୂଆଦିଲ୍ଲୀ,୧୪।୩: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଲୋକ ସଭା ଓ ରାଜ୍ୟ ସଭାରେ ବଜେଟ ଉପରେ ଆଲୋଚନା ହେବ। ଅଧିବେଶନ...

Advertisement
Archives

Model This Week