Posted inଜାତୀୟ

‘ଏନ୍‌ଆର୍‌ସିକୁ ବିରୋଧ କରିଥିବା ମୁଖ୍ୟମନ୍ତ୍ରୀମାନେ ଏନ୍‌ପିଆର୍‌ ବନ୍ଦ କରନ୍ତୁ’

ନୂଆଦିଲ୍ଲୀ,୨୫ା୧୨: ଏନ୍‌ପିଆର୍‌ ଅପ୍‌ଡେଟ୍‌ ପାଇଁ କେନ୍ଦ୍ର କ୍ୟାବିନେଟ ୩,୯୪୧.୩୫ କୋଟି ଟଙ୍କା ମଞ୍ଜୁର କରିବା ପରେ ସିପିଆଇଏମ୍‌ ଏହାକୁ ବିରୋଧ କରିଛି। ନିଜ ରାଜ୍ୟରେ ଏନ୍‌ଆର୍‌ସିକୁ ବିରୋଧ କରିଥିବା ମୁଖ୍ୟମନ୍ତ୍ରୀମାନେ ଏନ୍‌ପିଆର୍‌ ପ୍ରକ୍ରିୟାକୁ ବନ୍ଦ କରନ୍ତୁ ବୋଲି ଏହି ବାମପନ୍ଥୀ ଦଳ କହିଛି।
ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି, ଏନ୍‌ପିଆର ଏବଂ ଏନ୍‌ଆର୍‌ସି ସମାନ କଥା। ମୋଦି ସରକାର ଦେଶବାସୀଙ୍କୁ ଆଉ କେତେ ବିଭ୍ରାନ୍ତ କରିବେ? ଏନ୍‌ଆର୍‌ସି ଆରମ୍ଭ କରିବା ପାଇଁ ଏନ୍‌ପିଆର୍‌ ଏହାର ମୂଳ ଦସ୍ତାବିଜ ହେବ ବୋଲି ରାଜ୍ୟ ସଭାକୁ ସରକାର ସ୍ପଷ୍ଟ ଭାବେ ଅବଗତ କରାଇଥିଲେ। ତେଣୁ ଏନ୍‌ଆର୍‌ସିକୁ ବିରୋଧ କରିଥିବା ମୁଖ୍ୟମନ୍ତ୍ରୀମାନେ ଏନ୍‌ପିଆର୍‌କୁ ମଧ୍ୟ ବିରୋଧ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁ’ ର ଗୁଡ୍‌ ଲିଷ୍ଟରେ ନାହାନ୍ତି ଦେଶର ୬ହଜାର ୫୦୦ଫାର୍ମା କମ୍ପାନୀ!

ନୂଆଦିଲ୍ଲୀ,୩।୮: ଭାରତର ୧୦ହଜାର ୫୦୦ ଫାର୍ମା କମ୍ପାନୀରୁ ୨୦୦୦କମ୍ପାନୀକୁ ଉତ୍ତମ ଗୁଣବତ୍ତା ପାଇଁ ସାର୍ଟିଫିକେଟ୍‌ ଦେଇଛି ହୁ। ଏହି କମ୍ପାନୀକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ହୁ)...

କରୋନା ଭୟରେ ଦୁର୍ଘଟଣାର ଶିକାର ଯୁବକଙ୍କୁ ଛୁଉଁ ନ ଥିଲେ କେହି: ବିଧାୟକ ପହଞ୍ଚି କଲେ ଏମିତି

ଗୁଣ୍ଟୁର,୮।୮: କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ କେହି କାହାର ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ମଣିଷର ଅମାନବିକତା...

ଆସାମ ପୋଲିସକୁ ସଫଳତା, ଅଲକାଇଦା-ଏବିଟିର ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…

ଗୁଆହାଟୀ, ୨୧।୮ : ଆସାମ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ବିଳମ୍ବିତ ରାତିରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ...

ମୃତ୍ୟୁର ୨ ବର୍ଷ ପରେ ବି ଶିକ୍ଷକଙ୍କୁ ମିଳୁଥିଲା ଦରମା: ଶିକ୍ଷା ବିଭାଗର ଅକଲ ଗୁଡୁମ୍‌

ଲକ୍ଷ୍ନୌ, ୧୨।୮: ଉତ୍ତରପ୍ରଦେଶ ସରକାର ଶିକ୍ଷା ବିଭାଗକୁ ସଜାଡ଼ିବାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ତେବେ ବି ବିଭାଗରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡ଼ିଛି। ସ୍ଥାନୀୟ...

ସିନେମା ଦେଖିବାକୁ ଯାଇ ଆତ୍ମହତ୍ୟା, ଶୌଚାଳୟରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ, ୮।୭: ସିନେମା ଦେଖିବାକୁ ଯାଇ ଆତ୍ମହତ୍ୟା। ଶୁକ୍ରବାର ପଶ୍ଚିମ ଦିଲ୍ଲୀର ବିକାଶପୁରୀରେ ଥିବା ପିଭିଆର ସିନେମା ହଲରେ ଜଣେ ଦର୍ଶକ ଆତ୍ମହତ୍ୟା କରିଛନ୍ତି। ସିନେମା...

କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା

ଆଲିଗଡ଼, ୧୭ା୧୦(ପି.ଟି.): ଉତ୍ତରପ୍ରଦେଶର ଆଲିଗଡ଼ ଜିଲାରେ ଜଣେ ସ୍ଥାନୀୟ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଜମି ବିବାଦକୁ ନେଇ ଏଭଳି ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି।...

ହାଇଦ୍ରାବାଦ ଆର୍କବିଶପ ହେଲେ ଭାଟିକାନ କାର୍ଡିନାଲ

ହାଇଦ୍ରାବାଦ,୨୯।୮: ହାଇଦ୍ରାବାଦର ଆର୍କବିଶପ ପୁଲା ଆନ୍ଥୋନୀ ଭାଟିକାନର କାର୍ଡିନାଲ ଭାବେ ଅବସ୍ଥାପିତ ହୋଇଛନ୍ତି। ଏଭଳି ପଦବୀ ପାଇବାରେ ଆନ୍ଥୋନୀ ପ୍ରଥମ ତେଲୁଗୁ ଏବଂ ପ୍ରଥମ ଦଳିତ...

କାର୍‌ ମାଲିକ ନାଁରେ କଟିଲା ସବୁଠାରୁ ଅଧିକ ଟଙ୍କାର ଚାଲାଣ

ଅହମ୍ମଦାବାଦ,୩୦।୧୧: ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ପୋଲିସ ଲୋକଙ୍କଠାରୁ ପୂର୍ବାପେକ୍ଷା ଅଧିକ ଚାଲାଣ କାଟିବା ଆରମ୍ଭ କରିଛି। ପ୍ରତିଦିନ...

Advertisement
Archives

Model This Week