Posted inଜାତୀୟ

ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ସାବ୍ୟସ୍ତ ହେଲା: ଖଟ୍ଟରଙ୍କୁ ଦିଲ୍ଲୀ ଡାକରା

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ରାଜ୍ୟରେ ଭାଜପା ବହୁମତ ପାଇବା ଆଶା କ୍ଷୀଣ ହେବାରେ ଲାଗିଛି। ଏକ୍‌ଜିଟ୍‌ ପୋଲ୍‌ରେ ଭାଜପା ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଇଥିଲା। ତେବେ ଏହା ଭୁଲ୍‌ ସାବ୍ୟସ୍ତ ହୋଇଥିବା କୁହାଯାଉଛି। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ୍‌ କରି ଦେଇଛନ୍ତି। ସେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କୁ ଦିଲ୍ଲୀ ଡକାଇଛନ୍ତି। ରାଜ୍ୟରେ ନିର୍ବାଚନ ଫଳାଫଳ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଲାଗି ଶାହ ଏପରି କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ କୂଅରୁ ବାହାରିଲା ଗରମ ପାଣି, ଆଉ ତା’ ପରେ…

ମୁମ୍ବାଇ,୨୨ା୭: ମହାରାଷ୍ଟ୍ରର ବୁଲଢାପା ଜିଲାରେ ଏକ କୂଅରୁ ହଠାତ୍‌ ଗରମ ପାଣି ବାହାରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ପୂରା ଜିଲାରେ ଚର୍ଚ୍ଚା ହେଉଛି। ବୁଲଢାପା...

ମୁମ୍ବାଇର ଓ୍ବୋକାର୍ଡ ହସ୍ପିଟାଲରେ ୩ଡାକ୍ତରଙ୍କ ସମେତ ୫୪ଜଣ ନର୍ସିଂ ଷ୍ଟାଫ୍‌ କରୋନା ପଜିଟିଭ୍‌

ମୁମ୍ବାଇ,୭।୪: ଦେଶରେ କରୋନା ଭାଇରସ୍‌ ସଂକ୍ରମଣରେ ଅତ୍ୟଧିକ ପ୍ରଭାବିତ ହୋଇଛି ମୁମ୍ବାଇ। କରୋନା କବଳରୁ ଏବେ ମୁମ୍ବାଇର ହସ୍ପିଟାଲ ମଧ୍ୟ ବର୍ତ୍ତି ପାରିନାହିଁ। ମୁମ୍ବାଇର ପ୍ରସିଦ୍ଧ...

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ସିସିଡିର କାମଚଳା ଅଧ୍ୟକ୍ଷ ହେଲେ ଏସ୍‌.ଭି. ରଙ୍ଗନାଥ

ବେଙ୍ଗାଲୁରୁ,୩୧।୭: ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ ମିଳିବା ପରେ ଚାରିଆଡେ ବିଷାଦର ଛାୟା ଖେଳିଯାଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏସ୍‌.ଭି....

ଦେଶର ହିତ ପାଇଁ କଂଗ୍ରେସ ସଂକଳ୍ପବଦ୍ଧ: ରାହୁଲ

ନୂଆଦିଲ୍ଲୀ,୨୮।୧୨: ଦେଶର ହିତ ପାଇଁ କଂଗ୍ରେସ ସବୁବେଳେ ପ୍ରତିଶ୍ରୁତିବଦ୍ଧ। ଏନେଇ ଦଳ ନିରନ୍ତର ପ୍ରୟାସ ଜାରି ରଖିବା ସହିତ ସଜାଗ ରହିଛି ବୋଲି କଂଗ୍ରେସର ପ୍ରତିଷ୍ଠା...

ଟିକାକରଣରେ ଭାରତ ଆଗରେ

ନୂଆଦିଲ୍ଲୀ, ୬।୨: କରୋନା ମହାମାରୀ ବିରୋଧରେ ଭାରତରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପୃଥିବୀରେ ଟିକାକରଣ କ୍ଷେତ୍ରରେ ଭାରତ ଆଗୁଆ ରହିଛି। ଦେଶରେ ୨୧...

ବର୍ଷକରେ ୨୩୦ କେ.ଜି. ସୁନା ଚାଲାଣ

ଥିରୁଭାନନ୍ତପୁରମ,୨୦ା୭: କେରଳ ସୁନା ଚାଲାଣ ମାମଲାରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଛି। ଏହାର ତଦନ୍ତ ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ହାତରେ ଲାଗିଛି...

ଟିକା ନେବା ପରେ ଏଭଳି ଲକ୍ଷଣ ବିପଦର ସଙ୍କେତ: ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ବିଟ୍ରେନରେ ଆଷ୍ଟ୍ରାଜେନିକା-ଅକ୍ସଫୋର୍ଡ ଟିକା...

ଫେବୃୟାରୀ ୧୦ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଏକ୍‌ଜିଟ୍‌ ପୋଲ୍‌ ଉପରେ ରୋକ…

ନୂଆଦିଲ୍ଲୀ, ୨୯।୧ : ଆଗକୁ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚେନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଫେବୃୟାରୀ...

Advertisement
Archives

Model This Week